menu-iconlogo
huatong
huatong
namita-agrawal-bhajukina-ramanama-cover-image

BHAJUKINA RAMANAMA

Namita Agrawalhuatong
꧁✿⍟𝑩𝑨𝑫𝑨𝑳⍟✿꧂huatong
Testi
Registrazioni
ଭଜୁ କି ନା ରାମ ନାମରେ କୁମର,ଜପୁ କି ନା ରାମ ନାମ

ଭଜୁ କି ନା ରାମ ନାମରେ କୁମର,ଜପୁ କି ନା ରାମ ନାମ

ଭଜି ନପାରିଲେ କୁଳ ଚନ୍ଦ୍ରମାରେ

ବାନ୍ଧିନେବ କାଳ ଯମରେ କୁମର,ବାନ୍ଧିନେବ କାଳ ଯମ

༺BADAL MUSIC CARE༻

ସେହି କାଳ ଯମ ବଡ଼ ଦାରୁଣରେ ନ ଜାଣଇ ସୁଖ ଦୁଃଖ

ସେହି କାଳ ଯମ ବଡ଼ ଦାରୁଣରେ ନ ଜାଣଇ ସୁଖ ଦୁଃଖ

ବାଛିନବ କଞ୍ଚା ରଖିବ ପାଚିଲାରେ,

ବାଛିନବ କଞ୍ଚା ରଖିବ ପାଚିଲା

ଦେବଟି ଦାରୁଣ ଦୁଃଖରେ କୁମର,ଦେବ ସେ ଦାରୁଣ ଦୁଃଖ

༺BADAL MUSIC CARE༻

ଆସିବା ବେଳେ ଏକାରେ କୁମର,ଗଲା ବେଳେ ଯିବୁ ଏକା

ଆସିବା ବେଳେ ଏକାରେ କୁମର,ଗଲା ବେଳେ ଯିବୁ ଏକା

ମଲେ ତୋ ସଙ୍ଗତେ କେହି ନଜିବେରେ

ମଲେ ତୋ ସଙ୍ଗତେ କେହି ନଜିବେରେ

କର୍ମ ହେଲେ ହେବ ସଖା ରେ କୁମର,ଧର୍ମ ହେଲେ ହେବ ସଖା

༺BADAL MUSIC CARE༻

ପକାଇ ଆସିବେ ମଶାଣି ଭୂଇଁରେ,ଦୁଆରେ ଦେବେ ଗୋବର

ପକାଇ ଆସିବେ ମଶାଣି ଭୂଇଁରେ,ଦୁଆରେ ଦେବେ ଗୋବର

ମଲା ମଲା ବୋଲି ଦିଘଡି କାନ୍ଦିବେ ରେ

ମଲା ମଲା ବୋଲି ଦିଘଡି କାନ୍ଦିବେ

କେହି ନଯିବେ ସଙ୍ଗରେ ରେ କୁମର,କେହି ନଯିବେ ସଙ୍ଗରେ

ଭଜୁ କି ନା ରାମ ନାମରେ କୁମର,ଜପୁ କି ନା ରାମ ନାମ

ଭଜି ନପାରିଲେ କୁଳ ଚନ୍ଦ୍ରମାରେ

ବାନ୍ଧିନେବ କାଳ ଯମରେ କୁମର,ବାନ୍ଧିନେବ କାଳ ଯମ

ଭଜୁ କି ନା ରାମ ନାମରେ କୁମର,ଜପୁ କି ନା ରାମ ନାମ

ଜପୁ କି ନା ରାମ ନାମ,ଜପୁ କି ନା ରାମ ନାମ

Altro da Namita Agrawal

Guarda Tuttologo

Potrebbe piacerti