menu-iconlogo
huatong
huatong
avatar

Mana Parare Srikhetre Jibu Udi Udi

Bhikari Balhuatong
sendanelhuatong
Lirik
Rekaman

ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡିଉଡି

ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡିଉଡିକି

ପାରା ଶ୍ରୀକ୍ଷେତ୍ରେ ଯିବୁ ଉଡିଉଡି

ଏଠି ଘୁମୁରିଲେ କି ଲାଭ ପାଇବୁରେ

ଏଠି ଘୁମୁରିଲେ କି ଲାଭ ପାଇବୁ

ଗଲାଣି ତୋ ପର ଝଡି ମନ ପାରାରେ

ଶ୍ରୀକ୍ଷେତ୍ରେ ଯିବୁ ଉଡିଉଡି

ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡିଉଡି

My Channel : Soulful Aryan

Please Subscribe

You can get this type of

Odia in my songbook

ମନୁଆ କାଳିଆ ମନ ମାରିଦେଇ

ମନୁଆ କାଳିଆ ମନ ମାରିଦେଇ

ମଉନେ ବସିଛି ସେଠି

ମନ କଥା ତୁହି କହିବୁ ବୁଝେଇ

ମନ କଥା ତୁହି କହିବୁ ବୁଝେଇ

ମନ ରଖିଥିବୁ ତା'ଠି ରେ

ମନ ରଖିଥିବୁ ତା'ଠି

ତୋହ ପ୍ରତି ଯେବେ ହେବେ ନିରିଦୟରେ

ତୋହ ପ୍ରତି ଯେବେ ହେବେ ନିରିଦୟ

ନଯିବୁ ସେ ଠାବ ଛାଡି ମନ ପାରାରେ

ଶ୍ରୀକ୍ଷେତ୍ରେ ଯିବୁ ଉଡିଉଡି

ତୁ ଯିବୁ ଉଡିଉଡ଼ଡିକି ପାରା

ଶ୍ରୀକ୍ଷେତ୍ରେ ଯିବୁ ଉଡିଉଡି

If you like this , Hit like

ନରେନ୍ଦ୍ରେ ସ୍ନାହାନ କରିବୁରେ ପାରା

ନରେନ୍ଦ୍ରେ ସ୍ନାହାନ କରିବୁରେ ପାରା

ସମୁଦ୍ରରେ ଦେବୁ ବୁଡ

ଆନନ୍ଦ ବାଜରେ ବୁଲିଣ ମଜାରେ

ଆନନ୍ଦ ବାଜରେ ବୁଲିଣ ମଜାରେ

ଖାଉଥିବୁ ବେତ ମାଡରେ

ଖାଉଥିବୁ ବେତ ମାଡ

ଶ୍ରୀ ମହାପ୍ରସାଦ ସାଉଁଟି ଖାଇବୁରେ

ଶ୍ରୀ ମହାପ୍ରସାଦ ସାଉଁଟି ଖାଇବୁ

ଭକ୍ତ ମୁଖୁଥିବ ପଡି ମନ ପାରାରେ

ଶ୍ରୀକ୍ଷେତ୍ରେ ଯିବୁ ଉଡିଉଡି

ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡିଉଡି

If you like this , Hit like

ତୋତେ ସେହି ଯେବେ କଥା ନକହିବେ

ତୋତେ ସେହି ଯେବେ କଥା ନକହିବେ

ମୋର ବୋଲ ତୁ କରିବୁ

ବଡ ଦେଉଳର ମୁଖଶାଳା ପରେ

ବଡ ଦେଉଳର ମୁଖଶାଳା ପରେ

ମଉନେ ଘୁମୁରୁଥିବୁରେ

ମଉନେ ଘୁମୁରୁଥିବୁ

ଜୀବ ଯିବା ବେଳେ ବାଇଶି ପାହାଚେରେ

ଜୀବ ଯିବା ବେଳେ ବାଇଶି ପାହାଚେ

ଦେଣା ଯୋଡି ଯିବୁ ଗଡି ମନ ପାରାରେ

ଶ୍ରୀକ୍ଷେତ୍ରେ ଯିବୁ ଉଡିଉଡିଉଡି ଯିବୁ

ଉଡିଉଡିକି ପାରା

ଶ୍ରୀକ୍ଷେତ୍ରେ ଯିବୁ ଉଡିଉଡି

If you like this , Hit like

ଏ ମାୟା ସଂସାର କେହି ନୁହେଁ କା'ର

ଏ ମାୟା ସଂସାର କେହି ନୁହେଁ କା'ର

ମନରେ...

ଏ ମାୟା ସଂସାର କେହି ନୁହେଁ କା'ର

ମିଛେ ହୁଆନାରେ ବାଇ

ଲୀଳା ଯାତ୍ରା ଦେଖି ବାଇଶି ପାହାଚେ

ଲୀଳା ଯାତ୍ରା ଦେଖି ବାଇଶି ପାହାଚେ

ମରିବା ଭାଗ୍ୟ ଅଟଇରେ

ମରିବା ଭାଗ୍ୟ ଅଟଇ

ତୋ ମଡା କାଢୀରେ ଶ୍ରୀବିଷ୍ଣୁ ଭକତେରେ

ତୋ ମଡା କାଢୀରେ ଶ୍ରୀବିଷ୍ଣୁ ଭକତେ

ଏ ସୁଯୋଗ ନ ଦେ ଛାଡି ମନ ପାରାରେ

ଶ୍ରୀକ୍ଷେତ୍ରେ ଯିବୁ ଉଡିଉଡି

ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡିଉଡି

ଏଠି ଘୁମୁରିଲେ କି ଲାଭ ପାଇବୁରେ

ଏଠି ଘୁମୁରିଲେ କି ଲାଭ ପାଇବୁ

ଗଲାଣି ତୋ ପର ଝଡି ମନ ପାରାରେ

ଶ୍ରୀକ୍ଷେତ୍ରେ ଯିବୁ ଉଡିଉଡି

ତୁ ଯିବୁ ଉଡିଉଡ଼ଡିକି ପାରା

ଶ୍ରୀକ୍ଷେତ୍ରେ ଯିବୁ ଉଡିଉଡି

ମନ ପାରା...ରେ

ଶ୍ରୀକ୍ଷେତ୍ରେ ଯିବୁ ଉଡିଉଡି

ତୁ ଯିବୁ ଉଡିଉଡି

ତୁ ଯିବୁ ଉଡିଉଡି

ତୁ ଯିବୁ ଉଡିଉଡି ଉଡି ଉଡି

Please Subscribe My Channel

Soulful Aryan

If you like my , Hit like

Selengkapnya dari Bhikari Bal

Lihat semualogo

Kamu Mungkin Menyukai