menu-iconlogo
huatong
huatong
avatar

NISHWA KARA HE MOTE

Kumar Bapihuatong
dog4hirehuatong
歌詞
レコーディング
ଜୟ ଜଗନ୍ନାଥ ......

ନିସ୍ବ କର ହେ ମୋତେ ବିଶ୍ବ ବିହାରୀ , ୨ଥର

ଖାଲି ଖାଲି ଆସିଥିଲି , ୨ଥର ଖାଲି ଯିବି ଫେରି

ଏତିକି ବୁଝିବା ମୋର ହେଇଗଲା ଡେରି .....

ନିସ୍ବ କର ହେ ମୋତେ ବିଶ୍ବ୍ ବିହାରୀ

ଅଳପ ଚାହିଁଲି , ଅନେକ ପାଇଲି

ଆଉ କିଛି ଚାହେଁନା ,

ଅମୃତ ଭାବନା କରେ ଆନମନା ,

କିଛି ଭଲ ଲାଗେନା

୨ଥର

ଜିବନ ଟା ଲଗଲାଣି ୨ଥର ଏବେ ଭାରି ଭାରି ...

ଏତିକି ବୁଝିବା ମୋର ହେଇ ଗଲା ଡେରି

ନିସ୍ବ କର ହେ ମୋତେ ବିଶ୍ବ ବିହାରୀ ..

ମଳୟ ପରଶ ନ ପାଇ ପାରିଲେ ,

ବାସ ନହିଁ ଚନ୍ଦନେ

ତୁମକୁ ନ ପାଇ ଯେତେ ଜା ପାଇଲେ

ଶାନ୍ତି ନହିଁ ଜୀବନେ ୨ଥର

ଅସାନ୍ତିରୁ ପ୍ରଶାନ୍ତି କୁ ୨ଥର

ପ୍ରାଣ ହୁଏ ଝୁରୀ

ଏତିକି ବୁଝିବା ମୋର ହେଇଗଲା ଡେରି

ନିସ୍ବ କର ହେ ମୋତେ ବିଶ୍ବ ବିହାରୀ

ଖାଲି ଖାଲି ଆସିଥିଲି ୨ଥର ଖାଲି ଯିବି ଫେରି ..

ଏତିକି ବୁଝିବା ମୋର ହେଇଗଲା ଡେରି

ନିସ୍ବ କର ହେ ମୋତେ ବିସ୍ବ ବିହାରୀ ...

ଜୟ ଜଗନ୍ନାଥ .....

Kumar Bapiの他の作品

総て見るlogo