menu-iconlogo
huatong
huatong
avatar

Rati pahigala sejare sejare Odia Bhajan

PRABHAT creationhuatong
༄᭄༒☆⃝PRABHAT༒༄᭄huatong
歌詞
レコーディング
ସୁରୁଜ ଉଇଁଲେ~ କାହୁଁ ଚାଲିଯିବା ~

ସୁରୁଜ ଉଇଁଲେ ~କାହୁଁ ଚାଲିଯିବା ~

ତା ବଇଁଶୀ ତା ନୁପୁର

ତା.ବଇଁଶୀ ତା. ନୁପୁର

ସୁଭିବନି କୁଞ୍ଜରେ°_

ରାତି ପାହିଗଲା ଶେଜରେ ସେଜରେ

ରାଧା ସୋଇନାହିଁ ନିଦରେ

ହୋ~ରାତି ପାହିଗଲା ଶେଜରେ

ରାଧା ସୋଇନାହିଁ ନିଦରେ-

ସୁରୁଜ ଉଇଁଲେ କାହୁଁ ଚାଲିଯିବା

ସୁରୁଜ ଉଇଁଲେ କାହୁଁ ଚାଲିଯିବା

ତା ବଇଁଶୀ ତା ନୁପୁର

ତା ବଇଁଶୀ ତା ନୁପୁର

ସୁଭିବନି କୁଞ୍ଜରେ

ରାତି ପାହିଗଲା ଶେଜରେ-

ରାଧା ସୋଇନାହିଁ ନିଦରେ

ହୋ~ରାତି ପାହିଗଲା ଶେଜରେ ଶେଜରେ

ରାଧା ସୋଇନାହିଁ..ନିଦରେ

╠Music Monalish╣

ROOM --ID

876530--1310597

ଗୋପରେ ଲିଭିବ ସେ ଗୋପା ଚନ୍ଦ୍ରମା

ଡର ଲଗେ କାଳେ ଫେରିବନି ଜମା

Search (PRABHAT creation)

ହୋ ~ଗୋପରେ ଲିଭିବ ସେ ଗୋପା ଚନ୍ଦ୍ରମା

ଡର ଲଗେ କାଳେ ଫେରିବନି ଜମା

ଯମୁନା ବଢ଼ିବ ରାଧାର ଲୁହରେ

ଗୋଠ ଥରିଯିବ ବଉଳ କୋହରେ

କିଏ ଆଉ ଜୀବ କାହିଁ

କିଏ ଆଉ ଜୀବ କାହିଁ ଯମୁନାକୁ ସଂଜରେ

ରାତି ପାହିଗଲା ଶେଜରେ ଶେଜରେ

ରାଧା ସୋଇନାହିଁ ନିଦରେ

ହୋ~ରାତି ପାହିଗଲା ଶେଜରେ

ରାଧା ସୋଇନାହିଁ ନିଦରେ

Search (PRABHAT creation)

ସକାଳ ସୁରୁଜ ଆସିଲେ ଦେଖିବ

ଗୋପ ପୁର ସାରା ନିରଶ ନୀରବ

ᘛ ⃝Voiceᘛ

(⁠ SURESH WADEKAR)⁠

ହୋ~ସକାଳ ସୁରୁଜ ଆସିଲେ ଦେଖିବ

ଗୋପ ପୁର ସାରା ନିରଶ ନୀରବ

ଗଛଲତା ସବୁ ପଡ଼ିଚି ଝାଉଁଳି

କାହ୍ନୁ କାହ୍ନୁ କାହ୍ନୁ ବୋଲି ଯଶୋଦା ବାଉଳି

କିଏ ଆଉ ଭାଙ୍ଗିବ ଲୋ

କିଏ ଆଉ ଭାଙ୍ଗିବ ଲୋ ଦହିହାଣ୍ଡି ଗୋପରେ

ରାତି ପାହିଗଲା ଶେଜରେ

ରାଧା ସୋଇନାହିଁ ନିଦରେ

ହୋ~ରାତି ପାହିଗଲା ଶେଜରେ ଶେଜରେ

ରାଧା ସୋଇନାହିଁ ନିଦରେ-

ସୁରୁଜ ଉଇଁଲେ କାହୁଁ ଚାଲିଯିବା

ସୁରୁଜ ଉଇଁଲେ କାହୁଁ ଚାଲିଯିବା

ତା ବଇଁଶୀ ତା ନୁପୁର

ତା ବଇଁଶୀ ତା ନୁପୁର

ସୁଭିବନି କୁଞ୍ଜରେ

ରାତି ପାହିଗଲା ଶେଜରେ ଶେଜରେ

ରାଧା ସୋଇନାହିଁ ନିଦରେ

ହୋ~ରାତି ପାହିଗଲା ଶେଜରେ ଶେଜରେ

ରାଧା ସୋଇନାହିଁ ନିଦରେ

ହୋ~ରାତି ପାହିଗଲା ଶେଜରେ

ରାଧା ସୋଇନାହିଁ ନିଦରେ

PRABHAT creationの他の作品

総て見るlogo