menu-iconlogo
huatong
huatong
avatar

O Re Mehruban - From "Mal Mahu Jiban Mati"

Abhijit Majumdar/Swayam padhi/Sohini Mishrahuatong
sljarvis381huatong
Lirik
Rekaman
ହୁଁ-ହୁଁ-ହୁଁ

ହୁଁ-ହୁଁ-ହୁଁ

ହୁଁ-ହୁଁ-ହୁଁ

ହୁଁ-ହୁଁ-ହୁଁ

ଏ ଆଖି ସାରା ତୋ ଚେହେରା

ତୋ ରୂପ ମେଘ ପୁଆରା

ତୁ ମୋ मंजिल, ତୁ किनारा

ଓ ରେ मेहरबान

ଏ ଆଖି ସାରା ତୋ ଚେହେରା

ତୋ ରୂପ ମେଘ ପୁଆରା

ତୁ ମୋ मंजिल, ତୁ किनारा

ଓ ରେ मेहरबान

ତୋ ନାଆ ରେ ନିଦ ହୁଏ

ତୋ ନାଆ ରେ ରାତି ପାହେ

ତୋ ପ୍ରେମର ଛିଟା ମୋ ମନ ସାରା-ଆ-ଆ

ମତେ ମାରିଦେଲା ତୋ ଇଶାରା

ମହୁ ଝରେ ବାଟ ସାରା

ତୁ ମୋ मंजिल, ତୁ किनारा

ମୁଁ ତୋ मेहरबान

ଓ ରେ मेहरबान

ହଁ, ହାଏ ତୋର ନିରୀହ ଚାହାଣି

ତୋର ସେଇ ମିଠା ଚଗଲାମି

ଶିଖେଇଲା ମତେ ଆଜି ପ୍ରେମ ପାଗଳାମି

ହୁଁ, ଧୀରେ-ଧୀରେ ତୋ ପାଗଳ ମନ

ଚୋରି କଲା ମୋର ଏ ସ୍ପନ୍ଦନ

ସୁନେହେରା କରିଦେଲା ମୋର ରାତିଦିନ

ଧିମା-ଧିମା धड़कन ଥିଲା

ତତେ ପାଇ ବଢ଼ିଗଲା

ଗାଏ ପ୍ରେମ ର ପୁରବୀ ରାତି ସାରା-ହା-ହା

ଏଇ ଜୀବନ ଥିଲା ଅଧୁରା

ତୁ ମୋ ଦିନ ତୁ ନିଆରା

ତୁ ମୋ मंजिल, ତୁ किनारा

ମୁଁ ତୋ मेहरबान

ହୁଁ, ଓ ରେ मेहरबान

ହୁଁ-ହୁଁ-ହୁଁ

ହୁଁ-ହୁଁ-ହୁଁ

ହୁଁ-ହୁଁ-ହୁଁ

ଯେଉଁ କଥା ସପନରେ ଆସି

କହୁଥିଲୁ ଏଇ ମନେ-ମନେ

ସେଇ କଥା କହିବୁନି ଆଉ କାହା କାନେ

ହଁ, ତୋ ବିନା ଆଉ ଏ ଜୀବନେ

କାହା କଥା ପାରିବିନି ଭାବି

ତୋ ହୃଦୟ ମୋ ପାଇଁ କି ପ୍ରେମ ର ପୃଥିବୀ

ମନ କର ପରଦା ରେ

ତତେ ଆଙ୍କିଦେଲା ପରେ

ଏ ମନ ମୋ ଲାଗୁଛି ଭରା-ଭରା

ଥିଲି ମୁଁ बंजारा, ମୁଁ आवारा

ପାଇଗଲି ତୋ ସାହାରା

ତୁ ମୋ मंजिल, ତୁ किनारा

ଓ ରେ मेहरबान

ମୁଁ ତୋ मेहरबान

ହୁଁ, ଓ ରେ मेहरबान

ହୁଁ, ମୁଁ ତୋ मेहरबान

Selengkapnya dari Abhijit Majumdar/Swayam padhi/Sohini Mishra

Lihat semualogo

Kamu Mungkin Menyukai