menu-iconlogo
huatong
huatong
avatar

Hai Re Mora Kala Manika (Odia Bhajan Song)

Kumar Bapihuatong
cest-moihuatong
歌詞
レコーディング
ହୋଓ...

ଓଓ...

ହୋଓ...

ଓଓ...

ହାଏ ରେ ମୋର କଳା ମାଣିକ.. 2

ହାଏ ରେ ମୋର କଳା ମାଣିକ.. 2

ସେନେହ ଫୁଲ ତୁ,ଅମୂଲ ମୁଲ ତୁ

ଦୁଃଖୀର ଧନ ତୁ, ଭକ୍ତର ମନ ତୁ..

ତତେ ରଖିବାକୁ ଲୋଡ଼ା ଖାଲି ଭାବ ସିନ୍ଦୁକ

ହାଏ ରେ ମୋର କଳା ମାଣିକ

ହାଏ ରେ ମୋର କଳା ମାଣିକ...

ଛିଡେଇ ପାରୀନୁ ଖୁଆ ଦୌଡ଼ି

କେମିତି ଟେକିଲୁ ଗୋବର୍ଧନ ଗିରି

ଛିଡେଇ ପାରୀନୁ ଖୁଆ ଦୌଡ଼ି

କେମିତି ଟେକିଲୁ ଗୋବର୍ଧନ ଗିରି

ମା କୂଳେ ଲୁଚୁ ଅନ୍ଧାରକୁ ଡରି..

କାଳିଆ ଦଳନ କଲୁ କିପରି..

ମୁଗତି ମାର୍ଗ ତୁ,ପୁଣ୍ଯ ର ସର୍ଗ ତୁ

ବିପଦେ ଶାହା ତୁ, ଆପଦେ ଆହା ତୁ

ତତେ ବୁଝିବାକୁ ଲୋଡ଼ା ଖାଲି ଶାକ୍ତି ଟିକକ

ହାଏ ରେ ମୋର କଳା ମାଣିକ

ହାଏ ରେ ମୋର କଳା ମାଣିକ..

ବାନ୍ଧି ପାରିଲାନି ରାଧା ରାଣୀ ଲୁହ..

କେମିତି ବାନ୍ଧିଲା ଖୁଦ ଭଜା କହ..

ବାନ୍ଧି ପାରିଲାନି ରାଧା ରାଣୀ ଲୁହ..

କେମିତି ବାନ୍ଧିଲା ଖୁଦ ଭଜା କହ..

ଦୂରୀକା ରାଜା କାହିଁ ମୁରଲୀ ଧର..

ସାରଥୀ ସାଜିଲୁ ଅର୍ଜୁନ ରଥର

ଅନ୍ଧର ଆଖି ତୁ, ଧର୍ମର ସାକ୍ଷୀ ତୁ

ଆନନ୍ଦ ଧାରା ତୁ, ହୃଦୟ ହୀରା ତୁ..

କହ କଉବେଳେ ଲେଖା ତୋର ମୋହା ଜାତକ

ହାଏ ରେ ମୋର କଳା ମାଣିକ.. 2

ହାଏ ରେ ମୋର କଳା ମାଣିକ.. 2

ସେନେହ ଫୁଲ ତୁ,ଅମୂଲ ମୁଲ ତୁ

ଦୁଃଖୀର ଧନ ତୁ, ଭକ୍ତର ମନ ତୁ..

ତତେ ରଖିବାକୁ ଲୋଡ଼ା ଖାଲି ଭାବ ସିନ୍ଦୁକ

ହାଏ ରେ ମୋର କଳା ମାଣିକ ..2

ହାଏ ହାଏ ହାଏ ରେ ମୋର କଳା ମାଣିକ...

ହାଏ ରେ ମୋର କଳା ମାଣିକ

Kumar Bapiの他の作品

総て見るlogo