ପୁ ସାଥୀ ଆଜି ମିଳିଗଲା ମୋ ପିଲା ଦିନର
ସ୍ତ୍ରୀ ସାଥୀ ଆଜି ମିଳିଗଲା ମୋ ପିଲା ଦିନର
ପୁ ଏଇ ଆଖି ଆମ ସାକ୍ଷୀ ୨ଥର
ସ୍ତ୍ରୀ ହସର ଲୁହର
ସାଥୀ ଆଜି ମିଳିଗଲା, ମୋ ପିଲା ଦିନର
ପୁ ସାଥୀ ଆଜି ମିଳିଗଲା ମୋ ପିଲା ଦିନର
ସ୍ତ୍ରୀ କିଛି ସପନ ତୋର,କିଛିଟା ଆଶା ମୋର ୨ଥର
ପୁ କିଛି ସପନ ତୋର , କିଛିଟା ଆଶା ମୋର
ସ୍ତ୍ରୀ ଦୁଇଟି ମିଶି ହେଲା, ପ୍ରିତୀ ଭରା ଏ ଘର
ପୁ ସବୁ ଦୁଃଖ ଭୂଲି ଯିବି ୨ଥର
ପାଇ ତୋ ଆଦର
ସ୍ତ୍ରୀ ସାଥୀ ଆଜି ମିଳିଗଲା ମୋ ପିଲା ଦିନର
ପୁ ଉଁ ସାଥୀ ଆଜି ମିଳିଗଲା ମୋ ପିଲା ଦିନର
ପୁ ଏଇ ଆଖି
ସ୍ତ୍ରୀ ଆମ ସାକ୍ଷୀ
ପୁ ଏଇ ଆଖି
ସ୍ତ୍ରୀ ଆମ ସାକ୍ଷୀ
ହସର ଲୁହର
ସାଥୀ ଆଜି ମିଳିଗଲା ମୋ ପିଲା ଦିନର
ପୁ ସାଥୀ ଆଜି ମିଳିଗଲା ମୋ ପିଲା ଦିନର