menu-iconlogo
huatong
huatong
babul-supriyoprem-anand-anamika-nayika-cover-image

Anamika Nayika

Babul Supriyo/Prem Anandhuatong
sangre1020huatong
Lirik
Rekaman
ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା

ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା

ଚୁନା ଚୁନା ସପନରେ ଅନାବନା ଭାବନା ରେ

ଚୁନା ଚୁନା ସପନରେ ଅନାବନା ଭାବନା ରେ

ନିତି ଆସି ବଜାଏ ସେ ପାଦର ପାଉଁଜି ଆଉ

କାନର ଝୁମୁକା, କାନର ଝୁମୁକା

କାନର ଝୁମୁକା ଆଉ କାନର ଝୁମୁକା

ହୋ

ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା

ଦେଖା ହୁଏ ସିନା ଭିତରେ ମୋଡ଼ରେ ।

ଏକା ଦେଖା ହୁଏ ନାହିଁ

ମନ କଥା ସବୁ ଆଖିରେ ଆଖିରେ

ତାକୁ କହିପାରେ ନାହିଁ

ହୋ ଦେଖା ହୁଏ ସିନା ଭିତରେ ମୋଡ଼ରେ

ଏକା ଦେଖା ହୁଏ ନାହିଁ

ମନ କଥା ସବୁ ଆଖିରେ ଆଖିରେ

ତାକୁ କହିପାରେ ନାହିଁ ।

ଅଧା ଅଧା କାହାଣୀରେ

ଚୋରା ଚୋରା ଚାହାଣୀରେ

ଅଧା ଅଧା କାହାଣୀରେ

ଚୋରା ଚୋରା ଚାହାଣୀରେ

ଏତିକି ମୁଁ ଜାଣେ ଖାଲି ତା ହସ ମୁକୁତା ଆଉ

ତା ଆଖି ଶାମୁକା , ତା ଆଖି ଶାମୁକା ।

ତା ହସ ମୁକୁତା ଆଉ ତା ଆଖି ଶାମୁକା

(Chorus)

ହୋ ଓ ଓ

ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା

ଦିନ ପରେ ରାତି ବିତୁଛି ଏମିତି

ପାରେ ନାହିଁ ତାକୁ ଛୁଇଁ

ଏ ଯାଏ ମୋ ପ୍ରେମ ଫୁଲତ ହେଇନି

ରହିଛି ସେ କଢି ହୋଇ

ହୋ ଦିନ ପରେ ରାତି ବିତୁଛି ଏମିତି

ପାରେ ନାହିଁ ତାକୁ ଛୁଇଁ

ଏ ଯାଏ ମୋ ପ୍ରେମ ଫୁଲତ ହେଇନି

ରହିଛି ସେ କଢି ହୋଇ

ଥରେ ଥରେ ନିରୋଳା ରେ

ବେଳେ ବେଳେ ନୀରବରେ

ଥରେ ଥରେ ନିରୋଳା ରେ

ବେଳେ ବେଳେ ନୀରବରେ

ଭାବୁଛି ମୁଁ ସିଏ ମୋର ମନର ମାନସୀ ଆଉ

ମାନିନୀ ମୋନିକା, ମାନିନୀ ମୋନିକା ।

ମାନିନୀ ମୋନିକା ଆଉ ମାନିନୀ ମୋନିକା

ହୋ ଓ ଓ

ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା

ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା

ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା

Selengkapnya dari Babul Supriyo/Prem Anand

Lihat semualogo