ଛୁଇଁ ତୋତେ ଜୀବନ ଥମିଗଲା ପବନ
ଗୁଞ୍ଜିଗଲା ଗଗନ ରେ ସ୍ପନ୍ଦନ ର ଗୁଞ୍ଜନ
ଛୁଇଁ ତୋତେ ସପନ ମହକିଲା ଚନ୍ଦନ
ଚମକିଲା ଚାନ୍ଦିନୀ ରେ ରୂପେଲି ର ରଞ୍ଜନ
ମୋ ପ୍ରଥମ ପ୍ରେମ ର ମୋ ପ୍ରଥମ ଚିଠି ର
ମୋ ପ୍ରଥମ ଲେଖା ର ତୁ ପ୍ରଥମ ଅକ୍ଷର
ମୋ ପ୍ରଥମ ପ୍ରେମ ର ମୋ ପ୍ରଥମ ସ୍ୱପ୍ନ ର
ମୋ ପ୍ରଥମ ପ୍ରଶ୍ନ ର ତୁ ପ୍ରଥମ ଉତ୍ତର,
ଏ ଅସରନ୍ତି ଆଶା ର ତୁ ଅସୀମ ସେ ଭାବନା
ମୋ ସ୍ଵପ୍ନ ର ଅନନ୍ତ ରେ ତୁ ଏକାନ୍ତ ର କଳ୍ପନା
ଏ ଭାବ ର ରୂପାନ୍ତରେ ତୁ ଅବା ପରରଚନା
ମୋ ସ୍ୱର ର ସଙ୍ଗମ ରେ ତୁ ସଙ୍ଗୀତ ର ମୂର୍ଚ୍ଛନା
ଛୁଇଁ ତୋତେ ଜୀବନ ଥମିଗଲା ପବନ
ଗୁଞ୍ଜୀଗଲା ତୋ ଗାନ ରେ ସ୍ପନ୍ଦନ ର ଗୁଞ୍ଜନ
ମୋ ପ୍ରଥମ ପ୍ରେମ ର ମୋ ପ୍ରଥମ ସ୍ୱପ୍ନ ର
ମୋ ପ୍ରଥମ ପ୍ରଶ୍ନ ର ତୁ ପ୍ରଥମ ଉତ୍ତର
ମୋ ପ୍ରଥମ ପ୍ରେମ ର ମୋ ପ୍ରଥମ ଚିଠି ର
ମୋ ପ୍ରଥମ ଲେଖା ର ତୁ ପ୍ରଥମ ଉତ୍ତର
ମୋ ପ୍ରଥମ ପ୍ରେମ ର ମୋ ପ୍ରଥମ ଚିଠି ର
ମୋ ପ୍ରଥମ ଲେଖା ର ତୁ ପ୍ରଥମ ଅକ୍ଷର
ମୋ ପ୍ରଥମ ପ୍ରେମ ର ମୋ ପ୍ରଥମ ସ୍ୱପ୍ନ ର
ମୋ ପ୍ରଥମ ପ୍ରଶ୍ନ ର ତୁ ପ୍ରଥମ ଉତ୍ତର
ମୋ ପ୍ରଥମ ପ୍ରେମ ର ମୋ ପ୍ରଥମ ସ୍ୱପ୍ନ ର
ମୋ ପ୍ରଥମ ପ୍ରଶ୍ନ ର ତୁ ପ୍ରଥମ ଉତ୍ତର
ମୋ ପ୍ରଥମ ପ୍ରେମ ର ମୋ ପ୍ରଥମ ଚିଠି ର
ମୋ ପ୍ରଥମ ଲେଖା ର ତୁ ପ୍ରଥମ ଉତ୍ତର