menu-iconlogo
huatong
huatong
avatar

Nua Barasara Abhinandana

S Jituhuatong
rita.lecuyer052huatong
歌詞
収録
ପୁ... ଭୁଲି ଯିବା ରାଗ ରୁଷା

ମାନ ଆଉ ଅଭିମାନ

ବାଣ୍ଟିବା ରେ ଖୁସି ଆଜି

ଦେଖିବା ନୂଆ ସପନ

ଝି... ଭୁଲିଯିବା ରାଗ ରୂଷା

ମାନ ଆଉ ଅଭିମାନ

ବାଣ୍ଟିବା ରେ ଖୁସି ଆଜି

ଦେଖିବା ନୂଆ ସପନ

ପୁ... ପୁରୁଣା ବର୍ଷ କୁ ବିଦାୟ ଦେବା

ନୂଆ ବରଷ କୁ ସ୍ଵାଗତ କରିବା

ହସ ଖୁସିରେ କାଟିବା ଦିନ

ତୁମକୁ ନୂଆ ବରଷ ର ଅଭିନନ୍ଦନ

ଝି... ତୁମକୁ ନୂଆ ବରଷ ର ଅଭିନନ୍ଦନ

ପୁ... କେତେ ନୂଆ କଥା କେତେ ନୂଆ ସ୍ଵପ୍ନ

ବାନ୍ଧିଚି ମନରେ ଆଶା

ପୂର୍ବ ବରଷ ର ଦୁଃଖ ସବୁ ଭୁଲି

ଗଢ଼ିବା ସୁଖର ବର୍ଷା

ଝି... ପଛ କଥା ସବୁ ଏ ମନ ଭିତରେ

ରହିଯିବ ସ୍ମୃତି ହେଇ

ନୂଆ ବରଷ ର ମିଠା ପରସ ରେ

ଯିବା ଖୁସି ରେ ଆଗେଇ

ପୁ... ନୂତନ ବରଷ ଶୁଭ ଅଗମନେ

ପୂର୍ଣ୍ଣ ହେଉ ଇଚ୍ଛା ଯାହା ଅଛି ମନେ

କରେ ଏତିକି ମୁଁ ନିବେଦନ

ତୁମକୁ ନୂଆ ବରଷ ର ଅଭିନନ୍ଦନ

ଝି... ତୁମକୁ ନୂଆ ବରଷ ର ଅଭିନନ୍ଦନ

ଝି.... ଦବା ନାହଁ କେବେ କାହା ମନେ କଷ୍ଟ

ଦବାନି ଲୁହ ଆଖିରେ

ଭରି ଦେବା ଖୁସି ସବୁରି ଓଠରେ

ଏଇ ନୂଆ ବରଷ ରେ

ପୁ... ସଂପର୍କ ର ଡୋରି ବାନ୍ଧି ଦବା ପୁଣି

ଅଭିନନ୍ଦନ ଜଣେଇ

ଜଗତର ନାଥ ତମ ଚଲା ପଥେ

ଦିଅନ୍ତୁ ଫୁଲ ବିଛେଇ...

ଝି... ମୋ କଥାକୁ ଜୀବନୀ ଭୁଲି

ହୃଦୟ ରୁ ମୁଁ ଜଣେଇ ଦେଲି

ତମେ ଶୁଣୁ ଥାଓ ଦେଇ ମନ

ତୁମକୁ ନୂଆ ବରଷ ର ଅଭିନନ୍ଦନ

ପୁ... ତୁମକୁ ନୂଆ ବରଷ ର ଅଭିନନ୍ଦନ...

ପୁ... Happy New year ..(୨)

Happy Happy Happy New year

ଝି... Happy New year...(୨)

Happy Happy Happy New year

ପୁ... Happy New year

ଝି... Happy New year

ପୁ... ଝି.... Happy New year...

S Jituの他の作品

総て見るlogo