ଚଗଲା..........(୩)
ଚଗଲା ପବନ ଚଗଲା....
ନାଁ.....ଚଗଲି କାନି ମୋ ଚଗଲି
ଓ.. ଓ.. ଚଗଲା ପବନ ଚଗଲା
ନାଁ..... ଚଗଲୀ କାନି ମୋ ଚଗଲୀ
ବୟସ ମୋ ଏମିତି ଯେ
ଯେତେ କାନି ବାନ୍ଧିଲେ ବି....
ଯାଏ ସେ ଟିକେ ଟିକେ ହୁଗୁଳି
ଓ.. ଓ ଚଗଲା ପବନ ଚଗଲା
ନାଁ ଚାଗଲି ଚାଗଲୀ
କାନି ମୋ ଚଗଲି
Music
ତୁ ଅମାନିଆ ଚଗଲା ପବନ
ମୁଁ ବି ତ ନହୁଲି ବାୟସି
ସିଉଳି ନଥାଇ ଶୁଖିଲା ଭୁଇ ରେ
ଚଳିଲେ ମୋ ପାଦ ଯାଏ ଖସି
ମେଘ ଭସେ ଆକାଶ ରେ
ପାଣି ତଳେ ଛାଇ
ମନ ଉଡେ଼ ମେଘ ଛୁଇଁ
ଧ ରା ଦିଏ ନାହିଁ
ଏମିତି ମନ ନେଇ କେମିତି ଏକା ହୋଇ (୨)
ରହିବି ଜଣେ ନାହିଁ..............
ଜାଣୁ କି ଝରଣା କହନା
ମନଟା କିଛି ଜ କହନା
ହଁ ଜାଣୁ କି ଝରଣା କହନା
ମନଟା କିଛି ଜ କହନା
ଏ ବୟସେ ମନ କିଆଁ ଏତେ ବେଶୀ ଉଛୁଲେ ଯେ..
ସତେ କି ପଡ଼ିବ ଉଛୁଳି
ହଁ ସତେ କି ପଡ଼ିବ ଉଛୁଳି
ହଁ ଚଗଲା ପବନ ଚଗଲା..
ନାଁ ଚଗଲି କାନି ମୋ chagali
Music
କିଏ ମୋ ଭଅଁର କାହାର ମୁଁ ଫୁଲ
ରାନ ତୋତେ କହ ଲୋ କୋଇଲି
ଗାଇଲେ ତୁ ଗୀତ କୁହୁ କୁହୂ କୁଃ
କାହା ପାଇଁ ମନ ହୁଏ ଘାରି
ଢଳ ଢଳ କକର ମୁଁ ପଦୁଅଁ patare
ଢଳି ଯିବି କେଉଁ ଆଡେ ଜାଣି ତ ନପାରେ
କିଏ ଅଜଣା କରି ନେବ ରେ ମୋତେ ତୋଳି(୨)
କରି ତା ଗଳା ମାଳି..........
ଜାଣୁ କି କୋଇଲି କହନା
ଏ ଆଜି ମୁଁ ଜାଣି ବି ଅଜଣା
ହଁ ଜାଣୁ କି କୋଇଲି କହନା
ଆଜି ମୁଁ ଜାଣି ବି ଅଜଣା
କିଏ ସେ ମୋତେ ଥରେ sathi ବୋଲି ଡାକି ଦେଲେ.....
ଯିବି ଲୋ ମୋତେ ମୁଁ ପାସୋରି
ହଁ ଯିବି ଲୋ ମୋତେ ମୁଁ ପାସୋରି
ହଁ ଚଗଲା ପବନ ଚଗଲା
ନାଁ ଚଗଲି କାନି ମୋ.........
ଚଗଲି (୨)
ପବନ ଚଗଲା
କାନି ମୋ ଚଗଲି
ପବନ ଚଗଲା....ଆ...
କାନି ମୋ chagalii.......
- ଚଗଲି (୪)