ରଜା ଝିଅ, ରଜା ଝିଅ
କୋଉ ଥିରେ ତମେ ଗଢା କୁହ
ରଜା ଝିଅ, ରଜା ଝିଅ
କୋଉ ଥିରେ ତମେ ଗଢା କୁହ
ଗୋଡ଼ଇ ଗୋଡେଇ ଦମ ଛୁଟିଲାଣି, ତରଳିଲ ନାହିଁ
(କାଇଁ ତାଙ୍କର ଏମିତି କଣ ଅଛି କି, ତମ ପାଖରେ ନାହିଁ?)
ଆମ ବାପାଙ୍କର ପଇସା ନାହିଁ (ଓ-ହୋ-ହୋ)
ଆମ ବାପାଙ୍କର ପଇସା ନାହିଁ (ହାଏ ରେ)
ଆମ ବାପାଙ୍କର ପଇସା ନାହିଁ (ଆହା-ହା-ହା)
ରଜା ପୁଅ, ରଜା ପୁଅ
ଏତେ କାନି କାଇଁ ଖାଉଚ କୁହ
ରଜା ପୁଅ, ରଜା ପୁଅ
ଏତେ କାନି କାଇଁ ଖାଉଚ କୁହ
ତମକୁ ଯେତିକି ଲାଇନ ଦେଲେ ବି, ଅନଉନ କାଇଁ
(କାଇଁ ସିଏ ଏମିତି କଣ ଖୋଜୁଛନ୍ତି କି, ଯଉଟା ତମ ପାଖରେ ନାହିଁ?)
ଆମ ବାପାଙ୍କର ପଇସା ନାହିଁ (ଆରେ-ରେ-ରେ)
ଆମ ବାପାଙ୍କର ପଇସା ନାହିଁ (ଆହା)
ଆମ ବାପାଙ୍କର ପଇସା ନାହିଁ (ଆଲୋ-ଆଲୋ-ଆଲୋ)
ହେ ଧନ ତମେ ଭାରି beauty
ଦେଖିଲେ ବେଣୀ ଦଉଚ ଛାଟି
ହେ ଅନା, ଭାବୁଥିଲି chillar party
ଏବେ ଜାଣିଲି ଟୋକା ନଂଘା quality
ଏ ସୁନା ଚୋଖା ତମ ବୟସ
ଦିନ ବେଳେ ଭାଙ୍ଗ ଅଳସ
ଅରୁଆ ଚାଉଳକୁ ଅରୁଆ ଦୁବ
ଆସୁନ ନବ ଯଦି दिल ଟା ନବ
ରଜା ଝିଅ, ରଜା ଝିଅ
କୋଉ vitamin ଖାଉଛ କୁହ
ରଜା ଝିଅ, ରଜା ଝିଅ
କୋଉ vitamin ଖାଉଛ କୁହ
ପଚାରି-ପଚାରି ତଣ୍ଟି ଶୁଖିଲାଣି, ଜାଣି ହଉ ନାହିଁ
(କାଇଁ ସିଏ ଏମିତି କୋଉ vitamin ଖାଉଛନ୍ତି ଯେ, ତମେ ଦେଇ ପାରିବ ନାହିଁ?)
ଆମ ବାପାଙ୍କର ପଇସା ନାହିଁ (ଆହା)
ଆମ ବାପାଙ୍କର ପଇସା ନାହିଁ
ଆମ ବାପାଙ୍କର ପଇସା ନାହିଁ (ଆଲୋ-ଆଲୋ-ଆଲୋ)
ଏ hero ଯାଅ ଯେବେ bike ଚଢି
ଭାବୁଛି ଧରିବିକି ପଛରୁ ଭିଡି
ଏ ଜାନୁ କି shampoo ରେ ଧଉଛ ଚୁଟି
ଭାରି ବାସୁଛ ଯେବେ ଚଲାଅ scooty
ହେ, ଆଜି କାଲି ତମ dp କୁ ଦେଖି
ସବୁ ପୁଅଙ୍କୁ ଦେଲି ପକେଇ ଛକି
କି ରୋଳା କର ତମେ Instagram ରେ?
ସେ ଲାଗି ପଡ଼ିଗଲି ତମ ପ୍ରେମରେ
ହେ, ରଜା ପୁଅ, ରଜା ପୁଅ
ଛୁଇଁଲେ କାଁହିକି ଛିଟ୍କି ଯାଅ?
ରଜା ପୁଅ, ରଜା ପୁଅ
ଛୁଇଁଲେ କାଁହିକି ଛିଟ୍କି ଯାଅ
ଆମେ କଣ ଖାଲି single ରହିବୁ, ତମକୁ ଚାହଁ?
(କାଁଇ ତମର ଏମିତି କଣ ଅସୁବିଧା ଯେ, ସିଏ ପଟିବେନାହିଁ?)
ଆମ ବାପାଙ୍କର ପଇସା ନାହିଁ (ଆହା)
ଆମ ବାପାଙ୍କର ପଇସା ନାହିଁ (ହାଏ)
ଆମ ବାପାଙ୍କର ପଇସା ନାହିଁ (ଆଲୋ)
ଆମ ବାପାଙ୍କର ପଇସା ନାହିଁ
(ଆରେ, କାହା ବାପାଙ୍କର ତ ପଇସା ନାହିଁ)
(ରଜାପୁଅ, ରଜାଝିଅ ହେଲ କେମିତି?)