menu-iconlogo
huatong
huatong
avatar

Pardesia Raja

Humane sagar/Asima Pandahuatong
🎧🇷​🇾​✳️🇦​🇳​🎧huatong
Lirik
Rekaman
F-ରସ୍ୟା ତୋର୍ ରସେଇ କରି, ମନଲ ଦିୱାନୀ

ମନ୍-କେ ଚୋରେଇ କରି ଲଗଲା ମୋହନୀ

ହମ୍ମ...ରସ୍ୟା ତୋର୍ ରସେଇ କରି, ମନଲ ଦିୱାନୀ

ମନ୍-କେ ଚୋରେଇ କରି ଲଗଲା ମୋହନୀ

ମୋତେ ସେ ଛିଟେଇ ଦେଲା, ପୀରତିର୍ ପାନି..

କେବେ ଦିଲ୍ ନେଇଗଲା ନାହିଁ ହେଲା ଜାନି

M-ଛନକ୍ ଛନକ୍ ବାଜେ ତାର୍ ଗୋଡର୍ ପାୟଲ

ତାର ପତଲି ଅଣ୍ଟା ହାଏ ରେ ମୋତେ କଲା ପାଗଲ

ଛନକ୍ ଛନକ୍ ବାଜେ ତାର୍ ଗୋଡର୍ ପାୟଲ

ତାର ପତଲି ଅଣ୍ଟା ହାଏ ରେ ମୋତେ କଲା ପାଗଲ

ଆଖି ଆଖିରେ କହେସି କଥା ମୋର୍ ସଜନୀ

F-ମୋର୍ ପରଦେଶୀଆ ରାଜା, ହଁ ବହେ ବେଇମାନୀ

ମୋର ସପନେ ଆସି କରି, ଖେଳେ ଲୁକ୍ ଲୁକାନୀ

M-ମୋର୍ ସାଉଁଲି ସେଲୋନୀ, ହାଏ ଫୁଲେଇ ଗୁମାନି

ମୋତେ ଭଲ୍ ପାଇସି କେତେ, ମୋର ଗେଲେହୀ ରାଣୀ

M-ଚେହେରା ନିରାଲି.. ଲାଗେ ଚୁଲବୁଲି

ହଲେ ହଲେ, ମୁଇଁ ତାର୍, ଦିୱାନା ହେଲି

F-ହାଁ.. ଛନ୍ କେ ପାୟଲ୍, ଖନ୍ କେ ଚୁଡ଼ି

ହାଏ ତୋର୍, ନାଁଥି, ମନ୍ ଯାଏ ଉଡି

M-ଟୁକୁର୍- ଟୁକୁର୍ ଇସାରା ତୋର୍ ମୋତେ ସତାସି

ପଦମ୍ ନେଖେ ହସି ତୋର୍ ମୋତେ ହେତାଶି

ଟୁକୁର୍- ଟୁକୁର୍ ଇସାରା ତୋର୍ ମୋତେ ସତାସି

ପଦମ୍ ନେଖେ ହସି ତୋର୍ ମୋତେ ହେତାଶି

ଏଇ ଦିଲ୍ ଚାହେସି ତୋର୍ ଗାଁଲେ ଘର୍ ବନାମୀ

ମୋର୍ ସାଉଁଲି ସେଲୋନୀ, ହାଏ ଫୁଲେଇ ଗୁମାନି

ମୋତେ ଭଲ୍ ପାଇସି କେତେ, ମୋର ଗେଲେହୀ ରାଣୀ

F- ମୋର୍ ପରଦେଶୀଆ ରାଜା, ହଁ ବହେ ବେଇମାନୀ

ମୋର ସପନେ ଆସି କରି, ଖେଳେ ଲୁକ୍ ଲୁକାନୀ

F-ପହିଲା ଯେବେ, ତତେ ଦେଖିଥିଲି

ସେଇଦିନୁ, ମୁଇ ତାର୍, ବନି ଯାଇଥିଲି..

M-ହୋ.. କଜଲି କଜଲି, ନଶେଲି ଆଖି

ଇଶାରା, କରି ତୋ, ନଉଛେ ଡାକି

F-କେବେ ନେବ ସିଏ ମୋତେ କରି ସାଙ୍ଗରେ ଝୁଲି

ତାର୍ ବିନା ଏଇ ଦୁନିଆ ଟା ଲାଗୁଛେ ଖାଲି

କେବେ ନେବ ସିଏ ମୋତେ କରି ସାଙ୍ଗରେ ଝୁଲି

ତାର୍ ବିନା ଏଇ ଦୁନିଆ ଟା ଲାଗୁଛେ ଖାଲି

ହଁ ଲଡକି ଲତାର୍ ମିଠା ମିଠା ବର୍ଷା ପାନୀ

ମୋର୍ ପରଦେଶୀଆ ରାଜା, ହଁ ବହେ ବେଇମାନୀ

ମୋର ସପନେ ଆସି କରି, ଖେଳେ ଲୁକ୍ ଲୁକାନୀ

M- ମୋର୍ ସାଉଁଲି ସେଲୋନୀ, ହାଏ ଫୁଲେଇ ଗୁମାନି

ମୋତେ ଭଲ୍ ପାଇସି କେତେ, ମୋର ଗେଲେହୀ ରାଣୀ

Selengkapnya dari Humane sagar/Asima Panda

Lihat semualogo