menu-iconlogo
huatong
huatong
sourin-bhatt-tu-kahibu-na-mu-cover-image

Tu Kahibu Na Mu

Sourin Bhatthuatong
Anjili...huatong
歌詞
収録
HBH

M-ବେବିତୁ ଆଜିକାଲି ହାୟ୍ ମୋ Dreamକୁ ଆସି

ଝଲମଲକରୁଛି

F-ଜାନୁତୁ ଆଜିକାଲି ହାୟ୍ ମୋ Heartକୁ ଆସି

ହଲଚଲ କରୁଛି

M-ପ୍ରଥମେ କିଏ ଖୋଲିବ ମୁହଂ

ପ୍ରଥମେ କିଏ ଶୁଣିବ କହ

ସେଇ ପଦେ I Love You

ତୁ ତୁ ତୁ ତୁ ତୁ କହିବୁ ନା ମୁଁ

ତୁ ତୁ ତୁ ତୁ ତୁ କହିବୁ ନା ମୁଁ

F-ତୁ ତୁ ତୁ ତୁ ତୁ କହିବୁ ନା ମୁଁ

ତୁ ତୁ ତୁ ତୁ ତୁ କହିବୁ ନା ମୁଁ...

F-ଭଲ ପାଇବା ପାଇଁ ଭଲ ତ ପାଆନ୍ତି କେତେ

ହେଲେ ଯେ କହିବା ପାଇଁ

କାହିଁକି ଡରନ୍ତି ଏତେ

M-ହାଁ ଅଜଣାଡରରେ ଆମେ କହତ ରହିବା କେତେ

କହିବାକୁ ହବ ଦିନେ

ତତେ ହଉ ଅବା ମୋତେ

F-ତୁ ଛାଡିଦେ ଟିକିଏ ଡର

ମୁଁ ଛାଡିବି ଟିକିଏ ଡର

ଶୁଣିବାକୁ I Love You.

ତୁ ତୁ ତୁ ତୁ ତୁ କହିବୁ ନା ମୁଁ

ତୁ ତୁ ତୁ ତୁ ତୁ କହିବୁ ନା ମୁଁ...

M-ହାଁ କିଏ ସେ କହିବ ଆଗ

ଏଇ କଥାପଦେ ଖୋଲି

ଭାବୁଭାବୁ ସମୟଟା ଦୂରକୁନଯାଉ ଚାଲି

F-ହାଁ କହିବ କହିବ ବୋଲି ଯିଏ ପାରେନାହିଁ କହି

ପେ୍ରମର ଅନେକ ଗପ ଅଧାରେ ଯାଇଛି ରହି

M-ଏ ଗପ ଆମ ଅଧା ନ ରହୁ

ଆରମ୍ଭ ଆଗୁ ସରି ନ ଯାଉ

କେହି କହୁ I Love You...

F-ତୁ ତୁ ତୁ ତୁ ତୁ କହିବୁ ନା ମୁଁ

ତୁ ତୁ ତୁ ତୁ ତୁ କହିବୁ ନା ମୁଁ

ତୁ ତୁ ତୁ ତୁ ତୁ କହିବୁ ନା ମୁଁ

ତୁ ତୁ ତୁ ତୁ ତୁ କହିବୁ ନା ମୁଁ

ତୁ ତୁ ତୁ ତୁ ତୁ କହିବୁ ନା ମୁଁ(both)

ତୁ ତୁ ତୁ ତୁ ତୁ କହିବୁ ନା ମୁଁ

Sourin Bhattの他の作品

総て見るlogo