menu-iconlogo
huatong
huatong
avatar

To Spandan Mo Spandan New (Queen) Move, Human Sagar & Ira mohant

JAYANTA - 6351496825, Ira mohanty/Humane sagarhuatong
ᏦUℳᎯℛ-ᎫᎯᎽᎯℕᏆᎯ🌟💘⭐DKAhuatong
歌詞
レコーディング
♻️ ତୋ ସ୍ପନ୍ଦନ ମୋ ସ୍ପନ୍ଦ💠

Move~Queen

Singer ~Humane Sagar

&ira mohanty

M, ନାଁ.. ନାନାନାନା..

F,ନାଁ..ନାନାନା..

M,ନାଁ..ନାନାନା..(m+f)ନାଁ..ନାନା..

UPLOADED BY 💻 💻 💻

ᏦUℳᎯℛ - ᎫᎯᎽᎯℕᏆᎯ 🌟 💘 ⭐

M, ତୋ ସ୍ପନ୍ଦନ ମୋ ସ୍ପନ୍ଦନ ଗୋଟିଏ ସ୍ପନ୍ଦନ

ତୋ ସାଥିରେ ବିତିଯାଉ ମୋ ବାକି ଜୀବନ..

🌟🌿🌿🥀🥀💐💐💐💠💠💠💠

F, ହ୍ନା..ତୋ ନିଶ୍ଵାସ ମୋ ନିଶ୍ଵାସ ଗୋଟିଏ ନିଶ୍ଵାସ

ତୋ ସାଥିରେ ସରିଯାଉ ମୋ ବାକି ଆୟୁଷ

M, ଏକା ଏକା..ଥିଲି ମୁଁ..

ଫିକା ଫିକା..ଥିଲି ମୁଁ..

ତୁ ଆସି..ଜୀବନୀକୁ

କରିଦେଲୁ ରଙ୍ଗିନ୍

କୁଇନ୍..ତୁ କୁଇନ୍..

You are my Queen..

F, ହ୍ନା..କୁଇନ୍.. ମୁଁ କୁଇନ୍..

I am you Queen..

💠🎵👸👸👸🌻🌹❤️

UPLOADED BY 💻 💻 💻

ᏦᏬᎷᏗᏒ-ᏠᏗᎩᏗᏁᏖᏗ 🌟💘⭐

M, ସବୁକିଛି ଥିଲା ମୋ ପାଖରେ ସିନା..

ଥିଲା ଖାଲି ତୋ ଭାବ..

🦋💙💐🌹💕🌟🎶♥️💖

ହୋ..ସବୁକିଛି ଥିଲା ମୋ ପାଖରେ ସିନା..

ଥିଲା ଖାଲି ତୋ ଭାବ..

F, ତୁ ଯଦି ଏମିତି ପାଖେ ପାଖେ ଥିବୁ..

ସୁନା ରୂପା କଣ ହବ..

M, ତତେ ପାଖେ..ପାଇ ମୁଁ..

ରାତି ଦିଏ..ପାହି ମୁଁ..

ତୋ ପାଇଁ..ସବୁରାତି..

ହେଇଗଲା ଚାନ୍ଦିନୀ..

କୁଇନ୍..ତୁ କୁଇନ୍..

You are my Queen..

F, ହ୍ନା ହା..କୁଇନ୍..ମୁଁ କୁଇନ୍

I am you Queen..

⚜️🦋🦋🦋🧚‍♀️🧚‍♀️🧚‍♀️🧚‍♀️

LYRICS BY ✍️✍️✍️✍️

KUMAR - JAYANTA 🌟 💘 ⭐

F, ବାଟ ଚାଲୁ ଚାଲୁ..ହାତ ଧରି ନେଲୁ..

ଭାବି ନେଲି ତତେ ଠିକଣା..

🎋🎀🎗️🎄🎉🧶🌀❄️💧

ବାଟ ଚାଲୁ ଚାଲୁ..ହାତ ଧରି ନେଲୁ..

ଭାବି ନେଲି ତତେ ଠିକଣା..

M, କାଲି ସିନା ଥିଲୁ ଅଚି଼ହ୍ନା ଅଜଣା..

ଆଜି ହେଲୁ ଭାରି ଆପଣା..

F, ପାଖେ ମୋର..ଥିଲେ ତୁ..

ଖୁସି ଟିକେ..ଦେଲେ ତୁ..

ଏ ପ୍ରେମର..ନଂଅରରେ...

ହସୁଥିବି ସବୁଦିନି...

କୁଇନ୍.. ମୁଁ କୁଇନ୍..

I am you Queen..

M, ହ.ଓ..କୁଇନ୍..ତୁ କୁଇନ୍..

You are my Queen..

F,ହା..କୁଇନ୍.. ମୁଁ କୁଇନ୍..

I am you Queen..

M, ହେ.ଏ..କୁଇନ୍..ତୁ କୁଇନ୍..

You are my Queen..

🙏🙏Thank you 🙏 🙏

JAYANTA - 6351496825, Ira mohanty/Humane sagarの他の作品

総て見るlogo

あなたにおすすめ