menu-iconlogo
huatong
huatong
sameer-dipa-tia-moteit-cover-image

Dipa tia mote...IT

Sameerhuatong
:🎀🅂🄰🄼🄴🄴🅁🎀:🐯🄷🄱🄷🐯huatong
Testi
Registrazioni
SAMEER🐯

Room id-243839

ଦୀପାଟିଏ ମୋତେ କରିଦିଅ

ପ୍ରଭୁ ଶ୍ରୀମନ୍ଦିରେ ଜାଳୁଥିବି..2

ତୋହରି ସେବାରେ ତୋ ସିଂହ ଦୁଆରେ..2

ଜଳି ଜଳି ସରିଯିବି ହୋ...

ଜଳି ଜଳି ସରିଯିବି

ଦୀପାଟିଏ ମୋତେ କରିଦିଅ

ପ୍ରଭୁ ଶ୍ରୀମନ୍ଦିରେ ଜାଳୁଥିବି

ଶ୍ରୀମନ୍ଦିରେ ଜାଳୁଥିବି...

🙏Visit for more clean IT🙏

କରୁଥିବି ନୀତି ତୋର ଦରଶନ

ଲୋଡ଼ା ନାହିଁ ପ୍ରଭୁ ଯଶ ଆଉ ମାନ...2

ତୁଳସୀ ପତର କରିଦିଅ ପ୍ରଭୁ...2

ତମ ସେବାରେ ଲାଗିବି ହୋ...

ତମ ସେବାରେ ଲାଗିବି

ଦୀପାଟିଏ ମୋତେ କରିଦିଅ

ପ୍ରଭୁ ଶ୍ରୀମନ୍ଦିରେ ଜାଳୁଥିବି

ଶ୍ରୀମନ୍ଦିରେ ଜାଳୁଥିବି...

🌹And follow🌹

ଆଖି ଲୁହ ମୋର କରୁଛି ଅର୍ପଣ

ଭକତିକୁ ମୋର କର ହେ ଚନ୍ଦନ...2

ତୁଳସୀ ପତର କରିଦିଅ ପ୍ରଭୁ... 2

ପଦା ତଳେ ରହିଥିବି ହୋ...

ପଦା ତଳେ ରହି ଥିବ

ଦୀପାଟିଏ ମୋତେ କରିଦିଅ

ପ୍ରଭୁ ଶ୍ରୀମନ୍ଦିରେ ଜାଳୁଥିବି..2

ତୋହରି ସେବାରେ ତୋ ସିଂହ ଦୁଆରେ..2

ଜଳି ଜଳି ସରିଯିବି ହୋ...

ଜଳି ଜଳି ସରିଯିବି

ଦୀପାଟିଏ ମୋତେ କରିଦିଅ

ପ୍ରଭୁ ଶ୍ରୀମନ୍ଦିରେ ଜାଳୁଥିବି

ଶ୍ରୀମନ୍ଦିରେ ଜାଳୁଥିବି...2

🎵sKs music 🎵

Altro da Sameer

Guarda Tuttologo

Potrebbe piacerti