menu-iconlogo
huatong
huatong
avatar

Runu jhunu shubhe aji mo maalo odia bhajan song abhi

AR Musichuatong
pilot_cassiushuatong
가사
기록
Welcome to AR MUSIC

Upuld by Ar music

ENJOY

ରୁଣୁ ଝୁଣୁ ଶୁଭେ ଆଜି ମୋ ମାଆର ସୁନା ପାଇଁଜି (୨×)

ସରଗୁ ହୋଲେଇ ଆସେ ମହାମାୟୀ (୨×)

ପୂଜା ପୀଠେ ଉଠେ ବାଜି ମୋ ମାର ସୁନା ପାଉଁଜି

ରୁଣୁ ଝୁଣୁ ଶୁଭେ ଆଜି ମୋ ମାଆର ସୁନା ପାଇଁଜି

ମ୍ୟୁଜିକ୍🌹🌹🌹🌹🌹🌹🌹

ଗୀତ ଛାଡିଛନ୍ତି ଅନିଲ୍‌ ଆଉ ଅଭି

ଜୟ ମା ଦୁର୍ଗା🙏🙏🙏🙏🙏

ମାଆର ମନ୍ଦିର ଆହା କି ସୁନ୍ଦର ଦେଖିଲେ ଲାଗୁଛି ନୂଆଁ ଲାଗୁଛି ନୂଆଁ

ଶରତ ଋତୁରେ ଅଶିଣ ମାସରେ ମରତେ ଆସୁଛି ମାଆ ଆସୁଛି ମାଆ

ମାଆର ମନ୍ଦିର ଆହା କି ସୁନ୍ଦର ଦେଖିଲେ ଲାଗୁଛି ନୂଆଁ ଲାଗୁଛି ନୂଆଁ

ଶରତ ଋତୁରେ ଅଶିଣ ମାସରେ ମରତେ ଆସୁଛି ମାଆ ଆସୁଛି ମାଆ

ଯାଇଛି ଏମାଟି ସରଗ ପାଲଟି ( ୨×)

ସଭା ଦେଖି ହୁଏ ବୁଝି ମୋ ମାଆଟି ଆସୁଛି ଆଜି

ରୁଣୁ ଝୁଣୁ ଶୁଭେ ଆଜି ମୋ ମାଆର ସୁନା ପାଇଁଜି

ମ୍ୟୁଜିକ୍

ମୋ ରୁମ୍ ମ୍ୟୁଜିକାଲ୍‌ ଦୁର୍ଗା

ଗୁମ୍ ନଂ👉୧୮୫୨୬୦

ଟାକ୍ସ ସମୟ-ସନ୍ଧ୍ୟା ୮:୦୦

ମଣ୍ଡପେ ମାଣ୍ଡପେ ମାଆର ପ୍ରତିମା ଅମର୍ତ୍ତ୍ୟ ଲାବନ୍ୟ ମୟୀ ଲାବନ୍ୟ ମୟୀ

ଭକତ ପାଇଁ ସେ ଧରା ଧାମେ ଆସେ ଜଗତ କଲ୍ୟାଣୀ ହୋଇ କଲ୍ୟାଣୀ ହୋଇ

ମଣ୍ଡପେ ମାଣ୍ଡପେ ମାଆର ପ୍ରତିମା ଅମର୍ତ୍ତ୍ୟ ଲାବନ୍ୟ ମୟୀ ଲାବନ୍ୟ ମୟୀ

ଭକତ ପାଇଁ ସେ ଧରା ଧାମେ ଆସେ ଜଗତ କଲ୍ୟାଣୀ ହୋଇ କଲ୍ୟାଣୀ ହୋଇ

କରିବାକୁ ପୂଜା ମାଆ ଦଶଭୂଜା (୨×)

ସେଇ ଶୁଭ ଦିନ ଆଜି ଏ ଶରତେ ଆସିଛି ସାଜି

ରୁଣୁ ଝୁଣୁ ଶୁଭେ ଆଜି ମୋ ମାଆର ସୁନା ପାଇଁଜି

ସରଗୁ ହୋଲେଇ ଆସେ ମହାମାୟୀ (୨×)

ପୂଜା ପୀଠେ ଉଠେ ବାଜି ମୋ ମାର ସୁନା ପାଉଁଜି

ରୁଣୁ ଝୁଣୁ ଶୁଭେ ଆଜି ମୋ ମାଆର ସୁନା ପାଇଁଜି

ସୁନା ପାଇଁଜି

ସୁନା ପାଇଁଜି

ଧନ୍ୟବାଦ୍

ଜୟ ମାଆ ଦୁର୍ଗା

AR Music의 다른 작품

모두 보기logo

추천 내용