menu-iconlogo
huatong
huatong
odia-song-odia-cover-image

Odia

Odia songhuatong
pacfinishinghuatong
Testi
Registrazioni
ସମ୍ଭାଳି ରଖା ତୁମର(ଗଣ୍ଟି ଧନ କେ୨

Kanha ତ ଯାହା କଳନା

ହାଏ ଗୋ ଗୁପେନି ରଖିଦିଏ ନ

ଘରେ ତ ବାନ୍ଧି ରଖନ

ହାଏ ଗୋ ପିଲାଟା ବିଗ୍ଦୀ ଗଲାନ

କେଡେ ଜତନ୍ କରି ଆମେ ରଖି ଥିନୁ ସତେ

ହାଏ ଗୋ ଯୋଷରଣି ରଖି ଥୀନୁ କେତେ

ସାର୍ ଲବଣୀ ଦହି ମହି ମାଠିଆ ଥି କେତେ

ହାଏ ଗୋ ଜୋଷଦlରଣି ମାଠିଆ ଥି କେତେ

ଗଧି କରି ଫିରୁନ ଫିରୁନ୍ ସିକିଲା ଫିଟେଇ ହାଏ ଗୋ ଯୋଷରନି ଶିକିଲା ଫିଟେଇ

ଗୁପଲ ସଙ୍ଗତେ ଆସି ଦେଲା ସବୁ ଖାଇ ହାଏ ଗୋ ଯୋଷରାନି ଦେଲା ସବୁ ଖାଇ

ସମ୍ଭାଳି ରଖା ତୁମର ଧନ ମାଳି କେ

ସୁନା ଥାଳି କେ

Kanha ତ ଯାହା କଳନ

ହାଏ ଗୋ ଗୁପେ ନlଈ ରଖି ଦିଏ ନ

ହା ଘରେ ତ ବାନ୍ଧି ରଖାନ

ହାଏ ଗୋ ପିଲାଟା ବିଗିଡ଼ି ଗଳାନ

ଜାଇ ଥିଲୁ ଜମୁନକେ ଆମେ ପାଣି ଭାରି

ହାଏ ଗୋ ଯୋଷରଣୀ ଆମେ ପାଣି ଭାରି

ଖଡ୍ ଖଡିୟ ଝାଡ଼ର ବେଲା ଦିହି ଯାଇଥିଲା ଝରି

ହାଇ ଗୋ ଯୋଷରାଣୀ ଡିହି ଯାଉଥିଲା ଖଡ଼ି

ଧର୍ତି ମାଠିଆ ଫଟେଇ କରି ଭିଜେଇ ଦେଲା ସତେ

ହାଇ ଗୋ ଯୋଷରନୀ ଭିଜେଇ ଦେଲା ସତେ

ମୁଲୁର ମୁଳୁର ହସୁ ଥିଲା ଗୋପାଳ ସଙ୍ଗତେ

ହାଇ ଗୋ ଯୋଷରାନୀ ଗୋପାଳ ସଙ୍ଗତେ

ସମ୍ଭାଳି ରଖା ତୁମର ନୀଳ ମନି କେ

ବେଣୁ ପାଣି କେ

Kanha ତ ଯାହା କଳା ନ

ହେଇ ଗୋ ଗୁପ ଆଉ ରଖି ଦିଏ ନ

ହା ଗୋ ଘରେ ତ ବନ୍ଦୀ ରଖନ

ହାଇ ଗୋ ପିଲାଟା ବିଗିଡ଼ି ଗଳlନ

ହାଏ ଗୋ ହାଏଗୋ ଯୋଷଦlରlଣି

ସମ୍ଭାଳି ରଖା ତୁମର ଗନ୍ତି ଧନ କେ

ଗାନ୍ତି ଧନ କେ

Kanha ତ ଯାହା କଳା ନ

ହାଏ ଗୋ ଗୂପେ ଆଉ ରଖି ଦିଏ ନ

ହ ଘରେ ତ ବlନ୍ଦୀ ରଖନ

ପିଲାଟା ବିଗିଡି ଗଲା ନ

ଘରେ ତ ବାନ୍ଧି ରଖନ

Altro da Odia song

Guarda Tuttologo