menu-iconlogo
huatong
huatong
sourav-bharadwaj-ganapati-bapa-moriya-re-sourav-bharadwaj-cover-image

Ganapati Bapa Moriya Re_Sourav Bharadwaj

Sourav Bharadwajhuatong
🫧𓆩💙𝐌𝐀𝐃𝐇𝐀𝐕⍣⃟🦋💙𓆪🫧huatong
Paroles
Enregistrements
ଗଣପତି ବାପ୍ପା ମୋରୀୟା

00:19 ବୁଦ୍ଧିଦାତା ବକ୍ରତୁଣ୍ଡ ଏକଦନ୍ତ ହସ୍ତୀମୁଣ୍ଡ

ସିଦ୍ଧିବିନାୟକ ପ୍ରଭୁ ମୂଷିକବହାନ ତୁମ୍ଭ

ବୁଦ୍ଧିଦାତା ବକ୍ରତୁଣ୍ଡ ଏକଦନ୍ତ ହସ୍ତୀମୁଣ୍ଡ

ସିଦ୍ଧିବିନାୟକ ପ୍ରଭୁ ମୂଷିକବହାନ ତୁମ୍ଭ

ଜୟ ଜୟ ଜୟ ଗଣପତି ବାପ୍ପା ହେ ମୋରୀୟା ରେ ବାପ୍ପା ମୋରୀୟା ରେ

ଜୟ ଜୟ ଜୟ ଗଣପତି ବାପ୍ପା ହେ ମୋରୀୟା ରେ ବାପ୍ପା ମୋରୀୟା ରେ

ଜୟ ଜୟ ଜୟ ଗଣପତି ବାପ୍ପା ହେ ମୋରୀୟା ରେ ବାପ୍ପା ମୋରୀୟା ରେ ହେ..

01:29 ତୁମ ମସ୍ତକେ ସିନ୍ଦୁର ଚନ୍ଦନ

ଗୌରୀ ମାଙ୍କ ତୁମେ ନନ୍ଦନ

ବିଘ୍ନବିନାଶକ ଲମ୍ବୋଦର ପ୍ରଭୁ

ଦେବ ଦେବଙ୍କର ସ୍ପନ୍ଦନ

ତୁମ ମସ୍ତକେ ସିନ୍ଦୁର ଚନ୍ଦନ

ଗୌରୀ ମାଙ୍କ ତୁମେ ନନ୍ଦନ

ବିଘ୍ନବିନାଶକ ଲମ୍ବୋଦର ପ୍ରଭୁ

ଦେବ ଦେବଙ୍କର ସ୍ପନ୍ଦନ

ଦେବ ସଙ୍ଗେ କଲ ଯୁଦ୍ଧ

କଳିଙ୍ଗାସୁର ର ବଦ୍ଧ

ଜ୍ଞାନଦାତା ତୁମେ ପ୍ରଭୁ

ମୁଖେ ତୁମ ଚତୁର୍ବେଦ

ଜୟ ଜୟ ଜୟ ଗଣପତି ବାପ୍ପା ହେ ମୋରୀୟା ରେ ବାପ୍ପା ମୋରୀୟା ରେ

ଜୟ ଜୟ ଜୟ ଗଣପତି ବାପ୍ପା ହେ ମୋରୀୟା ରେ ବାପ୍ପା ମୋରୀୟା ରେ

ଜୟ ଜୟ ଜୟ ଗଣପତି ବାପ୍ପା ହେ ମୋରୀୟା ରେ ବାପ୍ପା ମୋରୀୟା ରେ ହେ..

02:54 ବିଘ୍ନରାଜ ବିଘ୍ନହରଣ

ମଙ୍ଗଳ ମୂରତି କରଣ

ଅଗ୍ରପୁଜ୍ୟ ତୁମେ ଗଣନାଥ ପ୍ରଭୁ

ଶୁଭ ଲାଭ ତୁମ ତୋରଣ

ବିଘ୍ନରାଜ ବିଘ୍ନହରଣ

ମଙ୍ଗଳ ମୂରତି କରଣ

ଅଗ୍ରପୁଜ୍ୟ ତୁମେ ଗଣନାଥ ପ୍ରଭୁ

ଶୁଭ ଲାଭ ତୁମ ତୋରଣ

ବୁଦ୍ଧିଦାତା ବକ୍ରତୁଣ୍ଡ ଏକଦନ୍ତ ହସ୍ତୀମୁଣ୍ଡ

ସିଦ୍ଧିବିନାୟକ ପ୍ରଭୁ ମୂଷିକବହାନ ତୁମ୍ଭ

ଜୟ ଜୟ ଜୟ ଗଣପତି ବାପ୍ପା ହେ ମୋରୀୟା ରେ ବାପ୍ପା ମୋରୀୟା ରେ

ଜୟ ଜୟ ଜୟ ଗଣପତି ବାପ୍ପା ହେ ମୋରୀୟା ରେ ବାପ୍ପା ମୋରୀୟା ରେ

ଜୟ ଜୟ ଜୟ ଗଣପତି ବାପ୍ପା ହେ ମୋରୀୟା ରେ ବାପ୍ପା ମୋରୀୟା ରେ

ଜୟ ଜୟ ଜୟ ଗଣପତି ବାପ୍ପା ହେ ମୋରୀୟା ରେ ବାପ୍ପା ମୋରୀୟା ରେ ହେ..

Davantage de Sourav Bharadwaj

Voir toutlogo