menu-iconlogo
huatong
huatong
avatar

Bina Ruture Fula mahaki jauchhi

SB NAYAKhuatong
S⃠A⃠T⃠Y⃠A⃠🙌FOG🙌🌹SS🌹huatong
Lirik
Rekaman
ବିନା ରୂତୁରେ ଫୁଲ ମହକୀ ଯାଉଛି

ବିନା ମେଘ ରେ ଶ୍ରାବଣ ଗୀତ ଗାଉଛି

ଅ ଦିନେ ସାଗର ଭାଙ୍ଗୁଛି ଜୁଆର୍

ତୋ କଥା ଯେବେ ମୋର ବେଶି ମନେ ପଡୁଛି

ଲାଇଁ ଲାଇଁ,,ଲା...ଲାଇଁ ଲାଇଁ .....ଲା

ଲାଇଁ ଲାଇଁ .....ଲା.....Miss you.... Miss you

O my sweet Dream My sweet Dream I miss you

Miss you.... Miss you,,

REQUEST BY. SAGAR

ପବନ ବଜାଏ ସାହା ନାଇଁ ଏବେ

କୋଇଲି ଗାଉଛି ମିଠା ଗୀତ

O..ପବନ ବଜାଏ ସାହା ନାଇଁ ଏବେ

କୋଇଲି ଗାଉଛି ମିଠା ଗୀତ

ଯେବେଠୁ ପଡ଼ିଛି ତୋ ପ୍ରେମ ରେ ପ୍ରିୟା

ସପନ ବି ଲାଗେ ସତ ସତ

ଅ ଦିନ ବଉଦ ଚୋରାଏ ମୋ ନିଦ

ତୋ ଚୁଡ଼ି ଯେବେ ମୋର କାନ ପାଖେ ଵାଜୁଛି

ଲାଇଁ ଲାଇଁ,,ଲା...ଲାଇଁ ଲାଇଁ .....ଲା

ଲାଇଁ ଲାଇଁ .....ଲା.....Miss you.... Miss you

O my sweet Dream My sweet Dream I miss you

Miss you.... Miss you,,

UPLOAD BY. SATYA 🌹

ନୂଆ ନୂଆ ଲାଗେ ଆଜି ଏ ଜୀବନ

ଫଗୁଣ ଦଉଛି ହାତେ ଧରା

O..ନୂଆ ନୂଆ ଲାଗେ ଆଜି ଏ ଜୀବନ

ଫଗୁଣ ଦଉଛି ହାତେ ଧରା

କଣ୍ଟା ରେ ଚାଲିଲେ ଫୁଲ ପରି ଲାଗେ

ଖରା ତ ଲାଗୁଛି ଛାଇ .....ଭରା

ଅ ଦିନ ବଉଲ କରୁଛି ପାଗଳ

ତୋ ମୁହଁ ଯେବେ ମୋର ଆଖି ଆଗେ ନାଚୁଛି

ଲାଇଁ ଲାଇଁ,,ଲା...ଲାଇଁ ଲାଇଁ .....ଲା

ଲାଇଁ ଲାଇଁ .....ଲା.....Miss you.... Miss you

O my sweet Dream My sweet Dream I miss you

Miss you.... Miss you,,

ବିନା ରୂତୁରେ ଫୁଲ ମହକୀ ଯାଉଛି

ବିନା ମେଘରେ ଶ୍ରାବଣ ଗୀତ ଗାଉଛି

ଅ ଦିନେ ସାଗର ଭାଙ୍ଗୁଛି ଜୁଆର୍

ତୋ କଥା ଯେବେ ମୋର ବେଶି ମନେ ପଡୁଛି

ଲାଇଁ ଲାଇଁ,,ଲା...ଲାଇଁ ଲାଇଁ .....ଲା

ଲାଇଁ ଲାଇଁ .....ଲା.....Miss you.... Miss you

O my sweet Dream My sweet Dream I miss you

Miss you.... Miss you,,

ଲାଇଁ ଲାଇଁ .....ଲା.....Miss you.... Miss you

ଲାଇଁ ଲାଇଁ .....ଲା.....OOOO Miss you.... Miss you

Selengkapnya dari SB NAYAK

Lihat semualogo