menu-iconlogo
huatong
huatong
kumar-bapi-akhi-bujile-jeun-muhante-cover-image

Akhi Bujile Jeun Muhante

Kumar Bapihuatong
patkempstonhuatong
Lirik
Rekaman
ପୁ.. ହେ ହେ ହେ ଆହା ଆହା..

ହୋ ହୋ ହୋ ଆହା ଆହା ଆହା...

ପୁ... ଆଖି ବୁଜିଲେ ଯେଉଁ ମୁହଁ ଟି...

ଦିଶି ଯାଏ ସେ ମୁହଁ ତୋର..

ମନ ଖୋଜିଲେ ଯେଉଁ ମନ ଟି..

ମିଳି ଯାଏ ସେ ମନ ତୋର..

ଝିଅ... ଗିତ ଗାଇଲେ ଯେଉଁ ସୁର ଟି..

ଛୁ ୟେ ମତେ ସେ ଗିତ ତୋର..

ଲେଖି ବସିଲେ ଯେଉଁ ଗପ ଟି..

ଭଲ ଲାଗେ ସେ ଗପ ତୋର..

ପୁ... ମନ ମୋର ଥିଲା ଉଡା ପକ୍ଷୀ...

ଈଶାରା ରେ ଦେଲୁ ମତେ ଡାକି...

ଉଡ଼ି ମୁଁ ଆସିଲି ପୋଷା ମାନି ଗଲି..

ଆଉ ଯାହା ହବ ଅଛି ବାକି...

ଝିଅ.. ବଗିଚାରେ ଫୁଲ ଟିଏ ଥିଲା..

ପବନ ରେ ଦୋଳି ଖେଳୁ ଥିଲା...

ଚଗଲା ଭଉଅର୍ କେମିତି ଛୁଇଁଲା...

ପାଖୁଡ଼ା ରେ ନାଁ ଦେଲା ଲେଖି..

ପୁ.. ତୋ ନାଁ ପାଖେ ଦେଇଛି ଲେଖି ନାଁ ଟି ପରା ମୋର...

ଆଖି ବୁଜିଲେ ଯେଉଁ ମୁହଁ ଟି..

ଦିଶି ଯାଏ ସେ ମୁହଁ ତୋର..

ମନ ଖୋଜିଲେ ଯେଉଁ ମନ ଟି..

ମିଳି ଯାଏ ସେ ମନ ତୋର...

ଝିଅ.. ଚାଲୁ ଚାଲୁ ତୁମ ସାଥେ ବାଟ..

ଦୁଃଖ ଯଦି ହୁଏ କେବେ ଭେଟ..

ହାତ ଛାଡ଼ି ବନି ବାଟ ଭାଙ୍ଗିବନି...

ପଡୁ ଅବା ଫୁଲ କଣ୍ଟା ହାଟ..

ପୁ.. ଭଲ ତତେ ପାଉଛି ମୁଁ ଏତେ...

ଛାଇ ପରି ଥିବୁ ତୋର ସାଥେ...

ଝୁଣ୍ଟି ତୁ ପଡ଼ିଲେ ହାତ ଧରି ନେବି...

ଝରି ଯିବ ନାହି ଲୁହ ଟୋପେ...

ଝିଅ.. ତୁ ଡାକିଲେ ମୁଁ ଆସିବି ରାଣ ଖାଉଛି ତୋର...

ପୁ.. ଆଖି ବୁଜିଲେ ଯେଉଁ ମୁହଁ ଟି..

ଦିଶି ଯାଏ ସେ ମୁହଁ ତୋର...

ଝିଅ.. ମନ ଖୋଜିଲେ ଯେଉଁ ମନ ଟି...

ମିଳି ଯାଏ ସେ ମନ ତୋର...

Selengkapnya dari Kumar Bapi

Lihat semualogo