CHOTA MORA GAON Ti
࿐࿐࿐༄༄༄༄༄࿐࿐࿐
༒WELCOME-TO-ALL༒
⃝ ⃝ ⃝ ⃝ ଜୟ ଜଗନ୍ନାଥ ⃝ ⃝ ⃝ ⃝
ᘛ ⃝Voiceᘛ =HUMAN SAGAR
LYRICS WRITTEN BY
꧁LYRiCS-SACHiDANANDA ROUTRAY꧂
꧁UPLOADiNG-BY ꧂
⃝PRABHAT CREATION
ᘛROOM --IDᘛ
876530--1310597
Time.LiNE-01:17
1-ଛୋଟ~ମୋର ଗାଁ ଟି--
ଛୋଟ ମୋର ଗାଁ ଟି
ଭୂଗୋଳ ପୋଥି ପତରେ ପଛେ
ଭୂଗୋଳ ପୋଥି ପତରେ ପଛେ
ନ ଥାଉ ତାର ନାଁ ଟି
ଛୋଟ ମୋର ଗାଁ ଟି--
ଛୋଟ ମୋର ଗାଁ..ଟି,
ᘛ ⃝Voiceᘛ =HUMAN SAGAR
꧁UPLOADiNG-BY ꧂
⃝PRABHAT CREATION
ᘛROOM --IDᘛ
876530--1310597
Time.LiNE-02:22
2-ମାଟିର ସେଇ ସରଗ ମୋର
ସେଇଟି ଅଛି ମୋ ଷଠି ଘର--
ହୋ ମାଟିର ସେଇ ସରଗ ମୋର
ସେଇଟି ଅଛି ମୋ ଷଠି ଘର
ଜଳିବ ପୁଣୀ.....ସେଇଠି ସେସେ
ଜଳିବ ପୁଣୀ ସେଇଠି ସେସେ
ମୋହରି ଚିତା ନିଆଁ ଟି
ଛୋଟ ମୋର ଗାଁ ଟି,
ଛୋଟ ମୋର ଗାଁ..ଟି,
ᘛ ⃝Voiceᘛ =HUMAN SAGAR
꧁UPLOADiNG-BY ꧂
⃝PRABHAT CREATION
ᘛROOM --IDᘛ
876530--1310597
Time.LiNE-03:38
1-ତାହାରି ଲତା~ତାହାରି ବଣ
ତା ଗାଈ ଗୋଠ..ମୂରଲୀ ସୋର
ହୋ......ହୋ.......
ତାହାରି ଲତା~ତାହାରି ବଣ..
ତା ଗାଈ ଗୋଠ..ମୂରଲୀ ସୋର
ଫସଲ କଟା ,ମଧୁର ଗାନ
ଫସଲ କଟା~ମଧୁର ଗାନ
ସକଳ ମୋର ସହା ଟି......
ଛୋଟ ମୋର ଗାଁ ଟି,
ଛୋଟ ମୋର ଗାଁ ଟି...
ᘛ ⃝Voiceᘛ =HUMAN SAGAR
꧁UPLOADiNG-BY ꧂
⃝PRABHAT CREATION
ᘛROOM --IDᘛ
876530--1310597
Time.LiNE-05:16
ଏ ସବୁ କଥା ଛବି ଟି ପରି
ପ୍ରଭାସି ମନେ ଉଠଇ ଝରି--
ହୋଓଓ ଏ ସବୁ କଥା ଛବି ଟି ପରି
ପ୍ରଭାସି ମନେ ଉଠଇ ଝରି
ଇଛା ହୁଏ....ମାଟିରେ ତାର..
ଇଛା ହୁଏ ମାଟିରେ ତାର
ସିରା ଟି ଥରେ ନୁଆଁ ତି
ଛୋଟ ମୋର ଗାଁ ଟି-
ଛୋଟ ମୋର ଗାଁ~ଟି..
ହୋ..ହୋ..ହୋ..ହୋ..
ହୋ..ହୋ..ହୋ..ହୋ..
꧁ସମାପ୍ତ ꧂