menu-iconlogo
logo

Lachaka Mani Baby

logo
歌詞
ପୁ-ହାଏଲୋ ମୋ ଜମ୍ପରବାଲି ନାଲି ଝିଣ୍ଟିକା

ତତେ ଦେଖି ଦିଲଟା ହୁଏ ବିନ୍ଧା ଛିଟିକା

ଝି-ହାଁ ବାଇଆଟା ଖାଇଦବୁ ଯା ଜୂର ବଟିକା

ଘରବାଟେ କରନା ଆଉ ନୂତ୍ୟନାଟିକା

ପୁ-ତୋ ରାଣ ମୋ ପ୍ରାଣ ମୁଁ ତୋପାଇଁ ଦେଇ ଦେବିଲୋ

ଲଚକମଣୀ ବେବିଲୋ ବୟଫ୍ରେଣ୍ଡ ତୋର ହେବିଲୋ

ଘୁଡୁ ଘୁଡୁ ଘୁଡୁ ବୁଲେଟ ଗାଡିରେ ବଜାର ବୁଲେଇନେବି

ଝି-ହେ ଲଚକମଣୀ ବେବିରେ ଚକମା ଦେଖେଇ ଦେବିରେ

ଘୁଡୁ ଘୁଡୁ ଘୁଡୁ ବୁଲେଟ ଗାଡିରେ ବଜାର ଯାଏଁ ଯିବିରେ

ପୁ-ହେଏଏଏ ସୋନା ହାଏ ତୁ ସୁନ୍ଦିରୀ ମଇନା

ତୋର ଟୁକୁରୁ ଟୁକୁରୁ ଆଖି ଦିଇଟା କଲାରେ ପାଗଲ୍ ଦିବାନା

ଝି-ହେଏ ଧନ ଏତେ ତୁ ଷ୍ଟାଇଲ୍ ମାରେନା

ବେଶି ଛୁନ୍ଦୁରୁ ମୁନ୍ଦୁରୁ କଥା କହିଲେ ଦେଖିବୁ ସଦର ଥାନା

ପୁ-ଏ ଛୋରି ହବୁ ଚୋରି ଗଲେ ପଛେ ଥାନାକୁ ମୁଁ  ଯିବିଲୋ

ଲଚକମଣୀ ବେବିଲୋ ବୟଫ୍ରେଣ୍ଡ ତୋର ହେବିଲୋ

ଘୁଡୁ ଘୁଡୁ ଘୁଡୁ ବୁଲେଟ ଗାଡିରେ ବଜାର ବୁଲେଇନେବି

ଝି-ହାଏ ହାଏ ଲଚକମଣୀ ବେବିରେ ଚକମା ଦେଖେଇ ଦେବିରେ

ଖୁଟୁ ଖୁଟୁ ଖୁଟୁ ବୁଲେଟ ଗାଡିରେ ବଜାର ଯାଏଁ ଯିବି

ଝି-ଏଏଏ ମମି ଟୋକାଟା ହତାଶ ପ୍ରେମୀ

ଆରେ ଲାଗୁଛି ଯେମିତି ପ୍ରେମ ଭିଟାମିନ

ଯାଇଛି ତା ଦେହରୁ କମି

ପୁ-ହେଏଏ ମଣି ଶୁଣାନି ଏତେ କାହାଣୀ

ତୁ ନଗଲେ କୁଲୁକୁଲୁ ହୁଏ ଯିବାକୁ ତୋ ସାନ ଭଉଣୀ

ଝି-ହଁ ଧନ ଦେଲି ମନ କହ କେବେ କରିବୁ ତୋ ବେବିରେ

ହଁ ଲଚକମଣୀ ବେବିରେ ଗାର୍ଲଫ୍ରେଣ୍ଡ ତୋର ହେବିରେ

ଖୁଟୁ ଖୁଟୁ ଖୁଟୁ ବୁଲେଟ ଗାଡିରେ ବଜାର ତୋସାଥେ ଯିବି

ପୁ-ହଁ ଲଚକମଣୀ ବେବିଲୋ ବୟଫ୍ରେଣ୍ଡ ତୋର ହେବିଲୋ

ଘୁଡୁ ଘୁଡୁ ଘୁଡୁ ବୁଲେଟ ଗାଡିରେ ବଜାର ବୁଲେଇନେବି

ଝି-ହାଏ ହାଏ ଲଚକମଣୀ ବେବିରେ ଗାର୍ଲଫ୍ରେଣ୍ଡ ତୋର ହେବିରେ

ଖୁଟୁ ଖୁଟୁ ଖୁଟୁ ବୁଲେଟ ଗାଡିରେ ବଜାର ତୋସାଥେ ଯିବି

ପୁ-ହଁ ଲଚକମଣୀ ବେବିଲୋ ବୟଫ୍ରେଣ୍ଡ ତୋର ହେବିଲୋ

ଘୁଡୁ ଘୁଡୁ ଘୁଡୁ ବୁଲେଟ ଗାଡିରେ ବଜାର ବୁଲେଇନେବି