༄᭄╠Music Monalish╣༄᭄
Sing-Time -07:8'30
UPLOADiNG-_-BY
༄᭄༒ ⃝PRABHAT༒༄᭄
ROOM --ID
876530--1310597
ᘛ ⃝Voiceᘛ
( Humane sagar)
00:23 sur
ଭଲ ମତେ ପାଉ କିନା ଥରେ କହିଦେ-
ମୋ କଥା ଭାବୁକିନା ଥରେ କହିଦେ-
ଭଲ ମତେ ପାଉ କିନା ଥରେ କହିଦେ
ମୋ କଥା ଭାବୁକିନା ଥରେ କହିଦେ
ତୋ ମନ ଭିତରେ ଅଛିକି ନାହିଁ ମୁଁ
କହିଦେ କହିଦେ କହିଦେ
କହିଦେ କହିଦେ କହିଦେ
ଭଲ ମତେ ପାଉ କିନା ଥରେ କହିଦେ
ମୋ କଥା ଭାବୁକିନା ଥରେ କହିଦେ
༄᭄╠Music Monalish╣༄᭄
UPLOADiNG-_-BY
༄᭄༒ ⃝PRABHAT༒༄᭄
ROOM --ID
876530--1310597
01:58-sur
ଜାଣିନି ମୁଁ ପାରୁନି ତୋ ମନ କଥା
ଭାରୀ ଅଭୁଜା ତୋ ନୀରବତା
ପାଖ ରେ ଥାଇ ତୁ ପାଖ ରେ ନାହିଁ
ସବୁ ଜାଣି କି ଅଭୂଜା ହଉ
ଗିତ ମୋର ଶୁଣୁକି ନା ଥରେ କହି ଦେ
ମୋ ସ୍ୱପନ ଦେଖୁ କିନା ଥରେ କହିଦେ
ତୋ ମନ୍ ଭିତରେ ଅଛି କୀ ନାହି ମୁ
କହିଦେ କହିଦେ କହିଦେ
କହିଦେ କହିଦେ କହିଦେ
ଭଲ ମତେ ପାଉ କିନା ଥରେ କହିଦେ
ମୋ କଥା ଭାବୁକିନା ଥରେ କହିଦେ
ᘛ ⃝Voiceᘛ
( Humane sagar)
Search (PRABHAT creation)
ମୋ ଚାରି ପାଖରେ ତୋରି ବାସ୍ନା
ମତେ କରୁଛି ସେ ଆନମନ
ହୁଏତ ମୋ ପ୍ରେମ ଏକ ତରଫା
ତୋର ଚେହେରା ଛାତିରେ ଛପା
ମତେ କେବେ ଖୋଜୁ କିନା ଥରେ କହି ଦେ
ମୋ ବାଟ ଚାହିଁ କିନା.. ଥରେ କହି ଦେ
ତ ମନ୍ ଭିତରେ ଅଛି କୀ ନାହି ମୁ
କହିଦେ କହିଦେ କହିଦେ
କହିଦେ କହିଦେ କହିଦେ
ଭଲ ମତେ ପାଉ କିନା ଥରେ କହିଦେ
ମୋ କଥା ଭାବୁକିନା ଥରେ କହିଦେ
ଥରେ..କହି ଦେ
END 14-NOV-2023