F--ଦୁଃଖ ରେ ଡାକୁଚି ତୋତେ 
ସୁଖ ରେ ଖୋଜୁଛି ତୋତେ 
ଲୁହ ରେ ପୂଜୁଚି ତୋତେ 
ହସ ରେ ଭଜୁଚି ତୋତେ 
ଏଇମିତି ନୀତି ତୋର ନାମ ଗାଇ 
ଜିଇଁ ଛି ମୁଁ ତୋରି ପାଇଁ.... 
M--ହେ କଳା ଗୋସାଇଁ (୪ ଥର ) 
ସବୁ ତ ଦେଇଚୁ ମୋତେ 
ଆଉ କି ମାଗିବି ତୋତେ 
ଏଇମିତି ନୀତି ତୋର ନାମ ଗାଇ 
ଜିଇଁ ଛି ମୁଁ ତୋରି ପାଇଁ.... 
F-- ହେ କଳା ଗୋସାଇଁ ( ୪ ଥର ) 
🙏 🌹 JAGANNATH 🛐 PREMI 🌹 🙏 
Room id 171653 
Time 9.00am 
M-- ହଁ.. ଆଜି ଅଛି ମୁଁ କାଲି ନଥିବି 
ହେଲେ ତୁ ରହିଛୁ ରହିବୁ 
F--ତୋ ହସ ରେ ମୁଁ ହସିବି 
ମୋ ଲୁହ ମୋ ପାଇଁ ରଖିବୁ.. 
M-- ତୋ ପାଦ ଧରିଛି....... ଭରସା କରିଛି 
ଆଉ କିଛି ମାଗୁଁ ନି ସାଇଁ... 
F-- ହେ କଳା ଗୋସାଇଁ ( ୪ ଥର ) 
Song upload by laxman 
Request by MUNA LB 🎵 MUSICAL 🎶 🎻 ODISHA 
🙏 🌹 JAGANNATH 🛐 PREMI 🌹 🙏 
F-ଆପଣା ର ମୁଁ ଭାବି ଛି ତୋତେ 
ରଖୁଛି ଛାତିରେ ସଜେଇ.... 
M-- ହଁ କେବେ କେମିତି ଦୋଷ ଦେଖିଲେ 
ଦବୁନି ମୋତେ ତୁ ଦୂରେଇ.. 
F-- ଯେମିତି ରଖିଛୁ ଭଲରେ ରଖିଛୁ 
ଆଉ କିଛି ଲୋଡା ମୋ ନାହିଁ.... 
M-- ହେ କଳା ଗୋସାଇଁ (୪ ଥର) 
F-- ଦୁଃଖ ରେ ଡାକୁଛି ତୋତେ 
ସୁଖ ରେ ଖୋଜୁଛି ତୋତେ 
M-- ଏଇମିତି ନୀତି ତୋର ନାମ ଗାଇ 
ଜିଇଁ ଛି ମୁଁ ତୋରି ପାଇଁ.... 
F-- ହେ କଳା ଗୋସାଇଁ (୪ ଥର) 
M-- ହେ କଳା ଗୋସାଇଁ (୪ ଥର)