menu-iconlogo
huatong
huatong
sanju-lovers-rani-guri-mantu-chhuriaaseema-panda-ryan-cover-image

Rani Guri-Mantu Chhuria,Aseema Panda-RYAN

Sanju Lovershuatong
🎧🇷u200b🇾u200b✳️🇦u200b🇳u200b🎧huatong
Paroles
Enregistrements
❣️RYAN❣️

STAR MAKER ଓଡ଼ିଶା

M-ହାଏ ରେ ମୋର ରାନୀ ଗୋରୀ

ପାଇଝଲବାଲୀ କେତେ ଚାଲୁଛୁ ଅଣ୍ଟା କେ ହଲେଇ

ହାଏ ରେ ମୋରସୁନ୍ଦରୀ ମୋତି କାଜ୍ଜଲ ଵାଲୀ

କେତେ ଦେଖୁଛୁ ଆଖି ଖୋଲି ଖୋଲି

ହାଏ ରେ ମୋର ରାନୀ ଗୋରୀ

ପାଇଝଲବାଲୀ କେତେ ଚାଲୁଛୁ ଅଣ୍ଟା କେ ହଲେଇ

ହାଏ ରେ ମୋର ସୁନ୍ଦରୀ ମୋତି କାଜ୍ଜଲ ଵାଲୀ

କେତେ ଦେଖୁଛୁ ଆଖି ଖୋଲି ଖୋଲି

F-ମୁଇଁ ଜାଣିଛେ ପିଲା ତୁଇ ମୋତେ ରସାବୁ ବୋଲି

ଖାଲି ସୁନ୍ଦରୀ ସୁନ୍ଦରୀ କହି କରି ହଁସାବୁ ବୋଲି

କେତେ ପିଲା ଭାବୁଛନ ମୋତେ ଖାଲି ପଟାମ ବୋଲି

ହେଲେ ତୁଇ ଭାବୁଛୁ ମୋତେ ଖାଲି ଫସାବ ବୋଲି

M-ହାଏ ରେ ମୋର ରାନୀ ଗୋରୀ

ପାଇଝଲବାଲୀ କେତେ ଚାଲୁଛୁ ଅଣ୍ଟା କେ ହଲେଇ

ହାଏ ରେ ମୋରସୁନ୍ଦରୀ ମୋତି କାଜ୍ଜଲ ଵାଲୀ

କେତେ ଦେଖୁଛୁ ଆଖି ଖୋଲି ଖୋଲି

M-ନନୀ ତୋର ମୁଲକି ହସି ପାଗଲ କଲା..

ତତେ ଯିଏ ଦେଖଲା ଗୋରୀ ସିଏ ତ ମଲା

ନନୀ ତୋର ମୁଲକି ହସି ପାଗଲ କଲା..

ତତେ ଯିଏ ଦେଖଲା ଗୋରୀ ସିଏ ତ ମଲା

F-ଭଲ ପାଏମି ତତେ ଖାଲି ନିଜର ଭାବି କରି

ରଖମୀ ତତେ ମୋର ଥାନେ ରଜା ବନେଇ କରି

ଶୁନ ରେ ମୋର ରଜା ହିରୋ ରାନୀ ତୋର ହେଲି

ତୋର ଲାଗି ବାବୁ ହଉଛେ ଭଲି

ହାଏ ରେ ମୋର ରଜା ପିଲା ଦିଲ ମୋର ଦେଲି

ଏବେ ନାଇ ଯିବୁ ମୋତେ ତୁ ଭୁଲି

M-ତୋର ମୁଲ ମୁଲକି ହସି ଦେଖି ରସି ତ ଗଲି

ତୋର ସୁନ୍ଦରୀ ଚେହେରା ଦେଖି ମୁଇଁ ପାଗେଲା ହେଲି

ହାଏ ରେ ମୋର ରାନୀ ଗୋରୀ

ପାଇଝଲବାଲୀ କେତେ ଚାଲୁଛୁ ଅଣ୍ଟା କେ ହଲେଇ

ହାଏ ରେ ମୋରସୁନ୍ଦରୀ ମୋତି କାଜ୍ଜଲ ଵାଲୀ

କେତେ ଦେଖୁଛୁ ଆଖି ଖୋଲି ଖୋଲି

M-ଚାଲୁ ହେଲା ଆମର ପ୍ରେମ କାହାନୀ..

କେତେ ଭଲ ପାଉଛେ ତତେ ତୁଇ ନାଇ ଜାନି

ଚାଲୁ ହେଲା ଆମର ପ୍ରେମ କାହାନୀ..

କେତେ ଭଲ ପାଉଛେ ତତେ ତୁଇ ନାଇ ଜାନି

F-ନାଇ ଛାଡ଼େ ତୋର ହାତକେ କେବେ ରାଗି ରୁସି କରି

ଭୁଲ ହେଲେ କହି ଦେମି ତତେ Sorry ଜାନୁ ବୋଲି

ଶୁନ ରେ ମୋର ରଜା ହିରୋ ରାନୀ ତୋର ହେଲି

ମୋତେ ବୁଲାବୁ ଗାଡି ଠି ଖାଲି

ହାଏ ରେ ମୋର ରଜା ପିଲା ଦିଲ ମୋର ଦେଲି

ତୁଇ ରଖବୁ ଏତ ସମ୍ଭାଲି ସମ୍ଭାଲି

M- କେତେ ଭଲ ପାଏମି ତତେ ମୁଇଁ ଦେଖବୁ ତୁଇ ଖାଲି

ସଭେ ଜାନି ଯିବେ ଦେଖି ତତେ ମୋର ଆୟେ ଵାଲୀ

ହାଏ ରେ ମୋର ରାନୀ ଗୋରୀ

ପାଇଝଲବାଲୀ କେତେ ଚାଲୁଛୁ ଅଣ୍ଟା କେ ହଲେଇ

ହାଏ ରେ ମୋରସୁନ୍ଦରୀ ମୋତି କାଜ୍ଜଲ ଵାଲୀ

କେତେ ଦେଖୁଛୁ ଆଖି ଖୋଲି ଖୋଲି

ହାଏ ରେ ମୋର ରାନୀ ଗୋରୀ

ପାଇଝଲବାଲୀ କେତେ ଚାଲୁଛୁ ଅଣ୍ଟା କେ ହଲେଇ

ହାଏ ରେ ମୋରସୁନ୍ଦରୀ ମୋତି କାଜ୍ଜଲ ଵାଲୀ

କେତେ ଦେଖୁଛୁ ଆଖି ଖୋଲି ଖୋଲି..

IF Any mistake in lyrics Please forgive me

✨THANK YOU✨

✨GOD BLESS YOU

Davantage de Sanju Lovers

Voir toutlogo

Vous Pourriez Aimer