ନଜାରେ ନଜା ଗୋରୀ ବାଲିଯାତରା ଦେଖି
ତୋ ଗୋରା ଦେହେ ଯିବ କାଳେ ନଜର ଲାଖି
ନଜାରେ ନଜା ଗୋରୀ ବାଲିଯାତରା ଦେଖି
ତୋ ଗୋରା ଦେହେ ଯିବ କାଳେ ନଜର ଲାଖି
ତୋ ଗୋରା ଦେହେ ଯିବ କାଳେ ନଜର ଲାଖି
My Channel : Soulful Aryan
Please Subscribe
You can get this type of
Odia in my songbook
ଭଳି ଭଳି ରୋଷଣୀ ଦେଖି ମନ ଯିବ ତୋ ଭଳି
ରଙ୍ଗ ରଙ୍ଗ ଚୁଡ଼ିଦୋକାନେ ନଯିବୁ ଆରେ ଗୋରୀ
ଆରେ ଚୁଡ଼ିବାଲା ବଡ ସରାଗେ ହାତକୁ ନେବ ଧରି
ବୁଲୁଥିବେ ଭଅଁର ଦଳ ବଜାର ଘୁରି ଘୁରି
ମଥା ପୋତି ଆଲୁଅ ଦେଖି ଚାଲିବୁ ଥିରି ଥିରି
ହସିବୁନି ଯୋଡି ତାଙ୍କ ଆଖିରେ ଆଖି
ତୋ ଗୋରା ଦେହେ ଯିବ କାଳେ ନଜର ଲାଖି
ତୋ ଗୋରା ଦେହେ ଯିବ କାଳେ ନଜର ଲାଖି
ନଜାରେ ନଜା ଗୋରୀ ବାଲିଯାତରା ଦେଖି
ତୋ ଗୋରା ଦେହେ ଯିବ କାଳେ ନଜର ଲାଖି
ତୋ ଗୋରା ଦେହେ ଯିବ କାଳେ ନଜର ଲାଖି
If you like this , Hit like
ସାଜିବୁନି ବେଣୀରେ ତୋର ମଲ୍ଲୀ ଫୁଲକୁ ଖୋସି
ଘୁରିବୁନି ଚକା ଭଉଁରୀ ଘୋଡା ଉପରେ ବସି
ଆରେ ଘିରି ଘିରି ବୁଲିବୁ ଯେବେ ଓଢଣା ଯିବ ଖସି
ଦେଖୁଥିବେ ଦେଖଣାହାରୀ ମୁରୁକି ହସ ହସି
ଆଉ ଯେତେ ବାଳୁଙ୍ଗା ଥିବେ ଜିଅନ୍ତା ଯିବେ ଶୋଷି
ସରିଯିବ ତୋର ଲାଜ ସରମ ସଖୀ
ତୋ ଗୋରା ଦେହେ ଯିବ ପୁଣି ନଜର ଲାଖି
ତୋ ଗୋରା ଦେହେ ଯିବ ପୁଣି ନଜର ଲାଖି
ନଜାରେ ନଜା ଗୋରୀ ବାଲିଯାତରା ଦେଖି
ତୋ ଗୋରା ଦେହେ ଯିବ କାଳେ ନଜର ଲାଖି
ନଜାରେ ନଜା ଗୋରୀ ବାଲିଯାତରା ଦେଖି
ତୋ ଗୋରା ଦେହେ ଯିବ କାଳେ ନଜର ଲାଖି
ତୋ ଗୋରା ଦେହେ ଯିବ କାଳେ ନଜର ଲାଖି
ତୋ ଗୋରା ଦେହେ ଯିବ କାଳେ ନଜର ଲାଖି
ତୋ ଗୋରା ଦେହେ ଯିବ କାଳେ ନଜର ଲାଖି
ତୋ ଗୋରା ଦେହେ ଯିବ କାଳେ ନଜର ଲାଖି
Please Subscribe My Channel
Soulful Aryan
If you like my , Hit like