menu-iconlogo
huatong
huatong
avatar

Megha re megha kahija megha...Odia song

PRASANT-HAL-ODISHAhuatong
PRASANT-HAL-ODISHAhuatong
Testi
Registrazioni
ମେଘରେ ମେଘ କହିଯା ମେଘ

କେତେ ଦୂରେ ମୋର ପ୍ରିୟା

ମେଘରେ ମେଘ କହିଯା ମେଘ--୨

କେତେ ଦୂରେ ମୋର ପ୍ରିୟା

ପ୍ରିୟା ମୋ ପ୍ରିୟା ଫେରିନାହିଁ କିଆଁ

ମୋ ପ୍ରିୟା ଫେରିନାହିଁ କିଆଁ

ନଦୀରେ ନଦୀ କାହିଯା ନଦୀ--୨

ରୁସିଛିକି ମୋର ପ୍ରିୟା

ପ୍ରିୟା ମୋ ପ୍ରିୟା ଫେରିନାହିଁ କିଆଁ

ମୋ ପ୍ରିୟା ଫେରିନାହିଁ କିଆଁ

କେଜାଣି ପ୍ରିୟା କେଉଁଠି ଥିବ

ମୋ ବିନା ଏକା କେମିତି ଥିବ

ହେ କେଜାଣି ପ୍ରିୟା କେଉଁଠି ଥିବ

ମୋ ବିନା ଏକା କେମିତି ଥିବ

କହିଥିଲାସେ ଖବର ଦବ

ଭୁଲି ଗଲାଣି ବରଷେ ହବ

ଜହ୍ନରେ ଜନ୍ହ ବୁଝୁନି ମନ

ହେ ଜହ୍ନରେ ଜନ୍ହ ବୁଝୁନି ମନ

ବଦଳି ଗଲାକି ପ୍ରିୟା

ପ୍ରିୟା ମୋ ପ୍ରିୟା ଫେରିନାହିଁ କିଆଁ

ମୋ ପ୍ରିୟା ଫେରିନାହିଁ କିଆଁ

ମନ୍ଦିର ବେଢ଼ା ରହିଛି ସାକ୍ଷୀ

ବଉଳ ବେଦୀ ରହିଛି ସାକ୍ଷୀ

ହୋ ମନ୍ଦିର ବେଢ଼ା ରହିଛି ସାକ୍ଷୀ

ବଉଳ ବେଦୀ ରହିଛି ସାକ୍ଷୀ

ତା ମୁହଁ ଆଜି ଖୋଜେ ମୋ ଆଖି

ଦବାକୁ ଅଛି ସିନ୍ଦୂର ବାକି

ପକ୍ଷୀରେ ପକ୍ଷୀ ଆଣିବୁ ଡାକି

ହେ ପକ୍ଷୀରେ ପକ୍ଷୀ ଆଣିବୁ ଡାକି

ଯେତେଦୂରେ ଥାଉ ପ୍ରିୟା

ପ୍ରିୟା ମୋ ପ୍ରିୟା ଫେରିନାହିଁ କିଆଁ

ମୋ ପ୍ରିୟା ଫେରିନାହିଁ କିଆଁ

ମେଘରେ ମେଘ କହିଯା ମେଘ--୨

କେତେ ଦୂରେ ମୋର ପ୍ରିୟା

ପ୍ରିୟା ମୋ ପ୍ରିୟା ଫେରିନାହିଁ କିଆଁ

ମୋ ପ୍ରିୟା ଫେରିନାହିଁ କିଆଁ

ନଦୀରେ ନଦୀ କାହିଯା ନଦୀ--୨

ରୁସିଛିକି ମୋର ପ୍ରିୟା

ପ୍ରିୟା ମୋ ପ୍ରିୟା ଫେରିନାହିଁ କିଆଁ

ମୋ ପ୍ରିୟା ଫେରିନାହିଁ କିଆଁ

Altro da PRASANT-HAL-ODISHA

Guarda Tuttologo