ଯେବେ ତୋ ଦିଲରେ ମୋ ଦିଲର
ହେଇକି connection ହେଲା
I swear, oh, my baby ତୋ ପାଇଁ
ହେଇଗଲି ତୋର ଦିଲୱାଲା
ହଁ, ଯେବେ ତୋ ଦିଲରେ ମୋ ଦିଲର
ହେଇକି connection ହେଲା
I swear, oh, my baby ତୋ ପାଇଁ
ହେଇଗଲି ତୋର ଦିଲୱାଲା
ତୋ ପ୍ରେମରେ ପଡ଼ି, ଓଏ ਸੋਨੀ-ਕੁੜੀ
ମୋ sugar-level ବଢିଗଲା
Señorita, Señorita
ତୋ ପ୍ରେମ ମିଠା ଲବଙ୍ଗଲତା
Señorita, Señorita
ତୋ ପ୍ରେମ ମିଠାର ଲବଙ୍ଗଲତା
ହେଇ, Señorita, Señorita
ତୋ ପ୍ରେମ ମିଠାର ଲବଙ୍ଗଲତା ଲୋ
କିଏ ମୋତେ ଦେଲା ଫରକ୍ ରେ
କିଏ hello, hi କହି line ମାରେ
Edit କରିକି ତାଙ୍କ face କୁ
କେତେ ମଜନୁ ପଡିଛନ୍ତି ମୋ ପଛରେ
ସଭିଏଁ ଲାଗନ୍ତି ମୋତେ blur-blur
ମୋ Focus ଅଛି only ତୋ ଉପରେ
ଓ, ଯେବେଠୁ, ଯେବେଠୁ ମୋ ଦିଲ୍ frame ରେ
ଓ baby, ତତେ ମୁଁ add କରିଛି
ସେବେଠୁ, ସେବେଠୁ ତୋ ପାଇଁ ମୋ
Love reaction increase ହେଇଛି
ଦେଖି ତୋ खूबी, ତୋ ପାଇଁ ଲୋ baby
ମୋ ପ୍ରେମର ମିଠା ବଢିଗଲା
Señorita, Señorita
ତୋ ପ୍ରେମ ମିଠା ଲବଙ୍ଗଲତା
Señorita, Señorita
ତୋ ପ୍ରେମ ମିଠାର ଲବଙ୍ଗଲତା
ହେଇ, Señorita, Señorita
ତୋ ପ୍ରେମ ମିଠାର ଲବଙ୍ଗଲତା ଲୋ
ଓ, प्यार वाला ତୋରି smile ପାଇଁ
କରିଦେବି ମୋର life कुरवान
ତୋ ପାଇଁ Hollywood ର Star ହେଇଯିବି
ବନିଯିବି Bollywood ର सुलतान
ओ, हमसफ़र, ओ, हमनवा
ଦେଇ ଦେଇଛି ତତେ ମୋର୍ दिल-ओ-जान
ତୋର ମୋର ପ୍ରେମ କାହାଣୀ
ଓ baby, ପୁରା fit ହେଇଛି
ଯେମିତି Cinema-hall ରେ
Ollywood movie ଟା hit ହେଇଛି
ସେଇ lovestory ର ମୁଁ ତୋ Juliet
ତୁ ମୋ Romeo ରାଜା
Señorita, ମୁଁ Señorita
ମୋ ପ୍ରେମ ମିଠାର ଲବଙ୍ଗଲତା
Señorita, ମୁଁ Señorita
ମୋ ପ୍ରେମ ମିଠାର ଲବଙ୍ଗଲତା
Señorita, ମୁଁ Señorita
ମୋ ପ୍ରେମ ମିଠାର ଲବଙ୍ଗଲତା
Señorita, Señorita
ତୋ ପ୍ରେମ ମିଠାର ଲବଙ୍ଗଲତା
Señorita, ମୁଁ Señorita
ମୋ ପ୍ରେମ ମିଠାର ଲବଙ୍ଗଲତା