menu-iconlogo
huatong
huatong
odia-bhakti-a-jibana-sate-agnipatha-tie-hq-odia-bhajan-jp-171653-cover-image

A JIBANA SATE AGNIPATHA TIE HQ ODIA BHAJAN JP 171653

ODIA BHAKTIhuatong
LB🎵MUSICAL🎶🎻ଓଡ଼ିଆ🎉huatong
歌詞
収録
ଏ ଜୀବନ ସତେ ଅଗ୍ନିପଥ ଟିଏ

ଚାଲିବାଟା ଭାରି କଷ୍ଟ

ଏ ଜୀବନ ସତେ ଅଗ୍ନିପଥ ଟିଏ

ଚାଲିବାଟା ଭାରି କଷ୍ଟ

ହେ ନନ୍ଦନନ୍ଦନ ତୁ ହେଲେ ଚନ୍ଦନ

ହେ ନନ୍ଦନନ୍ଦନ ତୁ ହେଲେ ଚନ୍ଦନ

ତୋ ଶୀତଳ ପରଶରେ

ଲଙ୍ଘିଯିବି ଅଗ୍ନିପଥ

କାଳିଆ ରେ ଚାଲିଯିବି କିଛି ବାଟ

ଏ ଜୀବନ ସତେ ଅଗ୍ନିପଥ ଟିଏ

ଚାଲିବାଟା ଭାରି କଷ୍ଟ

ଚାଲିବାଟା ଭାରି କଷ୍ଟ

ଜୀବନ ଯେତିକି କାମନା ସେତିକି

ଦୁଃଖ ପରେ ଖାଲି ଦୁଃଖ

ଜଳୁଚି ଏ ଦେହ ଜଳୁଚି ଏ ମନ

ପାଇବାକୁ ଟିକେ ସୁଖ

ହଁ ଜୀବନ ଯେତିକି କାମନା ସେତିକି

ଦୁଃଖ ପରେ ଖାଲି ଦୁଃଖ

ଜଳୁଚି ଏ ଦେହ ଜଳୁଚି ଏ ମନ

ପାଇବାକୁ ଟିକେ ସୁଖ

ଏ ଜୀବନ ସତେ କଣ୍ଟକିତ ପଥ

ଚାଲିବାଟା ଭାରି କଷ୍ଟ

ହେ ବ୍ରହ୍ମ ପରମ ତୁ ହେଲେ କୁସୁମ

ହେ ବ୍ରହ୍ମ ପରମ ତୁ ହେଲେ କୁସୁମ

ତୋ କୋମଳ ପରଶ ରେ

ଲଙ୍ଘିଯିବି କଣ୍ଟା ପଥ

କଳିଆରେ ଚାଲିଯିବି କିଛି ବାଟ

ଏ ଜୀବନ ସତେ ଅଗ୍ନିପଥ ଟିଏ

ଚାଲିବାଟା ଭାରି କଷ୍ଟ

ହୋ ହୋ , ଚାଲିବାଟା ଭାରି କଷ୍ଟ

ଇଛା ଅସୁମାରୀ ଯାଏ ମରିମରି

ବଞ୍ଚିବାଟା ଲାଗେ ବ୍ୟର୍ଥ

ନିଜେ କଷ୍ଟ ନେଇ ଅବ କଷ୍ଟ ଦେଇ

ଜିଇଁବା ରେ ନାହିଁ ଅର୍ଥ

ଇଛା ଅସୁମାରୀ ଯାଏ ମରିମରି

ଜିଇଁବାଟା ଲାଗେ ବ୍ୟର୍ଥ

ନିଜେ କଷ୍ଟ ନେଇ ଅବା କଷ୍ଟ ଦେଇ

ଜିଇଁବା ରେ ନାହିଁ ଅର୍ଥ

ଏ ଜୀବନ ସତେ ମରୁପଥ ଟିଏ

ଚାଲିବାଟା ଭାରି କଷ୍ଟ

ପତିତପାବନ ତୁ ହେଲେ ଶ୍ରାବଣ

ପତିତପାବନ ତୁ ହେଲେ ଶ୍ରାବଣ

ତୋ କରୁଣା ବରଷା ରେ

ଲଙ୍ଘିଯିବି ମରୁ ପଥ

କଳିଆରେ ଚାଲିଯିବି କିଛି ବାଟ

ଏ ଜୀବନ ସତେ ଅଗ୍ନିପଥ ଟିଏ

ଚାଲିବାଟା ଭାରି କଷ୍ଟ

ଏ ଜୀବନ ସତେ ଅଗ୍ନିପଥ ଟିଏ

ଚାଲିବାଟା ଭାରି କଷ୍ଟ

ହେ ନନ୍ଦନନ୍ଦନ ତୁ ହେଲେ ଚନ୍ଦନ

ହେ ନନ୍ଦନନ୍ଦନ ତୁ ହେଲେ ଚନ୍ଦନ

ତୋ ଶୀତଳ ପରଶରେ

ଲଙ୍ଘିଯିବି ଅଗ୍ନିପଥ

କାଳିଆ ରେ ଚାଲିଯିବି କିଛି ବାଟ

କାଳିଆ ରେ ଲଙ୍ଗି ଯିବି ଅଗ୍ନିପଥ

କାଳିଆ ରେ ଚାଲିଯିବି କିଛି ବାଟ

ODIA BHAKTIの他の作品

総て見るlogo