menu-iconlogo
huatong
huatong
bhajan-mo-kala-chanda-re-cover-image

Mo Kala Chanda Re

Bhajanhuatong
PRASANT-HAL-ODISHAhuatong
Lirik
Rekaman
ମୋ କଳା ଚାନ୍ଦରେ..ଧନ୍ୟ ତୋ ଛନ୍ଦରେ

କି ଗୁଣି କରିଛୁ ଧନ ହେଲି ମୁଁ ଅନ୍ଧରେ

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ

କି ଗୁଣି କରିଛୁ ଧନ ହେଲି ମୁଁ ଅନ୍ଧରେ

ତୁ ମନେ ପଡ଼ିଗଲେ ଘର ମହକୁଛି

ଚନ୍ଦନ କର୍ପୁର ଗନ୍ଧରେ..

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ

କି ଗୁଣି କରିଛୁ ଧନ ହେଲି ମୁଁ ଅନ୍ଧରେ--୨

ଅନ୍ଧର ଲଉଡ଼ି ଆରେ ଆସାବାଡ଼ି

ତୋ ବିନା ବାଟ ଅନ୍ଧାର

ତୋ ହାତ ଧରି ବାଟ ଚାଲୁଥିଲେ

ମୋର ବା କାହାକୁ ଡର

ଅନ୍ଧର ଲଉଡ଼ି ଆରେ ଆସାବାଡ଼ି

ତୋ ବିନା ବାଟ ଅନ୍ଧାର

ତୋ ହାତ ଧରି ବାଟ ଚାଲୁଥିଲେ

ମୋର ବା କାହାକୁ ଡର

ତୁ ଥା ଯେତେ ଦୂରେ ଲୋଡ଼ୁଥିବି ତୋତେ

ଭଲରେ ହଉବା ମନ୍ଦରେ..

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ

କି ଗୁଣି କରିଛୁ ଧନ ହେଲି ମୁଁ ଅନ୍ଧରେ--୨

ପାଦ ଖସିଗଲେ ପ୍ରାଣ ଚାଲିଯାଏ

ମଣିଷ ଜୀବନ ଏଇ

ବାଙ୍କ ଚାହାଣୀରେ ଚାହିଁଥାରେ ଧନ

ମରିବି ତୋ ମୁହଁ ଚାହିଁ

ପାଦ ଖସିଗଲେ ପ୍ରାଣ ଚାଲିଯାଏ

ମଣିଷ ଜୀବନ ଏଇ

ବାଙ୍କ ଚାହାଣୀରେ ଚାହିଁଥାରେ ଧନ

ମରିବି ତୋ ମୁହଁ ଚାହିଁ

ତୁ ଆର ଜନମରେ ହବୁକି ମୋ ପୁଅ

ମଶାଣି ଜିବି ତୋ କାନ୍ଧରେ..

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ

କି ଗୁଣି କରିଛୁ ଧନ ହେଲି ମୁଁ ଅନ୍ଧରେ

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ

କି ଗୁଣି କରିଛୁ ଧନ ହେଲି ମୁଁ ଅନ୍ଧରେ

ତୁ ମନେ ପଡ଼ିଗଲେ ଘର ମହକୁଛି

ଚନ୍ଦନ କର୍ପୁର ଗନ୍ଧରେ..

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ

କି ଗୁଣି କରିଛୁ ଧନ ହେଲି ମୁଁ ଅନ୍ଧରେ--୩

Selengkapnya dari Bhajan

Lihat semualogo