menu-iconlogo
huatong
huatong
avatar

Tattoo Bali Clean Track

Tariq Azizhuatong
★AdAditya💟F★💟huatong
Lirik
Rekaman

Let's Go

ହାଁ ମାଲାମାଲ ଫିଗର ତାର ମସ୍ତ ହସିନା

ଆରେ. ଚିକିମିକି ହେୟାର ଷ୍ଟାଇଲ କଲା ଦିୱାନା

ମାଲାମାଲ ଫିଗର ତାର ମସ୍ତ ହସିନା

ଆରେ ଚିକିମିକି ହେୟାର ଷ୍ଟାଇଲ କଲା ଦିୱାନା

କାମାରିଆ ଲଚକେଇକି ମନ ନେଲା ଚୁପକେଇକି

ଗୁଦଗୁଡ଼ ଗୁଡ଼ମାଠିଆ ଗୋଡେଇ ଗୋଡେଇ ତାକୁ ମଲି

ହାଏରେ ଟାଟୁ ବାଲି ହାଏ ହାଏରେ ଟାଟୁ ବାଲି

ଜାନେ ଜିଗର ସାରି ଉମର ତୋ ନାଁରେ ଲେଖିଦେଲି

ହାଏରେ ଟାଟୁ ବାଲି ହାଏରେ ଟାଟୁ ବାଲି

ଜାନେ ଜିଗର ସାରି ଉମର ତୋ ନାଁରେ ଲେଖିଦେଲି

... ଟାଟୁବାଲି...

. ଟାଟୁବାଲି.

.ତୋ ନାଁରେ ଲେଖିଦେଲି

ହାଏରେ...

ହାଏ ହାଏରେ...

ଜାନେ ଜିଗର ସାରି ଉମର...

Music Break

ଆରେ ମିସକଲ ଦେଲା ଯେବେ ସରମୀ ଆଖିରେ

ରିଂ ହଉଚି ଛାତିରେ

ତାରି ପାଇଁ ନିଦ ଭାଙ୍ଗେ ଅଧରାତିରେ...

ହଁ ସିଲସିଲିଆ ଏଜ ତାର ସୀଲକି ଜବାନି

ସତେ ଚିକନୀ ଚାନ୍ଦିନୀ

ଚୂନେରୀ ଯେବେ ଉଡେଇଦେଲା ପାଗଲା ହେଲିଣି

ଲାଲ ଲାଲ ଓଠ ତାର ଲିପିସ୍ଟିକ ବଢିଆ

ଫଡଫଡ଼ ଉଡୁଛି ହାଏ ଚଟକୀ ଚିଡ଼ିଆ

ହାତ ଚୁଡ଼ି ଖାନକେଇ କି

ଚାଲିଗଲା ଛମକେଇ କି

ଝୁମ ଝୁମ ଝୁମକାବାଲି

ଗୋଡେଇ ଗୋଡେଇ ତାକୁ ମଲି

ହାଏରେ ଟାଟୁ ବାଲି ହାଏ ହାଏରେ ଟାଟୁ ବାଲି

ଜାନେ ଜିଗର ସାରି ଉମର ତୋ ନାଁରେ ଲେଖିଦେଲି

ହାଏରେ ଟାଟୁ ବାଲି ହାଏରେ ଟାଟୁ ବାଲି

ଜାନେ ଜିଗର ସାରି ଉମର ତୋ ନାଁରେ ଲେଖିଦେଲି...

Music Break

ହାଏ କାଚ ମାର୍କା ଚେହେରା ତାର ନଂଘା ହାଇଟି

ମୁଁ ଡେ ନାଇଟି

ତାରି ପାଇଁ ହଉଚି ଖାଲି ଲେଫ୍ଟ ରାଇଟି

ଆରେ ଲାଗୁଚି ସିଏ ଓଆନ ପିସ ସୁନ୍ଦରୀ ଝିଅ

କେହି ତା ପରି ନୁହଁ

ମନ କହେ ତା ମମିର ହେବି ଜଇଂପୁଅ

ଝାଲାମାଲା ହେଇଛି ଭାରି ସୁନା ଇଲିସି

ଜାଲ ମାଡ ଖାଇନି ଜମା ଯାଉଛି ଖସି

କେବେ ତାକୁ ଶୂଲପେଇକି

ଦିଲ ଦେବି ହଲକେଇକି

ଗୁଲ ଗୁଲ ଗୁଳବାଦନ

ଗୋଡେଇ ଗୋଡେଇ ତାକୁ ମଲି

ହାଏରେ ଟାଟୁ ବାଲି ହାଏ ହାଏରେ ଟାଟୁ ବାଲି

ଜାନେ ଜିଗର ସାରି ଉମର ତୋ ନାଁରେ ଲେଖିଦେଲି

ହାଏରେ ଟାଟୁ ବାଲି ହାଏରେ ଟାଟୁ ବାଲି

ଜାନେ ଜିଗର ସାରି ଉମର ତୋ ନାଁରେ ଲେଖିଦେଲି

... ଟାଟୁବାଲି...

. ଟାଟୁବାଲି.

.ତୋ ନାଁରେ ଲେଖିଦେଲି

ହାଏରେ...

ହାଏ ହାଏରେ...

ଜାନେ ଜିଗର ସାରି ଉମର...

Thank You For Use(Ad Aditya)

Selengkapnya dari Tariq Aziz

Lihat semualogo

Kamu Mungkin Menyukai