menu-iconlogo
huatong
huatong
avatar

Mun Tate Bhala Paye

Swayam padhi/Antara Chakrabortyhuatong
mbrehamhuatong
Paroles
Enregistrements
ଏ ଆକାଶର ଜହ୍ନ କାଇଁ ମୋଡିଯାଏ

ତତେ ଥରେ ଯେବେ ହଁ ଦେଖିଦିଏ

ତୋ ପାଦର ପାଉଁଜି କାଇଁ ମିଠା ଗୀତ ଗାଏ?

ନିତି ଶୁଣିବାକୁ ମତେ ଇଛାହୁଏ

ରଖିଛି ମୁଁ ସାଇତି ତତେ ଯେମିତି

ହଜାରେ ଭିଡ଼ରୁ ତୋ ପରେ ମୁଁ ଯେମିତି

ହାଏରେ ହାଏ-ହାଏ (ହାଏରେ ହାଏ-ହାଏ)

ତତେ ମୁଁ ଭଲପାଏ (ତତେ ମୁଁ ଭଲପାଏ)

ତୋ ପାଇଁ ହୃଦୟେ କିଛି-କିଛି ହୁଏ

ହାଏରେ ହାଏ-ହାଏ (ହାଏରେ ହାଏ-ହାଏ)

ତତେ ମୁଁ ଭଲପାଏ (ତତେ ମୁଁ ଭଲପାଏ)

ତୋ ପରି ରୂପସୀ ମୁଁ ଦେଖିନି ମୁଁ ହାଏ

ମେଘ ସାଥେ ତ ଯେମିତି ବିଜୁଳି ଚମକେ

ତୁ ଆସିଗଲେ ମୋ ଭାଗ୍ୟ ଚମକେ

ହୋ, କଥା ତୋ କାଇଁ ଭାବିଲେ ସମୟ ଅଟକେ?

ତୁ ଚାଲୁଥିଲେ ବାଟ ସାରା ମହକେ

କରୁ ଏତେ ବାହାନା କାଇଁ କାରଣ ଜାଣେନା

ଗୋଟିଏ ମୁହୂର୍ତ୍ତ ବି ତୋ ଦୂରତା ଚାହେଁନା

ହଁ, ହାଏରେ ହାଏ-ହାଏ (ହାଏରେ ହାଏ-ହାଏ)

ତତେ ମୁଁ ଭଲପାଏ (ତତେ ମୁଁ ଭଲପାଏ)

ତୋ ପାଇଁ ହୃଦୟେ କିଛି-କିଛି ହୁଏ

ହାଏରେ ହାଏ-ହାଏ (ହାଏରେ ହାଏ-ହାଏ)

ତତେ ମୁଁ ଭଲପାଏ (ତତେ ମୁଁ ଭଲପାଏ)

ତୋ ପରି ରୂପସୀ ମୁଁ ଦେଖିନି ମୁଁ ହାଏ

ହଁ, ଯେବେଠୁ ତୋ ପାଖରେ ସାଜିଲି ପ୍ରେମିକ

ମୋ ଦିନ, ରାତି ଲାଗେନାହିଁ ଫରକ

ହା, ଅଜବ ସେ ଛୁଆଁରେ ଥିଲା କି କୁହୁକ

ଏ ମନ ମୋର ହେଇଥିଲା ଅବାକ

ମୋର ଏଇ ନିଃଶ୍ୱାସ ନିତି ଖୋଜେ ତୋ ପରଶ

ତୋ ପାଖେ ମୋର ସବୁ ହେଇଯାଏ ଶେଷ

ହାଏରେ ହାଏ-ହାଏ (ହାଏରେ ହାଏ-ହାଏ)

ତତେ ମୁଁ ଭଲପାଏ (ତତେ ମୁଁ ଭଲପାଏ)

ତୋ ପରି ରୂପସୀ ମୁଁ ଦେଖିନି ମୁଁ ହାଏ

ହାଏରେ ହାଏ-ହାଏ (ହାଏରେ ହାଏ-ହାଏ)

ତତେ ମୁଁ ଭଲପାଏ (ତତେ ମୁଁ ଭଲପାଏ)

ତୋ ପାଇଁ ହୃଦୟେ କିଛି ମୋ ହୁଏ

Davantage de Swayam padhi/Antara Chakraborty

Voir toutlogo