menu-iconlogo
huatong
huatong
avatar

Ga Re Mita Ga

Chitta Jenahuatong
🥰☞🏹𝙻𝚊𝚡𝚖𝚊𝚗❤️🎶🎶🎶huatong
歌詞
収録
ଗା ରେ ମିତ ଗା ........

Movie-Bada bhauja

ଲକ୍ଷ୍ମଣ

ନୂଆ ବର୍ଷ ର ହାର୍ଦିକ ଅଭିନନ୍ଦନ(2023)

Jay Jagannath ?

ଲାଲାଲା ଲାଲାଲା ଲା...ହା...

ଲାଲାଲା ଲା..... ଆ.....

ୟୁଡେହି ଲେହି...........3

ହେ ହେ ହେ................

ଗା ରେ ମିତ ଗା ଗା ଗା ଗା

ଗୀତ ଗାଇ ଯା ଯା ଯା ଯା

ଗାରେ ମିତ ଗା ଗା ଗା ଗା

ଗୀତ ଗାଇ ଯା ଯା ଯା ଯା

କେହି ଆଗେ ନାହିଁ

କେହି ପଛେ ନାହିଁ

କେହି ଆଗେ ନାହିଁ

କେହି ପଛେ ନାହିଁ..

ସାଥୀ ସେ ଉପର୍ ୱାଲା ଲା ଲା.....

ଗାରେ ମିତ ଗା ଗା ଗା ଗା

ଗୀତ ଗାଇ ଯା ଯା ଯା ଯା

ଗାରେ ମିତ ଗା ଗା ଗା ଗା

ଗୀତ ଗାଇ ଯା ଯା ଯା ଯା

କେହି ଆଗେ ନାହିଁ

କେହି ପଛେ ନାହିଁ

କେହି ଆଗେ ନାହିଁ

କେହି ପଛେ ନାହିଁ..

ସାଥୀ ସେ ଉପର୍ ୱାଲା ଲା ଲା.....

ଗାରେ ମିତ ଗା ଗା ଗା ଗା

ଗୀତ ଗାଇ ଯା ଯା ଯା ଯା

ନା ନାହିଁ କି ଠିକଣା ନାହିଁ

ଆମେ ତୋ ଯାଯାବର

ଆମରି ପାଇଁ ସବୁ ନିଜର

ଦୁନିଆ ଆମ ଘର

ନା ନାହିଁ କି ଠିକଣା ନାହିଁ

ଆମେ ତୋ ଯାଯାବର

ଆମରି ପାଇଁ ସବୁ ନିଜର

ଦୁନିଆ ଆମ ଘର

ତୋ ଠିକଣା ମୁ

ମୋ ଠିକଣା ତୁ

ତୋ ଠିକଣା ମୁ

ମୋ ଠିକଣା ତୁ

ବାହାରେ ସାଙ୍ଗ ବାଃ ବାଃ ବାଃ ବାଃ

ସାବାସ...................

ଗାରେ ମିତ ଗା ଗା ଗା ଗା

ଗୀତ ଗାଇ ଯା ଯା ଯା.......

F- ଲାଲ ଲା ଲା........

ଖରା ମା ଖରେଇ ଦେ

ମୋ ପଣତ ଶୁଖେଇ ଦେ

ଖରା ମା ଖରେଇ ଦେ

ମୋ ପଣତ ଶୁଖେଇ ଦେ

ପରଦେଶିଆ ରହିଲା ଦୁରେ

କେବେ ଆସିବ କହିଦେ

ପରଦେଶିଆ ରହିଲା ଦୁରେ

କେବେ ଆସିବ କହିଦେ

ମୁଣ୍ଡ ଉପରେ ଖୋଲା ଆକାଶ

ସାମ୍ନା ରେ ଲମ୍ବା ରାସ୍ତା

ସବୁ ତୋ ଏଠି ମହଙ୍ଗା ହେଲେ

ଜୀବନ ଭାରି ଶସ୍ତା

ମୁଣ୍ଡ ଉପରେ ଖୋଲା ଆକାଶ

ସାମ୍ନା ରେ ଲମ୍ବା ରାସ୍ତା

ସବୁ ତୋ ଏଠି ମହଙ୍ଗା ହେଲେ

ଜୀବନ ଭାରି ଶସ୍ତା

ହାଏରେ ଉପର୍ ବାଲା

କାହାକୁ ମଣିଷ କଲା

ହାଏରେ ଉପର୍ ବାଲା

କାହାକୁ ମଣିଷ କଲା

ଆମକୁ ବାଳୁଙ୍ଗା କଲା ଲା ଲା.......

ଗାରେ ମିତ ଗା ଗା ଗା ଗା

ଗୀତ ଗାଇ ଯା ଯା ଯା ଯା

ଗାରେ ମିତ ଗା ଗା ଗା ଗା

ଗୀତ ଗାଇ ଯା ଯା ଯା ଯା

କେହି ଆଗେ ନାହିଁ

କେହି ପଛେ ନାହିଁ

କେହି ଆଗେ ନାହିଁ

କେହି ପଛେ ନାହିଁ..

ସାଥୀ ସେ ଉପର୍ ୱାଲା ଲା ଲା.....

ଗାରେ ମିତ ଗା ଗା ଗା ଗା

ଗୀତ ଗାଇ ଯା ଯା ଯା ଯା

ଗାରେ ମିତ ଗା ଗା ଗା ଗା

ଗୀତ ଗାଇ ଯା ଯା ଯା ଯା

ସମାପ୍ତ

Chitta Jenaの他の作品

総て見るlogo