menu-iconlogo
huatong
huatong
aseema-pandyasabisesh-luchi-luchi-cover-image

Luchi luchi

Aseema Pandya/Sabiseshhuatong
sissylew71huatong
歌詞
収録
ଚୁପି ଚୁପି ଆସି ସପନରେ ମୋର କଲୁ ମୋତେ କିମିଆଁ

ଯଦି କେହି ମୋତେ ନାଁ ପଚାରୁଚି କହିଦିଏ ତୋର ନାଁ

ଗୁମସୁମ୍ ଗୁମସୁମ୍ ମନ ମୋର କିଛି ବୁଝେନା

ଦୂରେ ଥା ତୁ ସାଥି ମୋର ପାଖେ ଆସନା

ଗୁମସୁମ୍ ଗୁମସୁମ୍ ମନ ମୋର କିଛି ବୁଝେନା

ଦୂରେ ଥା ତୁ ସାଥି ମୋର ପାଖେ ଆସନା

କେତେ ଭଲପାଏରେ ତତେ ନାହିଁ ଅଜଣା

କରୁ କାହିଁ ମିଛେ ବାହାନା?

ତୋ ଦିଲ୍ ମୋ आशियाना, ମୁଁ ଦିୱାନା

ତୋ ଦିଲ୍ ମୋ आशियाना, ମୁଁ ଦିୱାନା

ମୋ ଦିଲ୍ ତୋ आशियाना, ତୁ ଦିୱାନା

ମୋ ଦିଲ୍ ତୋ आशियाना, ତୁ ଦିୱାନା

ସହି ପାରୁନି ଦୂରତା ହାଏ

ତତେ ଦେଖି ମୁଁ ପାଖରେ

ଥରେ ଇଶାରା କରିଦେ ତତେ

ଛୁଇଁଦେବି ନିରଳାରେ

ସହି ପାରୁନି ଦୂରତା ହାଏ

ତତେ ଦେଖି ମୁଁ ପାଖରେ

ଥରେ ଇଶାରା କରିଦେ ତତେ

ଛୁଇଁଦେବି ନିରଳାରେ

ଛୁଇଁ ତତେ ମୁଁ ଥରେ ପାଇଗଲି ପାଉଣା

ଫିକା ପଡ଼ିଲା ତୋ ବାହାନା

ତୋ ଦିଲ୍ ମୋ आशियाना, ମୁଁ ଦିୱାନା

ତୋ ଦିଲ୍ ମୋ आशियाना, ମୁଁ ଦିୱାନା

ମୋ ଦିଲ୍ ତୋ आशियाना, ତୁ ଦିୱାନା

ମୋ ଦିଲ୍ ତୋ आशियाना, ତୁ ଦିୱାନା

ଆଖି ତୋର କିଛି କଥା

କହେ ମତେ ଇଶାରାରେ

ଇଛାହୁଏ ଭିଜିବାକୁ ମୋତେ

ତୋ ପ୍ରେମର ଦରିଆରେ

ଆଖି ତୋର କିଛି କଥା

କହେ ମତେ ଇଶାରାରେ

ଇଛାହୁଏ ଭିଜିବାକୁ ମୋତେ

ତୋ ପ୍ରେମର ଦରିଆରେ

ତତେ ପାଇ ପାଖରେ ଭୁଲିଲି ମୁଁ ଠିକଣା

ଆଉ ଭୁଲିଗଲି ନିଜ ନାଁ

ତୋ ଦିଲ୍ ମୋ आशियाना, ମୁଁ ଦିୱାନା

ତୋ ଦିଲ୍ ମୋ आशियाना, ମୁଁ ଦିୱାନା

ମୋ ଦିଲ୍ ତୋ आशियाना, ତୁ ଦିୱାନା

ମୋ ଦିଲ୍ ତୋ आशियाना, ତୁ ଦିୱାନା

あなたにおすすめ