menu-iconlogo
huatong
huatong
Lirik
Rekaman
ପୁଅ- ଯେତେ ଦେଖିଲେ ଆଖି ମାନୁନି।

କହୁଚି ଦେ.. ଖିବ ତତେ।

ଗୋଟେ ଦେଖାରେ ତୋ ପାଖରେ।

ସେ ହଜିଯାଏ କାଇଁ ଏତେ...।

ଝିଅ- ହୁଁ......ଲୁଚି ଲୁଚିକି ଆଉ କେତେରେ।

ମୁଁ ଦେଖା କରୁଥିବି ତତେ।

କେବେ ଦୋବୁରେ ପ୍ରେମ ମଞ୍ଜୁରୀ।

ମୁଁ ଅପେକ୍ଷା କରିଚି ସତେ।

ପୁଅ- ସବୁ ବାଟ ମୋ....ର ଶିକୁଳି ପଡିଚି।

ତୋ ଘର ବାଟଟା ବୋଧେ ଖୋଲ ଅଛି।

କେବେ ଆସିବୁ ପାଖେ ବସିବି।

କହିବୁ ଭଲ ପାଉତୁ।

ଆଖି ପଲକେ ମୋ ତୁ!

ତତେ ଭଲ ପାଏ ମୁଁ!

ଝିଅ- ଆଖି ପଲକେ ମୋ ତୁ!

ତତେ ଭଲ ପାଏ ମୁଁ!

ପୁଅ- ଯେବେ ମୋ ଗାଁ ବାଟେ.....।

ଚାଲିଯାଉ ଖାଲି ତୁ......।

ତୋ ରୂପ ରଙ୍ଗକୁ......।

ଦେଖୁଥାଏ ଖାଲି ମୁଁ।

ଝିଅ- ପ୍ରେମର ଅତର ଟା...।

ଜେବେଠାରୁ ଲାଗିଚି.....।

ଶେବେଠୁ ମୁଁ ଖାଲି ତୋ...ର ବାସୁଚି।

ପୁଅ- କହିବୁ କହୁଚୁ ହେଲେ କହୁ ନାହୁଁ।

ସତରେ ତୁ କଣ ମତେ ଖାଲି ଚାହୁଁ।

ସହି ପାରୁନି ରହି ପାରୁନି।

କାଇଁ ଏତେ ତରସଉ ତୁ।

ଆଖି ପଲକେ ମୋ ତୁ!

ତତେ ଭଲ ପାଏ ମୁଁ!

ଝିଅ- ଆଖି ପଲକେ ମୋ ତୁ!

ତତେ ଭଲ ପାଏ ମୁଁ!

ଝିଅ- ଗାରେ ଗାମା ଗା ଗାରେ ଗାମା ଗା ଗାରେ ସାନି ପାମା ପାଧା ମା ପାମା ପାଧା ମା ମାଗା ମାପା ଗା ନିଧା।

ନା ନା ନା ନା ନା ନା ନା।

ନା ନା ନା ନା ନା ନା ନା।

ନା ନା ନା ନା ନା ନା ନା।

ନା ନା ନା ନା ନା ନା ନା।

ଝିଅ- ତୋ ପାଖରୁ ଆରମ୍ଭ।

ମୋ ଖୁସିର ମୁହାଣ।

ସୁଝି ମୁଁ ପାରିବିନି ତୋ ପ୍ରେମର ଋଣ।

ପୁଅ- ହୁଁ.ତୋ ପ୍ରେମ କହଣୀ।

ଯେବେ ଆସେ ବାଟ କାଟି।

ଲାଗେ ମୋ ପ୍ରେମକୁ ନବସେ ସାଉଁଟି।

ଝିଅ- କାହିଁକି ଭାବୁଚୁ ଏତେ ସବୁ କଥା।

ମୁଁ ଖାଲି ତୋ....ର ଏତିକି ଯାଣିଥା।

ଯିଏ ଯାହା କହୁ ଥାଉ ପଛେ।

ତତେ ଖାଲି ଚାହେଁ ମୁଁ।

ଆଖି ପଲକେ ମୋ ତୁ!

ତତେ ଭଲ ପାଏ ମୁଁ!

ପୁଅ- ହୁଁ...ଆଖି ପଲକେ ମୋ ତୁ!

ତତେ ଭଲ ପାଏ ମୁଁ!

Selengkapnya dari Arpita Choudhury/Humane sagar/Sambit Kumar Mohanty

Lihat semualogo