menu-iconlogo
logo

Niani Niani Mo Jaganatha Nku

logo
歌詞
ନିଅନି, ନିଅନି ମୋ ଜଗନ୍ନାଥଙ୍କୁ

କନ୍ଦାଅନି, କନ୍ଦାଅନି ତା′ ଭକ୍ତଙ୍କୁ

ନିଅନି, ନିଅନି ମୋ ଜଗନ୍ନାଥଙ୍କୁ

ନିଅନି, ନିଅନି ମୋ ଜଗନ୍ନାଥଙ୍କୁ

କନ୍ଦାଅନି, କନ୍ଦାଅନି ତା' ଭକ୍ତଙ୍କୁ

କନ୍ଦାଅନି, କନ୍ଦାଅନି ତା′ ଭକ୍ତଙ୍କୁ

ସିଏ ସବୁରି ନୟନ ତାରା

ସିଏ ସବୁରି ଦୁଃଖ ପାସରା

ସାତ କୁବେରର ଧନ ସିଏ

ସିଏ ସବୁରି ରଙ୍କ ପସରା

ତା' ବିନା ଅନ୍ଧାର ସାରା ସଂସାର

ଜଗନ୍ନାଥ ମୟ କରିଛି ସେ ଏ ଜଗତକୁ

ଜଗନ୍ନାଥ ମୟ କରିଛି ସେ ଏ ଜଗତକୁ

ନିଅନି, ନିଅନି ମୋ ଜଗନ୍ନାଥଙ୍କୁ

ନିଅନି, ନିଅନି ମୋ ଜଗନ୍ନାଥଙ୍କୁ

କନ୍ଦାଅନି, କନ୍ଦାଅନି ତା' ଭକ୍ତଙ୍କୁ

କନ୍ଦାଅନି, କନ୍ଦାଅନି ତା′ ଭକ୍ତଙ୍କୁ

ଏମିତି କା ପ୍ରଭୁ ଟିଏ

ସବୁ ଘରେ ପୂଜା ପାଏ

ହୋ, ଏମିତି କା ପ୍ରଭୁ ଟିଏ

ସବୁ ଘରେ ପୂଜା ପାଏ

ସଭିଙ୍କର ଗେଲ୍ହା ଦିଅଁ

ଭକ୍ତ କୋଳ ଖୋଜୁଥାଏ

ସିଏ ସବୁରି ଜୀବନ ଧନ

ସିଏ ସବୁରି ଗଳା ରତନ

କୋଟି ଅମୂଲ୍ୟ ନିଧି ଠାକୁର

ଯେତେ ଦେଖିଲେ ବୁଝେନା ମନ

ତା ବିନା ଅଧୁରା ସୂର୍ଯ୍ୟ, ଚନ୍ଦ୍ର, ତାରା

ଏ ବିଶ୍ୱ ବ୍ରହ୍ମାଣ୍ଡ ଚାହିଁଛି ତା′ ଅଧା ହାତକୁ

ଏ ବିଶ୍ୱ ବ୍ରହ୍ମାଣ୍ଡ ଚାହିଁଛି ତା' ଅଧା ହାତକୁ

ନିଅନି, ନିଅନି ମୋ ଜଗନ୍ନାଥଙ୍କୁ

ନିଅନି, ନିଅନି ମୋ ଜଗନ୍ନାଥଙ୍କୁ

କନ୍ଦାଅନି, କନ୍ଦାଅନି ତା′ ଭକ୍ତଙ୍କୁ

କନ୍ଦାଅନି, କନ୍ଦାଅନି ତା' ଭକ୍ତଙ୍କୁ

ଅଧା ଗଢା ଏଇ ଦିଅଁ

ପୂର୍ଣ୍ଣ ବ୍ରହ୍ମ ତାର ଦେହ

ଓ, ଅଧା ଗଢା ଏଇ ଦିଅଁ

ପୂର୍ଣ୍ଣ ବ୍ରହ୍ମ ତାର ଦେହ

ଭକ୍ତ ପାଇଁ ଅହରହ

ଢାଳୁ ଥାଏ ଆଖି ଲୁହ

ସିଏ ସବୁରି ସ୍ନେହ କଉଡି

ଏଇ ଆତ୍ମାରେ ହେଇଛି ଯୋଡି

ଆଖି ଦଣ୍ଡେ ନ ଦେଖିଲେ ତାକୁ

ଯିବ ପିଣ୍ଡରୁ ଏ ପ୍ରାଣ ଛାଡି

ସେ ଭାବ, ବିଶ୍ୱାସ, ସେ ଆମ ନିଶ୍ୱାସ

ଯାଉ ଏ ଜୀବନ ଚାହିଁ, ଚାହିଁ ତା′ରି ନେତକୁ

ଯାଉ ଏ ଜୀବନ ଚାହିଁ, ଚାହିଁ ତା'ରି ନେତକୁ

ନିଅନି, ନିଅନି ମୋ ଜଗନ୍ନାଥଙ୍କୁ

ନିଅନି, ନିଅନି ମୋ ଜଗନ୍ନାଥଙ୍କୁ

କନ୍ଦାଅନି, କନ୍ଦାଅନି ତା′ ଭକ୍ତଙ୍କୁ

କନ୍ଦାଅନି, କନ୍ଦାଅନି ତା' ଭକ୍ତଙ୍କୁ

କନ୍ଦାଅନି, କନ୍ଦାଅନି ତା' ଭକ୍ତଙ୍କୁ

Niani Niani Mo Jaganatha Nku by Satyajeet Pradhan - 歌詞&カバー