menu-iconlogo
huatong
huatong
avatar

MO SUNA BHAUNI...

Kumarbapi/Diptirekhahuatong
morongospoiledhuatong
歌詞
レコーディング
ହୋ ହୋ ହୋ ହୋ..

ଲା ଲା ଲା ଲା ଲା ଲା ଲା....

ହୋ ହୋ ହୋ ହୋ..

ଲା ଲା ଲା ଲା ଲା ଲା ଲା....

ମୋ ସୁନା ଭଉଣୀ...

ମୋ ସୁନା ଭଉଣୀ......

ମୋ ସୁନା ଭଉଣୀ...

ମୋ ସୁନା ଭଉଣୀ......

ସଅଳ ସଅଳ ବାନ୍ଧି ଦେଲ ରାକ୍ଷୀ-

ମନ ମୋ ଉଚ୍ଛନ୍ନ ହେଲାଣି.....

ମୋ ସୁନା ଭାଇ...

ମୋ ରାଜା ଭାଇ.....

ମୋ ସୁନା ଭାଇ...

ମୋ ରାଜା ଭାଇ.....

ଟିକିଏ ରହିଥା ଦେଖୁନୁ ଥାଳିରେ

ଟିକିଏ ରହିଥା ଦେଖୁନୁ ଥାଳିରେ

ସବୁ ସଜବାଜ କଲିଣୀ......

ମୋ ସୁନା ଭଉଣୀ...

ମୋ ସୁନା ଭଉଣୀ....

ମୋ ସୁନା ଭାଇ..

ମୋ ରାଜା ଭାଇ.....

ମୋ ସୁନା ଭଉଣୀ...

ମୋ ସୁନା ଭଉଣୀ....

ପିଲା ଦିନ କଥା ତମନେ ଅଛିନା

ଭୁଲି ଗଲୁଣୀ କି କହ

ରାକ୍ଷୀ ବାନ୍ଧି ତତେ ପଇସା ନ ଦେଲେ

ହେଁ ବଡ କରୁ ମୁଁ ହଁ..

ହା ହା ହା

ପିଲା ଦିନ କଥା ଭାବିଦେଲେ ଭାଇ

ମତେ ହସଲାଗେ ଭାରୀ

ପକେଟ ଭିତରୁ କୋଡ଼ିଏ ପଇସା

କାଢୁ ମନ ଦୁଃଖ କରୀ...

ତୁ କହୁ ପଚାଶେ ପଇସା ଦେଭାଇ

ବିକଳ ହୋଇ ମୁଁ କହେ ପାଖେ ନାହିଁ

ସତ କଥା ଭାଇ ସେଇ ମିଠା ଦିନ

କେବେ ହେଲେ ଭୁଲି ହବନୀ..

ମୋ ସୁନା ଭଉଣୀ..

ମୋ ସୁନା ଭଉଣୀ....

ମୋ ସୁନା ଭାଇ..

ମୋ ରାଜା ଭାଇ..

ମୋ ସୁନା ଭଉଣୀ..

ମୋ ସୁନା ଭଉଣୀ...

ମୋ ସୁନା ଭାଇଟା ମୋଜିବନ ଧନ

ତାପରୀ କିଏ ସେ ହବ

ଜୀଇଁ ଥିବାଯାଏ ଛାଇପରି ମୋର

ପାଖେ ପାଖେ ରହି ଥିବ

ହଁ କଥା ଦେଲି ତତେ ମଥା ମୋର ଛୁଇଁ

ତୁମୋ ସୁଭଦ୍ରା ଭଉଣୀ..

ଜଗା ଭାଇ ପରୀ ଜଗି ରହିଥିବି

କେବେ ତତେ ଛାଢିବିନୀ..

ଭାଇ ନୁହେଁ ତୁତ ଭରସାର ଛାଇ

ଖରା ବରଷା ରେ ରଖିବୁ ଘୁଢେଇ...

ଦରକାର ହେଲେ ତପାଇଁ ଜୀବନ

ଦରକାର ହେଲେ ଏଇ ମୋ ଜୀବନ

ଦବାକୁ ପଛେଇ ଜୀବନୀ...

ମୋ ସୁନା ଭଉଣୀ..

ମୋ ସୁନା ଭଉଣୀ...

ମୋ ସୁନା ଭାଇ..

ମୋ ରାଜା ଭାଇ...

ସଅଳ ସଅଳ ବାନ୍ଧି ଦେଲ ରାକ୍ଷୀ

ମନ ମୋ ଉଛନ ହେଲାଣୀ..

ମୋ ସୁନା ଭଉଣୀ..

ମୋ ସୁନା ଭଉଣୀ..

ମୋ ସୁନା ଭାଇ..

ମୋ ରାଜା ଭାଇ..

ମୋ ସୁନା ଭଉଣୀ..

ମୋ ସୁନା ଭଉଣୀ.....

Kumarbapi/Diptirekhaの他の作品

総て見るlogo