menu-iconlogo
huatong
huatong
abhijeetaseema-sathire-tu-mora-sathire-cover-image

Sathire Tu mora Sathire

Abhijeet/Aseemahuatong
🥰☞🏹𝙻𝚊𝚡𝚖𝚊𝚗❤️🎶🎶🎶huatong
歌詞
収録
ଓଡ଼ିଆ ଧାରାବାହିକ - ସାଥୀରେ

"ବିନ୍ଦୁ"(ଶୁଭଶ୍ରୀ)ର ଅନୁରୋଧ କ୍ରମେ

ଗୀତ- ସାଥିରେ ତୁ ମୋର ସାଥିରେ

ଉପଲୋଡ- ଲକ୍ଷ୍ମଣ

F-କେବେ ନା କେବେ ବୁଝିବୁ ଆମ

ରାଗ ରୋଷା ଅଭିମାନ

ଜାଣିବୁ ସିଏ ନ ଥିଲା କଳି

ଥିଲା ଟିକେ ଟିକେ ପ୍ରେମ...

M-ପ୍ରେମର ବାଟରେ ..

ପାପୁଲି ରେଖାରେ....

ଲେଖା ତୋ ନା ସେଥିରେ........

F- ସାଥୀରେ ତୁ ମୋର ସାଥିରେ

ମୋ ଜିବନ ସାଥୀରେ ସାଥିରେ......

M-ସାଥୀରେ ତୁ ମୋର ସାଥିରେ

ମୋ ଜିବନ ସାଥୀରେ ସାଥିରେ......

M- ଝଡ ପରେ ପରେ

ଯେବେ ଉଜୁଡ଼ା ଭୂଇଁରେ

ଆଉଥରେ ଫଗୁ ଫେରେ......

F- ଭଙ୍ଗା ରୋଜା ମନ

ପୁଣି ଯୋଡ଼ି ଦେଲେ..

ବେଶି ବେଶି ପ୍ରେମ ବଢେ...ହେ......

M- ବଢ଼ିଲା ପାଦକୁ ଫେରେଇ ନବୁନି

ରହିଯା ମୋ ହୃଦୟ ରେ......

ସାଥିରେ ତୁ ମୋର ସାଥିରେ

ମୋ ଜୀବନ ସାଥୀରେ ସାଥିରେ.....

F-ସାଥିରେ ତୁ ମୋର ସାଥିରେ

ମୋ ଜୀବନ ସାଥୀରେ ସାଥିରେ.....

F- ମନ ଥିଲା ତୋର

ଗୋଟେ ବାଆଁରା ଚଢ଼େଇ...

ଧିରେ ଧିରେ ଦେଲୁ ଧରା..........

M- ଓ.. ଧରା ଦେଲା ପରେ...

ଆମ ଏ ସଂପର୍କ......

ଲାଗେ ସତେ ଖଣ୍ଡ ଶିରା.. ହା....

F- ସାରା ଜୀବନ କୁ ରଖିବି ସାଇତି

ତୋତେ ମୋ ପଣତରେ.........

M/F-ସାଥିରେ ତୁ ମୋର ସାଥିରେ

ମୋ ଜୀବନ ସାଥୀରେ ସାଥିରେ.....

ସମାପ୍ତ

Abhijeet/Aseemaの他の作品

総て見るlogo