menu-iconlogo
huatong
huatong
가사
기록
ଅଟୋରେ ବସେଇ ଦେମି

ଆଖି ମୁଁ ମିଶେଇ ଦେମି

Puncture ହେଇଗଲା ଏଇ ଛାତି

ଏ ରଙ୍ଗବତୀ, ରଙ୍ଗବତୀ

ହଁ, ଅଟୋରେ ବସେଇ ଦେମି

ଆଖି ମୁଁ ମିଶେଇ ଦେମି

Puncture ହେଇଗଲା ଏଇ ଛାତି

ଏ ରଙ୍ଗବତୀ, ରଙ୍ଗବତୀ

ତୁ ନୂଆ ନୂଆ ଓଟୋ ବାଲା

ମୋ ମନ ଖାଲି ଝାଲାମାଲା

ଆରେ ଦେଖ ତୋର ଠେଲା

ହଁ, ଧୀରେ ଧୀରେ ଚଲା

କାଳେ ଜଳିଯିବ ନାଲି ବତି

ମୁଁ ରଙ୍ଗବତୀ, ରଙ୍ଗବତୀ

ଆରେ ଏ ରଙ୍ଗବତୀ, ରଙ୍ଗବତୀ

ଅରେ ପ୍ରେମ ଗାଡ଼ି ଘାଇଁ, ଘାଇଁ

ଗଡ଼ିଯାଏ ସାଇଁ ସାଇଁ

Heavy Licence ପାଇଛି ମୁଁ ଗୋରୀ

ଧରିଥା ଛାଡ଼ିବୁ ନାହିଁ

ବେଳ-କାଳ ଭଲ ନାହିଁ

ସହଜେ ମୁଁ ଚାନ୍ଦ ମୁହିଁ

ମନ ଛନ ଛନ, ଆଖି କନ କନ

Gear ତୁ ପକା ନାହିଁ

ହାଏ ଛୁଇଁଲେ Accelerator

ଅନା ବଢୁଛି ପ୍ରେମ Meter

ଆଲୋ ୬୦ ରେ କଣ୍ଟା, ହଁ ଉଡୁଛି ମନଟା

ଖେଳୁଛି ଲୋ କିତିକିତି

ହେ ରଙ୍ଗବତୀ, ରଙ୍ଗବତୀ

ଆରେ ମୁଁ ରଙ୍ଗବତୀ, ରଙ୍ଗବତୀ

ଆଖି ତଳେ ଲାଜଥିଲା

ଓଠ ତଳେ ଝଳିଗଲା

ହୃଦୟ ଭିତର Indicator

Signal ତତେ ଦେଲା

ଅରେ ଯାହାହେଲା ଭଲ ହେଲା

ଭଡ଼ା ମୋର ଉଠିଗଲା

ଆଜିଠାରୁ ଓଟୋ ଆଗରେ ଲେଖିବି "ମଜନୁ+ଲୈଲା"

ମୁଁ ହେଲି ଓଟୋ ମାଲିକାଣୀ

ତୁ Driver ମୋର ମଣି

ଆରେ ମିଳିବନି ଛୁଟି, ତୁ କରିବୁ duty

ରାତି-ଦିନ, ଦିନ-ରାତି

ଏ ରଙ୍ଗବତୀ, ରଙ୍ଗବତୀ

ମୁଁ ରଙ୍ଗବତୀ, ରଙ୍ଗବତୀ

ଏ ରଙ୍ଗବତୀ, ରଙ୍ଗବତୀ

ଆରେ ମୁଁ ରଙ୍ଗବତୀ, ରଙ୍ଗବତୀ

Abhijit Majumdar/Asima Panda의 다른 작품

모두 보기logo
Ae Rangabati - Abhijit Majumdar/Asima Panda - 가사 & 커버