menu-iconlogo
huatong
huatong
avatar

Ete Kain Janini

Gaurav Anandhuatong
paulopipahuatong
Testi
Registrazioni
ହେ-ହେ-ହେ

ହେ-ହେ-ହେ

ଏତେ କାଇଁ ଜାଣିନି ତତେ ଭଲ ସାଥୀ ପାଇଗଲି

ଇଛା ପୁଣି ରଖିବି ସବୁଦିନ ତତେ ପାଖେ ଖାଲି

ଏତେ କାଇଁ ଜାଣିନି ତତେ ଭଲ ସାଥୀ ପାଇଗଲି

ଇଛା ପୁଣି ରଖିବି ସବୁଦିନ ତତେ ପାଖେ ଖାଲି

ଅଦିନ ଝଡ଼ିର ପବନେ ମୁଁ

ଶୁଖିଲା ପତର ପାଏନି ଚୁଁ

ତୋ ବିନାରେ ମୁଁ ଜିଉଁଛି ହେଲେ ଜୀବନ ମାନେ ଯାଇଛି ଭୁଲି

ଏତେ କାଇଁ ଜାଣିନି

ମୁଣା ରେ ବାନ୍ଧି ରଖିଦେବି

ସମୟର ଏ ବେଗକୁ ମୁଁ

କାଳେ ସେ ଖସି ଚାଲିଯିବ

ଥୁକୁଲୁ ପକେଇ ଦେ ରେ ତୁ

ଦରଦୀ ଛାତିରେ ଦୁଃଖ ବାନ୍ଧେ ସିନା ହସେ ମୁଁ ମିଛେ ଖାଲି

ଏତେ କାଇଁ ଜାଣିନି ତତେ ଭଲ ସାଥୀ ପାଇଗଲି

ଆ-ଆ-ଆ

ଆ-ଆ-ଆ

ତୋର ମୋର ଏ କି ସଂପର୍କ

ପାଏନା ଖୋଜି ଉତ୍ତର ମୁଁ

କହେ ଦୁନିଆଁ ନାହୁଁ କାଳେ

ହେଲେ ତୋ ସ୍ପର୍ଶ ପାଉଛି ମୁଁ

କଳି କରେ ଆଜି ଅତୀତ ସହିତ आजा ତୁ ପୁଣି ଫେରି

ଏତେ କାଇଁ ଜାଣିନି ତତେ ଭଲ ସାଥୀ ପାଇଗଲି

Altro da Gaurav Anand

Guarda Tuttologo