menu-iconlogo
huatong
huatong
avatar

Bhakata Bidura Saga Bhaja Dei

Bhikari Balhuatong
🙏🌹JAGANNATH🛐PREM!🌹🙏huatong
歌詞
レコーディング
ଭକତ ବିଦୁର ଶାଗ ଭଜା ଦେଇ ତୋଷାଇ ପାରିଲା ମନ(2)

ମୁଁ ଯେତେ ଦରବ ଯାଚିଲେ କାହିଁକି(2) ନ ଛୁଆଁ ହେ ଭଗବାନ

ଭକତ ବିଦୁର ଶାଗ ଭଜା ଦେଇ ତୋଷାଇ ପାରିଲା ମନ...

🙏🌹JAGANNATH 🛐PREMI 🌹🙏

Room id 171653

Time 9.00am

ଦାସିଆ ବାଉରୀ କି ତପ କରିଲା ତା ଶ୍ରୀଫଳ ହାତେ ନେଲ

ବନ୍ଧୁ ବୋଲି କହି ବନ୍ଧୁ ମହାନ୍ତିଙ୍କୁ ଭୋଗଥାଳି ଯାଚି ଦେଲ

ତୁମେ ପରା ସେହି ଭାବ ବିନୋଦିଆ(2)ମୋ ପାଇଁ କିଆଁ ମଉନ

ଭକତ ବିଦୁର ଶାଗ ଭଜା ଦେଇ ତୋଷାଇ ପାରିଲା ମନ

Song upload by laxman

Request by ସୁନିତା ମ୍ୟାଡମ

🙏 🌹 JAGANNATH 🛐 PREMI 🌹 🙏

ଦେଉଥିବି ମୁହିଁ ନେଉଥିବ ତୁମେ ଏଡେ ଭାଗ୍ୟ ମୋର କାହିଁ

ଅସରା ଲୁହରେ ଭରା ମୋ ପସରା କି ଦେଇ ତୋଷିବି ମୁହିଁ

ତୁମ ଛଡା ଫୁଲ ତୁଳସୀ ପାଇଁହେ (2) ଯାଉ ମୋର ଏ ଜୀବନ

ଭକତ ବିଦୁର ଶାଗ ଭଜା ଦେଇ ତୋଷାଇ ପାରିଲା ମନ....

ମୁଁ ଯେତେ ଦରବ ଯାଚିଲେ କାହିଁକି(2) ନ ଛୁଆଁ ହେ ଭଗବାନ

ଭକତ ବିଦୁର ଶାଗ ଭଜା ଦେଇ ତୋଷାଇ ପାରିଲା ମନ...

ନ ଛୁଆଁ ହେ ଭଗବାନ, ତୋଷାଇ ପାରିଲା ମନ...

Bhikari Balの他の作品

総て見るlogo
Bhakata Bidura Saga Bhaja Dei by Bhikari Bal - 歌詞&カバー