menu-iconlogo
huatong
huatong
avatar

Nichhatiya Mana

Babushaan Mohantyhuatong
💞SUNILBBSR💞🎼APRS🎼huatong
歌詞
収録
Follow Sunilbbsr

For clean track

? MUSIC ?

ମତେ ଦେଖା ଦିଅ କି ତୁମେ

ରକ୍ତ ରକ୍ତ ସଞ୍ଜ ବେଳାରେ

ତୁମେ ଆଉ କେହି ନୁହେଁ ମୋ

ନିଛାଟିଆ ମନର ଛାଈ

ଯେବେ ସୂରୁଜ ଶୋଇଯାଏ

ମସିଣା ପାରି

ଲୁହ ବତୁରା ତକିଆକୁ

ଛାତିରେ ଧରି

ଏଇ ମନ ଜାଗି ରହେ ତାରା ଟେ ହେଇ

ନିଜ ସାଥେ ହିଁ ତାର ଭାରି ଲଢେଇ

ମତେ ଦେଖା ଦିଅ କି ତୁମେ

ରକ୍ତ ରକ୍ତ ସଞ୍ଜ ବେଳରେ

ତୁମେ ଆଉ କେହି ନୁହେଁ ମୋ

ନିଛାଟିଆ ମନର ଛାଈ

? MUSIC ?

ବୁଲା ଫକିର ହେଇ ମୁଁ ଚାଲେ

ପାହାଡ ଛାଇରେ

ମୋ ଝୁଲାମୁଣି କୁ ଭରି ଦେଲ

ତୁମେ ଅ ନି ଚ୍ଛା ରେ

ଏ ବିଜୁଳି ଆଲୁଅରେ ନିଜ

ମୁହଁ ଖୋଜି ଦେଖ

ଅଣଦେଖା କରିଛ ଯା ହାକୁ

ସେ ବୋଧେ ତୁ ମ ର

ତୁହା କୁ ତୁହା ବର୍ଷା ଲୁହ

ହୋଇ ବହେ ରେ

ଅସର ପଡେନି

ହେଲେ ଙ୍କାଇ କହେ ରେ

ମତେ ଦେଖା ଦିଅ କି ତୁମେ

ରକ୍ତ ରକ୍ତ ସଞ୍ଜ ବେଳାରେ

ତୁମେ ଆଉ କେହି ନୁହେଁ ମୋ

ନିଛାଟିଆ ମନର ଛାଈ

? MUSIC ?

ଚାରି କାନ୍ଧ ପାଲିଙ୍କି ରେ

ଜୀବନ ପରଦା କରେ

ନିଜ ଏକାକି ପଣରେ

ବହୁ ଦୂରେ ଫେରି ଯାଏ

ନାନାବାୟା ଗୀତ ବୋଲି ତାକୁ

ମୁଁ କି.. ଯଗାଏ

ଆପଣା ଗାଲକୁ ତା ପାପୁଲି ରେ

ଙ୍କାଇ ଚୁମା ଏ

ଅଣ୍ଟିରେ ତୁମ ଖୁଞ୍ଚି ଦେଇ ସ୍ମୃତିର ନିଦ

ସେ କେଉଁ ରାଇଜ ଗଲା ଶୁଭେନି ଡାକ

ମତେ ଦେଖା ଦିଅ କି ତୁମେ

ରକ୍ତ ରକ୍ତ ସଞ୍ଜ ବେଳାରେ

ତୁମେ ଆଉ କେହି ନୁହେଁ ମୋ

ନିଛାଟିଆ ମନର ଛାଈ

?Thanks ?

Babushaan Mohantyの他の作品

総て見るlogo