SMART CiTY JHiAA TA
࿐࿐࿐༄༄༄༄༄࿐࿐࿐
⃝Voice-HUMAN SAGAR
UPLOADiNG-BY
⃝PRABHAT CREATION
ᘛROOM--IDᘛ
876530--1310597
Time.LiNE-00:20
ସ୍ମାର୍ଟ୍ ସିଟି ଝିଅଟା ଆସି ପିଟି ହେଲାରେ-
ମେଟ୍ରୋ ମାରକା ମନଟା ମୋର ପଟି ଗଲାରେ-
ହୟ ସ୍ମାର୍ଟ୍ ସିଟି ଝିଅଟା ଆସି ପିଟି ହେଲାରେ
ମେଟ୍ରୋ ମାରକା ମନଟା ମୋର ପଟି ଗଲାରେ
ଆଖିରେ ଆଖି ବାଡ଼େଇ ଦେଲା
ଆଖିରେ ଆଖି ବାଡ଼େଇ ଦେଲା
ହର୍ଟ କଲା କଟ୍ କଲା ମଟ କଲାରେ...-
ଆରେ ଛାତିଟା ରଗଡ଼ି ଦେଲାରେ-
ଆରେ ଛାତିଟା ରଗଡ଼ି ଦେଲାରେ
⃝Voice-HUMAN SAGAR
UPLOADiNG-BY
⃝PRABHAT CREATION
ᘛROOM--IDᘛ
876530--1310597
Time.LiNE-01:22
ସିଲ୍ ସିଲ୍ ସିଲକି ତାରା ଦେହର ଭୂଗୋଳ
ମଲ୍ଟିପ୍ଲେ ପ୍ରେମ ତାରା କରିଲା ପାଗଳ-
ହେଏ ରାଜଧାନୀ ଲାଇଟ୍ ପରୀ ଜଳେ ତା ଚେହେରା
ଇଚ୍ଛା ହୁଏ ଦୀନ ରାତି କରନ୍ତି ନଖରା-
ହେ~ସିଲ୍ ସିଲ୍ ସିଲକି ତାରା ଦେହର ଭୂଗୋଳ
ମଲ୍ଟିପ୍ଲେ ପ୍ରେମ ତାରା କରିଲା ପାଗଳ
ରାଜଧାନୀ ଲାଇଟ୍ ପରୀ ଜଳେ ତା ଚେହେରା
ଇଚ୍ଛା ହୁଏ ଦୀନ ରାତି କରନ୍ତି ନଖରା---
ଅଙ୍ଗୁରୁ ଦାନ ଝିଅଟା ବାନ ଉଡ଼ି ଗଲାରେ-
ପିୟର ବାଲା ରେଲ ଗାଡ଼ି ଗଡ଼ି ଗଲାରେ-
ହେ ଅଙ୍ଗୁରୁ ଦାନ ଝିଅଟା ବାନ ଉଡ଼ି ଗଲାରେ
ପିୟର ବାଲା ରେଲ ଗାଡ଼ି ଗଡ଼ି ଗଲାରେ
ରାତିରେ ନିଦ ଉଡ଼େଇ ନେଲା
ରାତିରେ ନିଦ ଉଡ଼େଇ ନେଲା
ହର୍ଟ କଲା ମଟ୍ କଲା କଟ କଲାରେ...-
ଆରେ ଛାତିଟା ରଗଡ଼ି ଦେଲାରେ-
ଛାତିଟା ରଗଡ଼ି ଦେଲାରେ-
⃝Voice-HUMAN SAGAR
UPLOADiNG-BY
⃝PRABHAT CREATION
ᘛROOM--IDᘛ
876530--1310597
Time.LiNE-02:57
ହେ ଝିଲିମିଲି ଝାମେଲା ତାରା ହସ ମିଠା ମିଠା
ତା ବିନା ଲାଇଫି ଲାଗେ ପୁରା ଖଟା ଖଟା-
ଷ୍ଟାର୍ଏବୀରୀ ଓଠ ତାରା ମହୁ ମିଶା ଛେନା
ତରଳି ଦେଲେ ସେତ ଗୁଆ ଘିଅ ଗିନା-
ହୋ ଝିଲିମିଲି ଝାମେଲା ତାରା ହସ ମିଠା ମିଠା
ତା ବିନା ଲାଇଫି ଲାଗେ ପୁରା ଖଟା ଖଟା
ଷ୍ଟାର୍ଏବୀରୀ ଓଠ ତାରା ମହୁ ମିଶା ଛେନା
ତରଳି ଦେଲେ ସେତ ଗୁଆ ଘିଅ ଗିନା--
ହେଲ ମାର୍କ ସୁନା ଟା ଯେବେ ମିଳିଗଲାରେ-
ଆରେ ଡିଙ୍ଗଡଙ୍ଗ ଦିଲ୍ ଟା ପୁରା ଫିଦା ହେଲାରେ-
ହେଲ ମାର୍କ ସୁନା ଟା ଯେବେ ମିଳିଗଲାରେ
ଡିଙ୍ଗଡଙ୍ଗ ଦିଲ୍ ଟା ପୁରା ଫିଦା ହେଲାରେ
ହୋଶ ନେଲା ଯୋଷ ଦେଲା
ହୋଶ ନେଲା ଯୋଷ ଦେଲା
ହର୍ଟ କଲା ମଟ୍ କଲା କଟ କଲାରେ...
ଆରେ ଛାତିଟା ରଗଡ଼ି ଦେଲାରେ-
ଆରେ ଛାତିଟା ରଗଡ଼ି ଦେଲାରେ-
ଛାତିଟା ରଗଡ଼ି ଦେଲାରେ-
ଆରେ ଛାତିଟା ରଗଡ଼ି ଦେଲାରେ
{Thank you for vizti}