ଚାରୁ ହାସ୍ୟମୟୀ
ଚାରୁ ଭାଷମୟୀ
ବନ୍ଦେ ଉତ୍କଳ ଜନନୀ
(I, N, D, I, A), ଜୟ, ଜୟ, ଜୟ ଜଗନ୍ନାଥ
ମଙ୍ଗଳମୟ ଚତୁ୍ଦ୍ଧାମୂର୍ତ୍ତି ନୀଳାଚଳରେ ବିଜୟରଥ
(I, N, D, I, A), ଜୟ, ଜୟ, ଜୟ ଜଗନ୍ନାଥ
ମଙ୍ଗଳମୟ ଚତୁ୍ଦ୍ଧାମୂର୍ତ୍ତି ନୀଳାଚଳରେ ବିଜୟରଥ
ହଁ, ଏଠି ତୋ ଜନ୍ମ
ଏ ଦେଶ ତୋ ପାଇଁ
ଆକାଶ ଛୁଇଁଯା
ତୁ ସ୍ୱପ୍ନ ସଜେଇ
ଆମେ ସବୁ ଭାରତୀୟ
ଆମ ଭାବପ୍ରେମ ମଧୁମୟ
ଆସ ହାତ ହାତେ ମିଶେଇ
ଆମ ଭାରତର ମାନ ରଖିବା
ଆମ ଏକତାର ସୂତ୍ରରେ
ଦେଶପ୍ରେମ ମନ୍ତ୍ରରେ
ଆମେ ତ ବଞ୍ଚୁ ବୀର ଦର୍ପରେ
ନୀଳଚକ୍ରେ ଉଡେ ନେତ
ପତିତପାବନ ଏଇ କ୍ଷେତ୍ର
You are India
I am India
We are India
We love India
ପୃଥିବୀର ପ୍ରତି କୋଣରେ
ମୋ ଦେଶ ଯଶ କୀର୍ତ୍ତି ସମାର
କାଶ୍ମୀର ଠାରୁ କେରଳ
ଆମ ପରିଚୟ ଭାରତୀୟର
ଆସୁ ଯେତେ ବାଧା-ବନ୍ଧନ
ବୀରଦର୍ପେ କରି ଆହ୍ବାନ
ଜାତି, ଧର୍ମ ଭୁଲି ଆମେ ରେ
ଦେଶ ଲାଗି ଦବା ଜୀବନ
ଦେଶପ୍ରେମ ଜାଗିଲେ ପ୍ରାଣେ
ବଢ଼ିଯାଏ ଦେଶର ମାନ
ନୀଳଚକ୍ରେ ଉଡେ ନେତ
ପତିତପାବନ ଏଇ କ୍ଷେତ୍ର
You are India
I am India
We are India
We love India
ସମ୍ବଲପୁରୀ ଖଣ୍ଡୁଆ ପାଟ
କଟକର ତାରକସୀ ଗହଣା
କୋଣାର୍କର ସୂର୍ଯ୍ୟ ମନ୍ଦିର
ସପ୍ତାଶ୍ଚର୍ଯ୍ୟରେ ଗଣା
ପଞ୍ଜାବୀ और ସିନ୍ଧି, ଗୁଜରାଟୀ और ମରାଠା
ଦ୍ରାବିଡ଼ ଉତ୍କଳ ବଙ୍ଗ, ବିନ୍ଧ ହିମାଚଳ ଯମୁନା ଗଙ୍ଗା
ଉଜ୍ଜଳ ଜଳଧି ତରଙ୍ଗ
ନୀଳଚକ୍ରେ ଉଡେ ନେତ
ପତିତପାବନ ଏଇ କ୍ଷେତ୍ର
You are India
I am India
We are India
We love India
(I like India)
(I like India)
(I like, I like, India)
India