menu-iconlogo
huatong
huatong
sourav-bharadwaj-hey-jagannath-swami-bidhubhusan-creations-odia-new-song-sourav-bharadwaj-song-cover-image

HEY JAGANNATH SWAMI __ BIDHUBHUSAN CREATIONS __ ODIA NEW SONG __ SOURAV BHARADWAJ SONG

Sourav Bharadwajhuatong
MA𝐍𝐕𝐈𝐊💫🇮🇳🌍GS🎷huatong
Lirik
Rekaman
Jay Jagannath

***Lyrics Arranged by Dipti***

ତୁମରି ହାତରେ ଲେଖା ଏ ନାଟକ,

ଯେଉ ନାଟକର ତୁମେ ନିର୍ଦେଶକ

ମୁତ ନିମିତ୍ତ ଅଭିନୟ କରେ,

ତୁମ ଇଶାରା ରେ ଦୁନିଆଁ ମଞ୍ଚରେ...

ମୋର ଭୁଲ ଧରିବନି ଜମା..

ତୁମ ବଡ ପଣେ ଦେବ କ୍ଷମା..

ମୋର ଭୁଲ ଧରିବନି ଜମା..

ତୁମ ବଡ ପଣେ ଦେବ କ୍ଷମା

ଅଭିନୟେ ଯଦିକିଛି ରହି ଯାଏ କମି

ହେ ଜଗନ୍ନାଥ ସ୍ୱାମୀ...

ହେ...ଜଗନ୍ନାଥ ସ୍ୱାମୀ

ହେ ଜଗନ୍ନାଥ ସ୍ୱାମୀ...

ହେ...ଜଗନ୍ନାଥ ସ୍ୱାମୀ

Jay Jagannath

***Lyrics Arranged by Dipti***

ଶୈଶବର ମା କୋଳ ଥିଲା ଏମିତିକା..

ଜହ୍ନ ନୀତି ମୋ କପାଳେ ସାଜୁଥିଲା ଟିପା..

ହୋ.... ଯୌବନରେ ମାଖିଦେଲ ପ୍ରୀତିର ଅବିର...

ଉଡିବାକୁ ମନ ପାରା ଯୋଡିଦେଲ ପର...

ଯଦି ଫୁଲକୁ ଆଡେଇଦେଇ

ଚଲାପଥେ ଦେଲ କଣ୍ଟାଦେଲ ଥୋଇ

ଯଦି ଫୁଲକୁ ଆଡେଇଦେଇ

ଚଲାପଥେ ଦେଲ କଣ୍ଟାଦେଲ ଥୋଇ

ମୋ ନୟନ ପାଇଁ ତୁମେ ସାଜ ପଥଗାମୀ

ହେ ଜଗନ୍ନାଥ ସ୍ୱାମୀ...

ହେ...ଜଗନ୍ନାଥ ସ୍ୱାମୀ

ହେ ଜଗନ୍ନାଥ ସ୍ୱାମୀ...

ହେ...ଜଗନ୍ନାଥ ସ୍ୱାମୀ

Jay Jagannath

***Lyrics Arranged by Dipti***

ଅନେକ ପ୍ରଶ୍ନର ତୁମେ ଗୋଟିଏ ଉତ୍ତର..

ସମାଧାନ ତୁମେ ମୋର ସବୁ ସମସ୍ୟାର..

ଆ..ଆସିବା କାରଣ ତୁମେ ଫେରିବା କାରଣ..

ତୁମ ସମୀକ୍ଷାରେ ମୋର ଭାଗ୍ଯ ନିର୍ଦ୍ଧାରଣ...

କେବେ ଜାଣିଶୁଣି ଚେଇଁ ସୋଇ

ରହି ଯିବନି ଅବୁଝା ହୋଇ

କେବେ ଜାଣିଶୁଣି ଚେଇଁ ସୋଇ

ରହି ଯିବନି ଅବୁଝା ହୋଇ

ଅନ୍ତରରୁ ନିବେଦନ ସୁଣ ଅନ୍ତର୍ଯ୍ୟାମୀ

ହେ ଜଗନ୍ନାଥ ସ୍ୱାମୀ...

ହେ...ଜଗନ୍ନାଥ ସ୍ୱାମୀ

ହେ ଜଗନ୍ନାଥ ସ୍ୱାମୀ...

ହେ...ଜଗନ୍ନାଥ ସ୍ୱାମୀ

Selengkapnya dari Sourav Bharadwaj

Lihat semualogo