menu-iconlogo
huatong
huatong
sanju-lovers-tora-mora-dosti-odia-song-cover-image

Tora mora dosti-odia song

Sanju Lovershuatong
🎧🇷u200b🇾u200b✳️🇦u200b🇳u200b🎧huatong
Lirik
Rekaman
🎧RYAN🎧

Family- 👇

Sanju🥰🥰Lovers🥰🥰

Requested by👇

🎧RAJALAXMI🎵MISHRA🎧

👍👍👍👍👍👍👍

ତୁ କରିଲେ ଋଣ ...

ଆରେ ତୁ କରିଲେ ଋଣ

ମୁଁ ସୁଝିବି କିସ୍ତି ...

ତୋର ମୋର

ଏଇତ ତୋର ମୋର

ତୋର ମୋର ତୋର ମୋର

ଏଇତ ତୋର ମୋର ଦୋସ୍ତି

ଏଇତ ତୋର ମୋର ଦୋସ୍ତି

ଏଇତ ତୋର ମୋର ଦୋସ୍ତି

ତୁ କରିଲେ ପାପ ....

ଆରେ ତୁ କରିଲେ ପାପ

ମୁଁ ପାଇବି ଶାସ୍ତି ....

ତୋର ମୋର

ଏଇତ ତୋର ମୋର

ତୋର ମୋର ତୋର ମୋର

ଏଇତ ତୋର ମୋର ଦୋସ୍ତି

ଏଇତ ତୋର ମୋର ଦୋସ୍ତି

ଏଇତ ତୋର ମୋର ଦୋସ୍ତି

✨✨✨✨✨✨✨

✨Happy Best Friend's day✨

✨✨✨✨✨✨✨

ସହରରୁ ବସ୍ତି ଗୋଟେ ଚର୍ଚ୍ଚା

ଆମ ଦୋସ୍ତି ପାଇଁ କେତେ ଇର୍ଷା

✨✨✨✨✨✨✨

ସହରରୁ ବସ୍ତି ଗୋଟେ ଚର୍ଚ୍ଚା

ଆମ ଦୋସ୍ତି ପାଇଁ କେତେ ଇର୍ଷା

ଖରା ହଉ ଶୀତ ହଉ ବର୍ଷା

ଖୁସିରେ ଜିଇଁବା ମନ ଇଚ୍ଛା

ତୁ ହୋଇଲେ ଖୁସି ..

ଆରେ ତୁ ହୋଇଲେ ଖୁସି

ମୁଁ କରିବି ମସ୍ତି...

ତୋର ମୋର

ଏଇତ ତୋର ମୋର

ତୋର ମୋର ତୋର ମୋର

ଏଇତ ତୋର ମୋର ଦୋସ୍ତି

ଏଇତ ତୋର ମୋର ଦୋସ୍ତି

ଏଇତ ତୋର ମୋର ଦୋସ୍ତି

✨✨✨✨✨✨✨

✨Happy Best Friend's day✨

✨✨✨✨✨✨✨

ତିନୋଟି ଦେହରେ ଗୋଟେ ମନ

ଛଅଟି ଆଖିରେ ଗୋଟେ ସ୍ବପ୍ନ

✨✨✨✨✨✨✨

ତିନୋଟି ଦେହରେ ଗୋଟେ ମନ

ଛଅଟି ଆଖିରେ ଗୋଟେ ସ୍ବପ୍ନ

ସରିଯିବ ପଛେ ସାତ ଜନ୍ମ

ସରିବନି କେବେ ଆମ ପ୍ରେମ

ତୁ କରିଲେ କଳି...

ଆରେ ତୁ କରିଲେ କଳି

ମୁଁ କରିବି କୁସ୍ତି ...

ତୋର ମୋର

ଏଇତ ତୋର ମୋର

ତୋର ମୋର ତୋର ମୋର

ଏଇତ ତୋର ମୋର ଦୋସ୍ତି

ଏଇତ ତୋର ମୋର ଦୋସ୍ତି

ଏଇତ ତୋର ମୋର ଦୋସ୍ତି

ଏଇତ ତୋର ମୋର ଦୋସ୍ତି

ଏଇତ ତୋର ମୋର ଦୋସ୍ତି

ଏଇତ ତୋର ମୋର ଦୋସ୍ତି

🥰THANK YOU🥰

💖GOD BLESS YOU💖

Selengkapnya dari Sanju Lovers

Lihat semualogo

Kamu Mungkin Menyukai