menu-iconlogo
huatong
huatong
namita-agrawal-tu-tha-mun-jauchi-rusi-cover-image

Tu Tha Mun Jauchi Rusi

Namita Agrawalhuatong
༺❂🎸𝑩𝑨𝑫𝑨𝑳🎸❂༻꧁B.M.C꧂huatong
Lirik
Rekaman
UPLOADING BY :-

༺ BADAL ༻꧁B.M.C꧂

༺BADAL MUSIC CARE༻

ROOM ID:-470457,

M- ହେ ହେ ଏ ଏ ଓ ହୋ ଓ ଓ ହୁଁ ହୁଁ ହୁଁ..

꧁DJ*143꧂

M- ରାତି ଛୋଟକୁ ଏଠି ସପନ ବେଶି

ହୃଦୟ ବଡ଼ ହେଲେ ଅଳପ ଖୁସି

꧁DJ*143꧂

M- ହଁ ରାତି ଛୋଟକୁ ଏଠି ସପନ ବେଶି

ହୃଦୟ ବଡ଼ ହେଲେ ଅଳପ ଖୁସି

ରାଗ ଭୁଲି ଦେ ତୁ ହସି..

꧁DJ*143꧂

M- ତୁ ଥା ମୁଁ ଯାଉଛି ରୁଷି

ତୁ ଥା ମୁଁ ଯାଉଛି ରୁଷି

ତୁ ଥା ,ତୁ ଥା ମୁଁ ଯାଉଛି ରୁଷି

ତୁ ଥା ମୁଁ ଯାଉଛି ରୁଷି

Lyrics Written By:-

༺Anjali༻꧁B.M.C꧂

༺BADAL MUSIC CARE༻

ROOM ID:-470457,

M- ଛୋଟ ଛୋଟ କଥାରେ ମିଛ ରାଗ ଋଷାରେ

ଫିକା ଲାଗେ ମିଠା ଜୀବନ

ପୂରିଗଲେ କଳସୀ ଲୁହ ଯାଏ ବରଷି

ଚୁନା ହୁଏ ଶୁନା ସପନ

꧁DJ*143꧂

M- ଛୋଟ ଛୋଟ କଥାରେ ମିଛ ରାଗ ଋଷାରେ

ଫିକା ଲାଗେ ମିଠା ଜୀବନ

ପୂରିଗଲେ କଳସୀ ଲୁହ ଯାଏ ବରଷି

ଚୁନା ହୁଏ ଶୁନା ସପନ

F- ମାନିଯା ମୋ ଧନ

ଗଢେଇ ଦେବି ତୋ ସପନ

M- ପାଖରେ ଅଛି ବୋଲି ରାଗୁଛୁ ବେଶି

ବିନା ଦୋଷରେ ମୋତେ କରୁଛୁ ଦୋଷୀ

ସ୍ନେହ ତୋର ହେଲାଣି ବାସି

꧁DJ*143꧂

M- ତୁ ଥା ମୁଁ ଯାଉଛି ରୁଷି

ତୁ ଥା ମୁଁ ଯାଉଛି ରୁଷି

ତୁ ଥା,ତୁ ଥା ମୁଁ ଯାଉଛି ରୁଷି

ତୁ ଥା ମୁଁ ଯାଉଛି ରୁଷି

UPLOADING BY :-

༺ BADAL ༻꧁B.M.C꧂

༺BADAL MUSIC CARE༻

ROOM ID:-470457,

F- ହୋ ଓ ଓ ଓ ଓ ଓ ଓ..

M- ଓହୋ ଓ ଓ ଓ ଓ ଓ..

F- ହୁଁ ହୁଁ ହୁଁ ହୁଁ ହୁଁ ..

M- ଆହା ଆହା ଆହା ଆହା..

꧁DJ*143꧂

F- ଟିକେ ଟିକେ ସେନେହ ଟିକେ ଟିକେ କଳହ

ମଜା ତାର ଲାଗେ ନିଆରା

M- ଆରେ ତାକୁ ଯାଇ କହିଦେ

ପଙ୍ଗା ଯଦି ନବ ସେ

କଥା ଏଠି ହବ ଦୁସ୍ ରା

꧁DJ*143꧂

F- ଆରେ ରେ ରେ ଟିକେ ଟିକେ ସେନେହ

ଟିକେ ଟିକେ କଳହ

ମଜା ତାର ଲାଗେ ନିଆରା

M- ତାକୁ ଯାଇ କହିଦେ

ପଙ୍ଗା ଯଦି ନବ ସେ

କଥା ଏଠି ହବ ଦୁସ୍ ରା

F- ନା ରେ ନା ନା ରେ ନା

ମିଛରେ ଝଗଡ଼ା କରନା

M- କହୁଛି ରାଣ ଖାଇ ଗଲେ ମୁ ରୁଷି

ନେହୁରା ହେଇ ଯେତେ ଡାକିବ ଆସି

ଚାଲିଗଲେ କାନ୍ଦିବ ବସି

ତୁ ଥା ମୁଁ ଯାଉଛି ରୁଷି

ତୁ ଥା ମୁଁ ଯାଉଛି ରୁଷି

ତୁ ଥାତୁ ଥା ମୁଁ ଯାଉଛି ରୁଷି

ତୁ ଥା ମୁଁ ଯାଉଛି ରୁଷି

ତୁ ଥା ମୁଁ ଯାଉଛି ରୁଷି

ତୁ ଥା ମୁଁ ଯାଉଛି ରୁଷି

Lyrics Written By:-

༺Anjali༻꧁B.M.C꧂

༺BADAL MUSIC CARE༻

ROOM ID:-470457,

Selengkapnya dari Namita Agrawal

Lihat semualogo