menu-iconlogo
huatong
huatong
sanju-lovers-tu-mori-duniya-kuldeep-ryan-song-cover-image

Tu Mori Duniya-Kuldeep-RYAN ଓଡ଼ିଆ song

Sanju Lovershuatong
🎧🇷u200b🇾u200b✳️🇦u200b🇳u200b🎧huatong
歌詞
収録
ମନ ର ଝରକା ଯେବେ ଖୋଲେ

ଚେହେରା ତୋର ମୋତେ ଖାଲି

ଦିଶିଯାଏ, ଏ କଥା ଜାଣିଥା

ପ୍ରେମ ମାନେ ଖାଲି ଦେବା ଜାଣେ

ପାଇବା କଣ ଜାଣି ନାହିଁ

ନିଃସର୍ତ୍ତ ରେ ତତେ ମୁଁ

ଭଲ ପାଏ ତୁ ଥରେ ବୁଝି ଯା

ପ୍ରିୟା....

ତୁ ମୋରି ଦୁନିଆ....

ତୁ ମୋରି ଦୁନିଆ....

ତୁ ମୋରି ଦୁନିଆ....

ପ୍ରିୟା....

ତୁ ମୋରି ଦୁନିଆ....

ତୁ ମୋରି ଦୁନିଆ....

ତୁ ମୋରି ଦୁନିଆ....

ଜହ୍ନ ଟା ଲୁଚେ ଯେମିତି

ବଉଦ ଫାଙ୍କ ଭିତରେ

ଶରମି ଯାଉଛୁ ସେମିତି ଆଜି ଦେଖିଲେ

ମୋତେ ପାଖରେ

ଓ.....

ମନ ର ଅକୁହା କଥା

ଭାବୁଛି କହିଦେବିରେ

ଓଠ ତୋର ଯା ପାଖରୁ ସିଏ ପୁଣି ତ ଫେରିଯାଏ ରେ

ଅକୁହା ସେ କଥା ସବୁ

ତୁ ବୁଝି ଯା...ପ୍ରିୟା....

ତୁ ମୋରି ଦୁନିଆ....

ତୁ ମୋରି ଦୁନିଆ....

ତୁ ମୋରି ଦୁନିଆ....

କାହିଁକି ଭଲ ଲାଗୁଛୁ

ଏତେ ତୁ କହିଦେ ଥରେ

ହସିଲେ ତୁ ମୋତେ ଚାହିଁକି ଟିକେ

ତରଳି ଆପେ ଯାଏ ରେ....

ଓ .. ହୃଦୟ ଚୁମ୍ବକ ପରି

ଟାଣି ମୁଁ ହେଇ ଯାଏ... ରେ

ଜାଣେନା ପ୍ରେମ ହେଲେ ତ ବୋଧେ

ଏମିତି କାଇଁ ହୁଏ ରେ...

ପ୍ରେମର ସେ ଆକର୍ଷଣ

ତୁ ବୁଝିଯା ପ୍ରିୟା....

ତୁ ମୋରି ଦୁନିଆ....

ତୁ ମୋରି ଦୁନିଆ....

ତୁ ମୋରି ଦୁନିଆ....

ଓ .....ଓ.....

ହେ ......

Sanju Loversの他の作品

総て見るlogo