menu-iconlogo
huatong
huatong
namita-agrawal-mate-chandana-paani-re-cover-image

Mate Chandana Paani Re

Namita Agrawalhuatong
pkingmdhuatong
Testi
Registrazioni
ମୋତେ ଚନ୍ଦନ ପାଣିରେ ଗାଧେଇ ଦିଅ ଲୋ

ମୁଁ କାଳିଆ ପାଖକୁ ଯାଉଛି

ମୋତେ ଚନ୍ଦନ ପାଣିରେ ଗାଧେଇ ଦିଅ ଲୋ

ମୁଁ କାଳିଆ ପାଖକୁ ଯାଉଛି

ମୋତେ ତୁଳସୀ ମାଳିରେ ସଜେଇ ଦିଅ ଲୋ

ମୁଁ କାଳିଆ ପାଖକୁ ଯାଉଛି

ମୋ ଦେହରେ ସେ ଗୀତ, ଗୋବିନ୍ଦ ଲେଖି

ମୋର ହାତେ ଘିଅ, ଦୀପ, ଦିଅ ଲୋ ରଖି

ଆଜି କାଳିଆର ଡୋରି ଲାଗିଛି-ଲାଗିଛି-ଲାଗିଛି

ମୁଁ କାଳିଆ ପାଖକୁ ଯାଉଛି ଲୋ

ମୁଁ କାଳିଆ ପାଖକୁ ଯାଉଛି

ମୁଁ କାଳିଆ ପାଖକୁ ଯାଉଛି ଲୋ

କାଳିଆ ପାଖକୁ ଯାଉଛି

ମୋତେ ଚନ୍ଦନ ପାଣିରେ ଗାଧେଇ ଦିଅ ଲୋ

ମୁଁ କାଳିଆ ପାଖକୁ ଯାଉଛି

କାନିରେ ମୋ ବାନ୍ଧି ଦିଅ ଗୋଟା ନଡ଼ିଆ

ବିଡ଼ିଆ ପାନରେ ଦେଇ ଚନ୍ଦନ ଚୁଆ

ଗୁନ୍ଥି ଦିଅ ସାତ ସରି ବଉଳ ମାଳ

ପାଟ ପିତାମ୍ବରି ସଙ୍ଗେ ମୟୂର ଚୂଳ

କାନିରେ ମୋ ବାନ୍ଧି ଦିଅ ଗୋଟା ନଡ଼ିଆ

ବିଡ଼ିଆ ପାନରେ ଦେଇ ଚନ୍ଦନ ଚୁଆ

ଗୁନ୍ଥି ଦିଅ ସାତ ସରି ବଉଳ ମାଳ

ପାଟ ପିତାମ୍ବରି ସଙ୍ଗେ ମୟୂର ଚୂଳ

ଗୋଟା ତୁଳସୀ ପତରେ, ଗୁହାରି ଲେଖି

ମୋର ଦୁଃଖ ପସରାରେ, ଦିଅ ଲୋ ରଖି

ସେ ତ ଦୁଃଖ ନେଇ ସୁଖ ଦଉଛି-ଦଉଛି-ଦଉଛି

ମୁଁ କାଳିଆ ପାଖକୁ ଯାଉଛି ଲୋ

ମୁଁ କାଳିଆ ପାଖକୁ ଯାଉଛି

ମୁଁ କାଳିଆ ପାଖକୁ ଯାଉଛି ଲୋ

କାଳିଆ ପାଖକୁ ଯାଉଛି

ମୋତେ ଚନ୍ଦନ ପାଣିରେ ଗାଧେଇ ଦିଅ ଲୋ

ମୁଁ କାଳିଆ ପାଖକୁ ଯାଉଛି

ବାଟକୁ ସାହା ଭରଷା ବାଟ ମଙ୍ଗଳା

ବଡ଼ ପଣ୍ଡା ଡାକି ନେବ ନ କରି ହେଳା

ରାଜା ସିନା ଆସିବନି ରଙ୍କୁଣୀ ଘର

ହେଲେ ମୋ ପାଇଁ ଖୋଲା ସିଂହ-ଦୁଆର

ବାଟକୁ ସାହା ଭରଷା ବାଟ ମଙ୍ଗଳା

ବଡ଼ ପଣ୍ଡା ଡାକି ନେବ ନ କରି ହେଳା

ରାଜା ସିନା ଆସିବନି ରଙ୍କୁଣୀ ଘର

ହେଲେ ମୋ ପାଇଁ ଖୋଲା ସିଂହ-ଦୁଆର

ମୁଁ ସୁନା ରୂପା କିଛି, ମାଗିବି ନାହିଁ

କାଳେ ଦେଲେ ନେଲେ ଭାବ, ରହିବ ନାହିଁ

ତାର ଭାବରେ ମୁଁ ବନ୍ଧା ପଡ଼ିଛି-ପଡ଼ିଛି-ପଡ଼ିଛି

ମୁଁ କାଳିଆ ପାଖକୁ ଯାଉଛି ଲୋ

ମୁଁ କାଳିଆ ପାଖକୁ ଯାଉଛି

ମୁଁ କାଳିଆ ପାଖକୁ ଯାଉଛି ଲୋ

କାଳିଆ ପାଖକୁ ଯାଉଛି

ମୋତେ ଚନ୍ଦନ ପାଣିରେ ଗାଧେଇ ଦିଅ ଲୋ

ମୁଁ କାଳିଆ ପାଖକୁ ଯାଉଛି

ମୋତେ ତୁଳସୀ ମାଳିରେ ସଜେଇ ଦିଅ ଲୋ

ମୁଁ କାଳିଆ ପାଖକୁ ଯାଉଛି

ମୋ ଦେହରେ ସେ ଗୀତ, ଗୋବିନ୍ଦ ଲେଖି

ମୋର ହାତେ ଘିଅ ଦୀପ, ଦିଅ ଲୋ ରଖି

ଆଜି କାଳିଆର ଡୋରି ଲାଗିଛି-ଲାଗିଛି-ଲାଗିଛି

ମୁଁ କାଳିଆ ପାଖକୁ ଯାଉଛି ଲୋ

ମୁଁ କାଳିଆ ପାଖକୁ ଯାଉଛି

ମୁଁ କାଳିଆ ପାଖକୁ ଯାଉଛି ଲୋ

କାଳିଆ ପାଖକୁ ଯାଉଛି

ମୁଁ କାଳିଆ ପାଖକୁ ଯାଉଛି ଲୋ

ମୁଁ କାଳିଆ ପାଖକୁ ଯାଉଛି

ମୁଁ କାଳିଆ ପାଖକୁ ଯାଉଛି ଲୋ

କାଳିଆ ପାଖକୁ ଯାଉଛି

Altro da Namita Agrawal

Guarda Tuttologo